Breaking News

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ହୋଇପାରେ ପ୍ରଚୁର ବର୍ଷା . . .

ପାଣିପାଗ କୁ ନେଇ ଆସିଲା ବଡ ଖବର | ଆଜି ଠୁ ଚାରିଦିନ ପର୍ଯ୍ୟନ୍ତ ଲାଗିରହିବ ପ୍ରବଳ ବର୍ଷା ଏହି ଜିଲ୍ଲା ଜାରିହେଲା ହାଇ ଆଲର୍ଟ | ତେବେ ଫ୍ରେନ୍ଡ ଆଗକୁ ପାଣିପାଗ ବିଷୟରେ ଅଧିକ ଜାଣିବା ପାଇଁ ଆମର ଏହି ଆର୍ଟିକ୍ଲ ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ ପଢନ୍ତୁ |
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଦେଖାଦେଉଛି | ତେବେ ଏଥି ସହ ବର୍ଷା ଏବଂ ଘଡଘଡି ସହ ଏହି ସବୁ ଜିଲ୍ଲା ଗୁଡିକୁ ଯେଳ୍ଳୋ ୱାର୍ନିଙ୍ଗ ଜାରି କରାଯାଇଛି | ଏନେଇ ମଧ୍ୟ ସମ୍ପୃକ୍ତ ଜିଲ୍ଲାପାଳ ଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି |


ସେହିସବୁ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର,ଝାରସୁଗୁଡା,ଦେଓଗଡ,ମୟୂରଭଞ୍ଜ,ସୁନ୍ଦରଗଡ,ନୂଆପଡା,କେନ୍ଦୁଝର,ବାଲେଶ୍ଵର,ଅନୁଗୁଳ,ବଲାଙ୍ଗିର ଏବଂ ବରଗଡ଼ ସେହିପରି ଆସନ୍ତା ୧୯ ତାରିଖ ଦିନ ୧୨ଟି ଜିଲ୍ଲା କୁ ପାଣିପାଗ ବିଭାଗ ୟେଲ୍ଲୋ ୱାର୍ନିଙ୍ଗ ଜାରି କରିଛି |


ସେହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ,ଦେଓଗଡ,କେନ୍ଦୁଝର,ମଯରଭଞ୍ଜ,ଅନୁଗୁଳ,ଢେଙ୍କାନାଳ,ବାଲେଶ୍ଵର,ଭଦ୍ରକ,କଟକ,ବୌଦ୍ଧ,ଯାଜପୁର,କନ୍ଧମାଳ |
ତେବେ ବର୍ଷା ଏବଂ ଘଡଘଡି ନେଇ ସମ୍ପୃକ୍ତ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଏସଆରସି ପକ୍ଷରୁ ନୋଟିସ ଜାରି କରାଯାଉଛି | ଏପରିକି ଯଦି କିଛି ପରିସ୍ଥିତି ବିଗିଡେ ତେବେ ଜିଲ୍ଲା ପାଳ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି |


ହଠାତ ପାଣିପାଗରେ ଏଭଳି ପରିବର୍ତ୍ତନ ଘଟିବାରୁ ଏଭଳି ପରାମର୍ଶ ଦିଆଯିବାର ସୂଚନା ମିଳିଛି | କାଳବୈଶାଖୀ ଜନିତ ବର୍ଷା ହେଉଥିବାରୁ ବର୍ଷା ସମୟରେ ପବନର ବେଗ ବଢିବାର ସମ୍ଭାବନା ରହିଛି | ଏବଂ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି | ତେବେ ଏଥି ପାଇଁ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ସୂଚନା ମିଳିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ |ଆହୁରି ମଧ୍ୟ ସ୍ଥାନେ ସ୍ଥାନେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *