Breaking News

ଦେଖନ୍ତୁ , ଏହି ଅଭିନେତା ଅଭିନେତ୍ରୀ ମାନେ ସୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି….

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ନିଜର ବାସ୍ତବ ଜୀବନ ସାଥି କୁ ସୁଟିଙ୍ଗ ସେଟ ରୁ ହିଁ ପାଇଛନ୍ତି। ତେବେ ଏହି ସୁଟିଙ୍ଗ ସେଟ ରୁ ଭଲ ପାଇ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ବନ୍ଧୁଗଣ1 ଆଜି ଆମେ ଆପଣ ମାନଙ୍କୁ1 କହିବାକୁ ଯାଉଛୁ ଆମ ଓଲିଉଡ ଜଗତରେ କେଉଁମାନେ ସୁଟିଙ୍ଗ ସେଟ ରୁ ବିବାହ କରିଛନ୍ତି।ତେବେ ଡେରି ନ କରି ଆସନ୍ତୁ ଜାଣିବା।

ତେବେ ଆମର ଏହି ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଅଛନ୍ତି ମାହି ଓ ଚନ୍ଦନ ।ତେବେ ବନ୍ଧୁଗଣ ଆପଣ ମାନେ ଏହି ଯୋଡି ଙ୍କୁ ବହୁତ ଗୁଡିଏ ସିରିଏଲ ରେ ନିଶ୍ଚୟ ଦେଖିଥିବେ।ତେବେ ଏହି ଯୋଡି ଏକ ବର୍ଷ ହେବ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ଅଭିନୟ ଜଗତରୁ ଭଲ ପାଇ ଦୁହେଁ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।


ଆମର ଏହି ଲିଷ୍ଟ ର ଦିତୀୟ1 ସ୍ଥାନ ରେ ଅଛନ୍ତି ଦେବାଶିଷ ଓ ମୋନାଲିସା ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ଙ୍କୁ ଆପଣ ମାନେ ବହୁତ ଗୁଡିଏ ଆଲବମ ରେ ନିଶ୍ଚୟ ଦେଖିଥିବେ।ତେବେ ଏହି ଦୁଇଜଣ ଏକାଠି ବହୁତ ଗୁଡିଏ ଆଲବମ ରେ ଅଭିନୟ କରିଛନ୍ତି ଓ ସୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।


ବନ୍ଧୁଗଣ ଆମର ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବବି ମିଶ୍ର ଓ କୋଏଲ ।ତେବେ ଆପଣ ମାନେ ଏହି ଦୁଇଜଣ ଙ୍କୁ ନିଶ୍ଚୟ ଏକାଠି ଦେଖିଥିବେ। ତେବେ ବବି ବହୁତ ଗୁଡିଏ ଆଲବମ କରିଛନ୍ତି ତେବେ କୋଏଲ ଜଣେ ବଙ୍ଗାଳୀ ଅଭିନେତ୍ରୀ ହେଲେ ମଧ୍ୟ ସେ ସୁଟିଙ୍ଗ ସେଟ ରୁ ବବି ଙ୍କୁ ଭଲ ପାଇ ବସିଥିଲେ ଓ ପରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।


ଆମର ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଶ୍ୱିନ ଓ ପ୍ରେରଣା ।ତେବେ ଆପଣ ମାନେ ସମସ୍ତେ ଏହି ଦୁଇଜଣ ଙ୍କୁ ବହୁତ ଗୁଡିଏ ରିଆଲିଟି ସୋ ରେ ଏକାଠି ଆଂକରିଙ୍ଗ କରୁଥିବାର ନିସ୍ଚୟ ଦେଖିଥିବେ। ତେବେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *