Breaking News

ଅଗାଧୁଆ ଫୁଲ ତୋଳିବା ବା ଦ୍ୱାରା କଣ ସବୁ କଣ ସବୁ ଖେତୀ ହୋଇଥାଏ, ନିହାତି ଭାବରେ ଜାଣି ରଖନ୍ତୁ, ଆପଣ ଅଗାଧୁଆ ଫୁଲ ତୋଳୁଛନ୍ତି କି ହୋଇ ଯାଆନ୍ତୁ ସାବଧାନ !

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ପ୍ରକୃତି ର ଅଜବ ରୂପ ନିଶ୍ଚିତ ଭାବରେ ଦେଖିଥିବେ ସେଥି ମଧ୍ୟରୁ ସବୁଠାରୁ ସୁନ୍ଦର ଵସ୍ତୁ ହେଉଛି ଫୁଲ ଏହି ଫୁଲ କୁ ସମସ୍ତେ ପସନ୍ଦ କରନ୍ତି ଏହା ଦେଖିବାକୁ ଖୁବ ସୁନ୍ଦର ଓ ଏହା ସହ ଏହି ଫୁଲ କୁ ପୂଜା କର୍ମରେ କିମ୍ବା ଵିଵାହ କାର୍ଯ୍ୟରେ ବ୍ୟବହାର କରାଯାଏ ଏବଂ ବେଳେ ବେଳେ କାହାକୁ ଉପହାର ଦେବାପାଇଁ ଏହି ଫୁଲକୁ ବ୍ୟବହାର କରାଯାଏ ତେବେ ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମରେ ଫୁଲ ର ବ୍ୟବହାର ହୋଇଥାଏ |

କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଫୁଲ ତୋଳିବାର ଅନେକ ନୀତିନିୟମ ରହିଥାଏ ସେହି ନିୟମ ଅନୁଯାୟୀ ଫୁଲ ତୋଳି ଭଗବାନଙ୍କୁ ଚଢ଼ାଇବା ଉଚିତ ଏହା ଦ୍ୱରା ଆମକୁ ଉଚିତ କର୍ମ ପ୍ରାପ୍ତ ହୋଇଥାଏ କିନ୍ତୁ ଯଦି ଆମେ ଭୁଲ ଦ୍ୱାରା ଫୁଲ ତୋଳାଯାଇଥାଏ ତେବେ ଆମର ଅନେକ ଅନିଷ୍ଟ ହୋଇଥାଏ |

ଆମେ ସାଧାରଣତଃ ପୂଜାର୍ଚନା ର ସମସ୍ତ କାର୍ଯ୍ୟ ଗୁଡିକୁ ସ୍ନାନ କରିବା ପରେ ହିଁ କରିଥାଉ ତେବେ ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ ସ୍ନାନ କରିବା ପରେ ଫୁଲ ତୋଳିବା ଉଚିତ କିନ୍ତୁ ଏହା ସମ୍ପୁର୍ଣ୍ଣ ଭାବରେ ଭୁଲ ଅଟେ ସବୁବେଳେ ସ୍ନାନ କରିବା ପୂର୍ବରୁ ଫୁଲ ତୋଳି ରଖିବା ଉଚିତ ଏହା ଶାସ୍ତ୍ର ଓ ପୁରାଣ ରେ ଵର୍ଣ୍ଣିତ ରହିଛି |

ତେବେ ଫୁଲକୁ ତୋଳିବା ସମୟରେ ଆପଣଙ୍କ କନିଷ୍ଠ ଆଙ୍ଗୁଳି ଏବଂ ବିଶି ଆଙ୍ଗୁଳି ଲାଗିବ ଉଚିତ ଏହା ଛଡା କିଛି ଲୋକ ଗଛରେ ଥିବା କଢ଼ କୁ ଛିଣ୍ଡାଇ ତାକୁ ପାଣିରେ ପକାଇ ଦିଅନ୍ତି ଏବଂ ସଖାଳ ହେଲେ ତାହା ଫୁଟିଯାଏ ଏବଂ ତାକୁ ଠାକୁରଙ୍କ ପୂଜାରେ ବ୍ୟବହାର କରିଥାନ୍ତି କିନ୍ତୁ ଏଭଳି କରିବା ଅନୁଚିତ ଅଟେ ଏବଂ ଏହା ଦ୍ୱାରା ଆମକୁ ପାପ ଲାଗିପାରେ |

କାରଣ ଏହା ଅପକୃତିକ ଭାବେ ଫୁଲ କୁ ଫୁଟାଇଥାଉ ଏବଂ ସର୍ବଦା ପ୍ରାକୃତିକ ଭାବରେ ଫୁଟୁଥିବା ଫୁଲକୁ ହିଁ ଠାକୁରଙ୍କ ପାଖରେ ଚଢାଇବା ଉଚିତ ଆଉ ଯେତେବେଳେ ଆପଣ ଫୁଲ ତୋଳିବାକୁ ଯିବେ ସେତେବେଳେ ଆପଣ ଖାଲି ପାଦ ରେ ଯିବା ଉଚିତ ହୋଇଥାଏ କାହା ବାଡିରୁ ଫୁଲ ତୋଳିବା ଅନୁଚିତ ହୋଇଥାଏ |

About odisha news

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.