Breaking News

ଏହି ରାଶି ରାଶି ଭିତରେ ଆଦୌ କରନ୍ତୁ ନାହିଁ ବିବାହ , ନଚେତ ହେଇପାରେ ଏହିସବୁ ଅନର୍ଥ !

ବାହାଘର ଏକ ପବିତ୍ର ବନ୍ଧନ।କୁହାଯାଏ ବିବାହ ର ଅର୍ଥ ହେଉଛି ଦୁଇ ମନ ଏକ ହେବା ଏହି ବିବାହ ରେ ପତି ପତ୍ନୀ ଙ୍କ ମଧ୍ୟ ରେ ଏକ ପବିତ୍ର ସମ୍ପର୍କ ମଧ୍ୟ ଯୋଡି ହେଇଥାଏ । ଆହୁରି ମଧ୍ୟ ଆପଣ ମାନେ ଜାଣିଥିବେ ବାହାଘର ଠିକ ହେବା ପୂର୍ବରୁ ପୁଅ ଝିଅ ଦୁହିଁଙ୍କର ଜାତକ ଦେଖାଯାଇଥାଏ। କାରଣ ଆମ ହିନ୍ଦୁ ଧର୍ମ ରେ ମାନ୍ୟତା ରହିଛି କି ଯଦି ପୁଅ ଝିଅ ଦୁହିଁଙ୍କ ଜାତକ ବହୁତ ମେଳ ଖାଇଥାଏ ତାହାଲେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ପରିବାର ରେ କଳି ଅଶାନ୍ତି ବି ହେଇନଥାଏ। ଠିକ ସେହିପରି ଯଦି ବାହାଘର ଦୁଇଟି ମେଳ ନଖାଉ ଥିବା ରାଶି ଙ୍କ ଭିତରେ କରା ଯାଇଥାଏ ତାହାଲେ ବୈବାହିକ ଜୀବନ ନର୍କ ସଦୃଶ ହେଇଯାଇଥାଏ।

ତେଣୁ ଏହି କଥାଟି ନିହାତି ଜାଣିବା ଆଵଶ୍ୟକ କି କେଉଁ କେଉଁ ରାଶି ଭିତରେ ବାହାଘର କରିବା ଦ୍ଵାରା ବୈବାହିକ ଜୀବନ ନର୍କ ସଦୃଶ୍ୟ ହେଇଥାଏ। ହଁ ଆଜ୍ଞା ଆପଣ ଙ୍କର ଏହି ସମସ୍ୟା କୁ ଦୁରେଇବା ପାଇଁ ଆଜି ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେଉଁ କେଉଁ ରାଶି ମଧ୍ୟରେ ବିବାହ କରିବା ଆଦୌ ଉଚିତ ନୁହେଁ।

1.ପ୍ରଥମରେ ମେଷ ଓ କର୍କଟ -:ଏହି ଦୁଇଟି ରାଶି ଥିବା ବ୍ୟକ୍ତି ଭିନ୍ନ ଭିନ୍ନ ସ୍ୱଭାବର ହେଇଥାନ୍ତି, ଏହି ଦୁଇ ରାଶି ଥିବା ବ୍ୟକ୍ତି ଙ୍କ ଭିତରେ କେବେବି ପଡିନଥାଏ, ତେଣୁ ଯଦି ଏହି ଦୁଇ ରାଶି ଥିବା ପୁଅ ଝିଅ ଙ୍କ ଭିତରେ ବାହାଘର କରାଯାଇ ଥାଏ ତାହାଲେ ସେମାନଙ୍କ ଭିତରେ ସବୁବେଳେ ଅଶାନ୍ତି o କଳି ଲାଗିରହିଥାଏ ଆଉ ବେସିଦିନ ବି ଏ ସମ୍ପର୍କ ତିଷ୍ଠି ରହି ପାରିନଥାଏ।


2.ଦ୍ୱିତୀୟରେ କୁମ୍ଭ ଓ କର୍କଟ -:ଏହି ଦୁଇଟି ରାଶିଙ୍କ ଭିତରେ ଯଦି ବିବାହ ହେଇଥାଏ ତାହାଲେ ପ୍ରଥମରୁ ଟିକିଏ ଭଲ ପଡିଥାଏ କିନ୍ତୁ କିଛିଦିନ ଗଲାପରେ ଦୁହିଁଙ୍କର ମନ ଆଦୌ ମିଶିନଥାଏ ଫଳରେ ଦୁହେଁ ଦୁହିଁଙ୍କ ସହ ଖୁସି ରେ ରହିବା ମୁସ୍କିଲ ହେଇଯାଇଥାଏ।


3.ତୁତୀୟରେ ବିଛା ଓ ମେଷ-: ବିଛା ରାଶିର ବ୍ୟକ୍ତି ବହୁତ ଦୟାଳୁ ସ୍ୱଭାବର ହେଇଥାନ୍ତି ମାତ୍ର ମେଷ ରାଶି ର ପୁରୁଷ ହେଉ କି ନାରୀ ସ୍ୱାର୍ଥପର ସ୍ୱଭାବର ହେଇଥାନ୍ତି । ତେଣୁ ଏହି ଦୁଇ ରାଶିଙ୍କ ଭିତରେ ବିବାହ ହେଲେ କେବେବି ପଡିନଥାଏ ଏମିତିକି ପ୍ରେମ ସଂମ୍ପର୍କ ଥିଲେ ବି ଶୀଘ୍ର ଭାଙ୍ଗି ଯାଇଥାଏ।


4.ଶେଷରେ ବୃଷ ଓ ସିଂହ -: ଏହି ଦୁଇ ରାଶି ର ବ୍ୟକ୍ତି ଙ୍କ ସ୍ଵଭାବ ବି ଉଭୟ ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ତେଣୁ ଏ ଦୁଇ ରାଶି ଭିତରେ ବୈହାହିକ ସଂମ୍ପର୍କ ଆଦୌ ବେସି ଦିନ ତିଷ୍ଠି ରହିପାରିନଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *