Breaking News

ଅଚାନକ ଆଖି ଆଗରେ ଘଟିଗଲା ଏପରି ଘଟଣା ଯାହାକୁ Dekhile ଆପଣଙ୍କ ଆଖି ଉପରକୁ ବିଶ୍ୱାସ କରିପାରିବେ ନାହିଁ…

ନମ୍ବର 1 ରେ – ଫେବୃଆରୀ 2020 ରେ ରସିଆ ରୁ ଗୋଟିଏ ଘଟଣା ସାମ୍ନା କୁ ଆସିଲା ଏଠାରେ ଗୁଣ୍ଡୁଚି ମୂଷା ଟି ପୁରା ଫିର୍ଜ୍ ହୋଇଗଲା ଯେତେ ବେଳେ ତାକୁ ଜଣା ପଡ଼ିଲା ଯେ ସେ ଯେଉଁ ଜାଗାରୁ ଖାଦ୍ୟ ଉଠାଇ ଖାଉଛି ତାହା କୌଣସି ନିର୍ଜୀବ ଜିନିଷ ନୁହେଁ ବରଂ ଗୋଟିଏ ମଣିଷର ହାତ ଅଟେ କିହି ସମୟ ଠିଆ ହେଲା ପରେ ଗୁଣ୍ଡୁଚି ମୂଷା ମୁଣ୍ଡରେ ଚେତା ପଡ଼ିଲା ଏବଂ ସେ ତୁରନ୍ତ ସେଠାରୁ ପଳେଇ ଗଲା |

ନମ୍ବର 2 ରେ – ସେପ୍ଟେମ୍ୱର 2021 ରେ ସାଉଥ୍ ଆଫ୍ରିକା ର ଗୁର୍ଗା ନେସନାଲ ପାର୍କ ରେ ଗୋଟିଏ ଚିତା ବାଘ ଗୋଟିଏ ସୁଖିଯାଇଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଆସିଥିଲା ଚିତାବାଘ ଟି ସେତେ ବେଳେ ଡରିଗଲା ଯେତେ ବେଳେ ସେ ପାଙ୍କ ଭିତରେ ବଡ ଧରଣର ହଲଚଲ ଦେଖିଲା ମାତ୍ର କିଛି ସେକେଣ୍ଡ ମଧ୍ୟରେ ମାଛ ବଦଳରେ ଏକ ବିଶାଳ ଜଳହସ୍ତୀ ପଙ୍କ ଭିତରୁ ବାହାରିଲା ଏବଂ ଚିତା ବାଘ ଭଗବାନ ଙ୍କୁ ତାର ଜୀବନ ବଞ୍ଚାଇବା ପାଇଁ ଧନ୍ୟବାଦ୍ ଦେଇ ସେଠାରୁ ଖସି ଗଲା |

ନମ୍ବର 3 ରେ – କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ସମସ୍ତଙ୍କୁ ପସନ୍ଦ ଆସୁଛି ଯେଉଁଥିରେ ଗୋଟିଏ ବିଲେଇ ଗାଈ ଦୁଇଁଥିବା ମାଲିକକୁ ଟିକେ କ୍ଷୀର ଦେବା ପାଇଁ ରିକ୍ୱେଷ୍ଟ୍ କରୁଛି ସବୁ ଠାରୁ ସୁନ୍ଦର ସିନ ତ ସେତେ ବେଳେ ଦେଖିବାକୁ ମିଳିଲା ଯେତେ ବେଳେ ବିଲେଇ ମାଲିକକୁ କ୍ଷୀର ଦେବା ପାଇଁ ତାର ଗୋଡ଼ରେ ମାଲିକକୁ ହଲାଇ ଇଶାରା କଲା |

ନମ୍ବର 4 ରେ – ଏପ୍ରିଲ 2022 ରେ ସାଉଥ୍ ଆମେରିକା ର ଇକ୍ୱେଡର ଦେଶରେ କିଛି ବଡ ହୃଦୟ ଥିବା ଲୋକଙ୍କୁ କିଛି ଏମିତି ସୂଚନା ମିଳିଲା ଯେ ସହରରେ ପ୍ରବଳ ବର୍ଷା ଯୋଗୁଁ ଏକ କୁକୁର ଡ୍ରେନ ରେ ଭାସି ଯାଉଛି ଏହି ସୂଚନା ମିଳିବା ମାତ୍ରେ ସେହି ପରାଉପକରି ଲୋକମାନେ ଗୋଟିଏ JCP ଆଣି ଏବଂ ଜଣେ JCP ବକେଟ ରେ ବସି କୁକୁର ଆସିବା ପାଇଁ ଅପେକ୍ଷା କଲା ଯେତେ ବେଳେ କୁକୁର ପାଣିର ସ୍ରୋତରେ ଭାସି ତା ପାଖକୁ ଆସିଲା ତ ସେ କୁକୁରକୁ ଧରି ନେଲା ଗୋଟିଏ କୁକୁର ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ସେହି ପର ଉପକାରୀ ଲୋକ ଜଣଙ୍କ |

ନମ୍ବର 6 ରେ – ମେ 2019 ରେ ସାଉଥ୍ ଆଫ୍ରିକା ର କୁର୍ଗ ନେସନାଲ ପାର୍କ ରେ ୱାଲ୍ଡର୍ବିଷ୍ଟ ପଛରେ ପୁରା ସିଂହ ଦଳ ପଡ଼ି ଯାଇଥିଲେ ସେମାନଙ୍କ ଠାରୁ ବଞ୍ଚିବା ପାଇଁ ୱାଲ୍ଡର୍ବିଷ୍ଟ ଦୌଡିବା ପାଇଁ ଲାଗିଲା କିନ୍ତୁ ବିଚରା ସେ ଯେଉଁ ଦିନ କୁ ଦୌଡିଲା ସେହି ଦିଗରେ ଅନ୍ୟ ସିଂହ ମାନେ ଲୁଚି ରହିଥିଲେ କିନ୍ତୁ ଏହି ୱାଲ୍ଡର୍ବିଷ୍ଟ ଏତେ ସାହାସୀ ଥିଲା ଯେ ରାସ୍ତାରେ ଜଗିଥିବା ସିଂହ ମାନଙ୍କ ଉପରେ ଡ଼ିଆଁ ମାରୀ ସେ ଚାଲି ଗଲା କେବଳ ଆକାଶରେ ଉଡ଼ିଲା ନାହିଁ ଡ଼ିଆଁ ମାରିବା ସହ ଗୋଟେ ସିଂହ କି ଶକ୍ତ ଗୋଇଠା ମାରି ଆହାତ କରି ଦେଲା କିନ୍ତୁ ଯେତେ ବେଳେ ଆଗରେ ଆହୁରି ଅଧିକ ସିଂହ ଥିବାର ସେ ଦେଖିଲା ସେ ପାଖରେ ଥିବା ପାଣିରେ ପଶି ଗଲା ଆଉ ଗୁଳି ଭଳି ସ୍ପଡ ରେ ସେଠାରୁ ବାହାରି ନିଜର ଜୀବନ ବଞ୍ଚାଇବା ରେ ସଫଳ ହେଲା |

ନମ୍ବର 7 ରେ – ଅଷ୍ଟ୍ରେଲିଆ କାକଡ ନେସନାଲ ପାର୍କ ରେ ସ୍କଡ ନାମକ ଜଣେ ବ୍ୟକ୍ତି ଏପ୍ରିଲ 22 ରେ ପିଶିଙ୍ଗ କରିଥିଲେ କିନ୍ତୁ ସେ ଏହି କଥା ଜାଣି ନଥିଲେ ଯେ ପାର୍କ ର ଏହି ଲେଗ କୁମ୍ଭୀର ଦ୍ବାରା ଭର ପୁର ଅଟେ ସ୍କଡ କୁମ୍ଭୀର ବିଷୟରେ ନ ଜାଣି ମାଛ ଧରିବା ପାଇଁ ଚାଲି ଗଲେ କିନ୍ତୁ ତାଙ୍କ କଣ୍ଟାରେ ଫସିଥିବା ମାଛକୁ ଖାଇବା ପାଇଁ ଏକ କୁମ୍ଭୀର ବି ଚାଲି ଆସିଲା ସେଦିନ ସମସ୍ତଙ୍କ ଭାଗ୍ୟ ଭଲ ଥିଲା ଯେ କୁମ୍ଭୀର ଏତେ ପାଖରେ ଥିବା ସତ୍ୟେବି ସେମାନଙ୍କର ଜୀବନ ବଞ୍ଚି ଗଲା |

ନମ୍ବର 8 ରେ – ଜୁନ 2020 ରେ ଥାଇଲାଣ୍ଡ ର ଏକ ରାସ୍ତାରେ ଗୋଟିଏ ଅଜଗର ଗୋଟିଏ ହରିଣ କୁ ଗୁଡେ଼ଇ ଧରିଥିଲା ଏବଂ ଖାଇବା ପାଇଁ ଚେଷ୍ଠା କରୁଥିଲା କିନ୍ତୁ ସେଦିନ ହରାଇବା ଭାଗ୍ୟ ଭଲ ଥିଲା ରାସ୍ତାରେ ଯାଉଥିବା ଗୋଟିଏ ଲୋକ ର ନଜର ଏହା ଉପରେ ପଡ଼ିଲା ଆଉ ସେ ଗୋଟିଏ ଗଛ ଡାଳ ଧରି ସାପ ଧୀରେ ଧୀରେ ମାରିବା ଆରମ୍ଭ କରି ଦେଲା ଯାହା ଫଳରେ ସାପ ହରିଣ କୁ ସେଠାରେ ଚାଡ଼ି ଚାଲି ଗଲା ଏବଂ ହରିଣ ଜୀବନ ବଞ୍ଚିଗଲା |

ନମ୍ବର 9 ରେ – କିଛି ଟୁରିଷ୍ଟ ମାନଙ୍କ ସହିତ ଝରଣା କୁ ଗାଧୋଇ ଆସିଥିବା ସମୟରେ କିଛି ଏଭଳି ଘଟଣା ଘଟିଲା ଯେତେ ବେଳେ ଏକ ପାଇଥନ୍ ସେମାନଙ୍କ ପାଖକୁ ଚାଲି ଆସିଲା ଏବଂ ଗୋଟିଏ ଯୁବକର ପିଛା କଲା ଏବଂ ସେଦିନ ସମସ୍ତଙ୍କ ଭାଗ୍ୟ ଭଲ ଥିଲା ସାପ ଏତେ ପାଖକୁ ଆସି ମଧ୍ୟ କାହାର କିଛି କ୍ଷତି ହେଲା ନାହିଁ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.