Breaking News

ଆଗାମୀ 3 ଦିନ ପର୍ଯନ୍ତ ହାଡ ଭଙ୍ଗା ଶୀତ ଜାରି ହେଲା ସତର୍କ ସୂଚନା

ଆଜି ଏହି ଆର୍ଟିକ୍ଲ ରେ ଆପଣମାନେ ପାଣିପାଗ ସମ୍ପର୍କିତ କିଛି ଖବର ଜାଣିବାକୁ ପାଇବେ ଏହାକୁ ଜାଣିବା ପାଇଁ ଶେଷ ଯାଏ ପଢନ୍ତୁ। ହାଡ଼ ଥରା ଜାଡ !!! ୧୬ ଟି ଜିଲ୍ଲା କୁ ସତର୍କ ସୂଚନା , ୨୪ ଘଣ୍ଟା ଭିତରେ ଦକ୍ଷିଣ ଅଭୂନ୍ତ୍ରଣୀୟ ଏବଂ ଉତ୍ତର ଉପକୂଳ ଅଂଚଳରେ ଥଣ୍ଡା ର ମାତ୍ରା ବହୁତ ବଢିପାରେ । ତେବେ ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ,ଦେବଗଡ଼, ଅନୁଗୁଳ ,ଢେଙ୍କାନାଳ ,ମୟୂରଭଞ୍ଜ , କଳାହାଣ୍ଡି ,କନ୍ଧମାଳ , ଓ ବଲାଙ୍ଗିର ରେ ଶୀତ ର ଲହରୀ ବଢ଼ିବାରେ ଲାଗୁଚି ।

ଆହୁରି ମଧ୍ୟ ସୁବର୍ଣ୍ଣପୁର , ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁର୍ ଅଞ୍ଚଳ ପାଇଁ ୟାଲୋ ୱର୍ଣିଂ ଜାରି ହେଇଚି । ତେବେ ୨୪ ଘଣ୍ଟା ମଧ୍ୟ ରେ ଅଭ୍ୟନ୍ତ୍ରଣୀୟ ଅଞ୍ଚଳ ରେ ଆହୁରି ଥଣ୍ଡା ବଢ଼ିବ । ଏବଂ କୋରାପୁଟ ଏବଂ ମାଲକାନଗରିରେ କିଛି ଅଞ୍ଚଳ ରେ ଘନ କୁଡୁଡି ହବାର ସମ୍ଭାବନା ରହିଛି।


ଆଗକୁ ଆହୁରି ଶୀତ ର ପ୍ରକୋପ ବଢିପାରେ । କିଛି ଦିନ ତଳେ କମିଯାଇଥିବା ଥଣ୍ଡା ଆଉଥରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳରୁ ସନ୍ଧ୍ୟା ଯାଏ ହାଲକା ପବନ ବହୁଚି । ତେବେ ଶୀତ ଅଧିକ ହେବାରୁ ସହର ମଧ୍ୟ ରେ ଲୋକଙ୍କ ଯିବ ଆସିବା କମିଯାଇଛି । ତେବେ ଆଗାମୀ ୩ ଦିନ ଯାଏ ଏମିତି ଶୀତ ର ଲହରୀ ଲାଗିରହିିବ । ତେବେ ରାତି ରେ ପରଦା ଅତ୍ୟଧିକ ଖସି ଯାଉଚି ଯାହା କୀ ଶୀତ ର ମାତ୍ରା ରାତିରେ ଅଧିକ ରହୁଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.