Breaking News

ପୁଣି କମିଲା ସୁନା ଦର, ଆଜିର ଦାମ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ !

ବର୍ତମାନର ବଡ ଖବର ଫୁଣି ଙକମିଲା ସୁନା ରୂପ ଦର ଆଜି କେତେ ରହିଛି ଆପଣଙ୍କ ସହରରେ ସୁନା ଓ ରୁପା | ତେବେ କାହାକୁ ପସନ୍ଦ ନୁହେଁ ସୁନା ରୁପା କିଣି ପିନ୍ଧିବା ଯଦି ଆପଣ ସୁନା ରୁପା କିଣିବାକୁ ଚାହୁଁଛନ୍ତି ଜାଣି ରଖନ୍ତୁ ଆଜିର ଦର କେତେ ରହିଛି ତେବେ ପ୍ରତେକ ଦିନ ସୁନା ରୁପା ଦରରେ ପରିବର୍ତନ ହୋଇଥାଏ ଆଜି ସେହି ଭଳି କିଛି ବଡ଼ ପରିବର୍ତନ ସୁନା ରୁପା ଦରକୁ ନେଇ |

ତେବେ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 47 ହଜାର 650 ଟଙ୍କା ରହିଥିଲା ବେଳେ 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପରି 51 ହଜାର 980 ଟଙ୍କା ରହିଛି | ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ 22 କେରେଡ ଓ 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 47 ହଜାର 650 ଟଙ୍କା ଓ 51 ହଜାର 980 ଟଙ୍କା ରହିଛି | ଦେଶରେ ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ରୁପା ଦରରେ କିଛିଟା ପରିବର୍ତନ ଆସିଛି |

ମୁମ୍ବାଇରେ 22 କେରେଡ ଓ 24 କେରେଡ ସୁନାର ମୂଲ୍ୟ 47 ହଜାର 650 ଟଙ୍କା ରହିଥିବା ବେଳେ ଓ 51 ହାଜର 980 ଟଙ୍କା ଥିବା ରେକଡ଼ ହୋଇଥିଲା ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 47 ହଜାର 650 ଟଙ୍କା 51 ହଜାର 980 ଟଙ୍କା ରହିଛି ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଚେନାଇ ରେ ମଧ୍ୟ 22 କେରେଡ ସୁନା 47 ହଜାର 650 ଟଙ୍କା ରହିଥିଲା ବେଳେ ଏବଂ 24 କେରେଡ ସୁନାର ମୂଲ୍ୟ 51 ହଜାର 980 ଟଙ୍କା ଥିବା ରେକଡ଼ ହୋଇଛି |

ତେବେ ପୂର୍ବ ଭାରତ ପ୍ରମୁକା ସହର କୋଲକାତାରେ ଯଥା କ୍ରମେ 47 ହଜାର 650 ଟଙ୍କା ଓ 51 ହଜାର 980 ଟଙ୍କା ରହିଛି | ସେପଟେ କିନ୍ତୁ ରୂପ ମୂଲ୍ୟ ବଢିଛି ରୂପ ଦର କିଲୋ ଗ୍ରାମ ପ୍ରତି 61 ହଜାର 500 ଟଙ୍କା ଥିବା ନେଇ ରେକଡ଼ ହୋଇଛି | ଏଇ ଥିଲା ବର୍ତମାନର ବଡ଼ ଖବର ସୁନା ଓ ରୂପ ଦରକୁ ନେଇ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.