ଆଜି ଏହି ଆର୍ଟିକ୍ଲ ରେ ଆପଣମାନେ ପାଣିପାଗ ସମ୍ପର୍କିତ କିଛି ଖବର ଜାଣିବାକୁ ପାଇବେ ଏହାକୁ ଜାଣିବା ପାଇଁ ଶେଷ ଯାଏ ପଢନ୍ତୁ। ହାଡ଼ ଥରା ଜାଡ !!! ୧୬ ଟି ଜିଲ୍ଲା କୁ ସତର୍କ ସୂଚନା , ୨୪ ଘଣ୍ଟା ଭିତରେ ଦକ୍ଷିଣ ଅଭୂନ୍ତ୍ରଣୀୟ ଏବଂ ଉତ୍ତର ଉପକୂଳ ଅଂଚଳରେ ଥଣ୍ଡା ର ମାତ୍ରା ବହୁତ ବଢିପାରେ । ତେବେ ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ,ଦେବଗଡ଼, ଅନୁଗୁଳ ,ଢେଙ୍କାନାଳ ,ମୟୂରଭଞ୍ଜ , କଳାହାଣ୍ଡି ,କନ୍ଧମାଳ , ଓ ବଲାଙ୍ଗିର ରେ ଶୀତ ର ଲହରୀ ବଢ଼ିବାରେ ଲାଗୁଚି ।
ଆହୁରି ମଧ୍ୟ ସୁବର୍ଣ୍ଣପୁର , ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁର୍ ଅଞ୍ଚଳ ପାଇଁ ୟାଲୋ ୱର୍ଣିଂ ଜାରି ହେଇଚି । ତେବେ ୨୪ ଘଣ୍ଟା ମଧ୍ୟ ରେ ଅଭ୍ୟନ୍ତ୍ରଣୀୟ ଅଞ୍ଚଳ ରେ ଆହୁରି ଥଣ୍ଡା ବଢ଼ିବ । ଏବଂ କୋରାପୁଟ ଏବଂ ମାଲକାନଗରିରେ କିଛି ଅଞ୍ଚଳ ରେ ଘନ କୁଡୁଡି ହବାର ସମ୍ଭାବନା ରହିଛି।
ଆଗକୁ ଆହୁରି ଶୀତ ର ପ୍ରକୋପ ବଢିପାରେ । କିଛି ଦିନ ତଳେ କମିଯାଇଥିବା ଥଣ୍ଡା ଆଉଥରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳରୁ ସନ୍ଧ୍ୟା ଯାଏ ହାଲକା ପବନ ବହୁଚି । ତେବେ ଶୀତ ଅଧିକ ହେବାରୁ ସହର ମଧ୍ୟ ରେ ଲୋକଙ୍କ ଯିବ ଆସିବା କମିଯାଇଛି । ତେବେ ଆଗାମୀ ୩ ଦିନ ଯାଏ ଏମିତି ଶୀତ ର ଲହରୀ ଲାଗିରହିିବ । ତେବେ ରାତି ରେ ପରଦା ଅତ୍ୟଧିକ ଖସି ଯାଉଚି ଯାହା କୀ ଶୀତ ର ମାତ୍ରା ରାତିରେ ଅଧିକ ରହୁଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ