ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ତାରିଣୀ ଙ୍କ ଭଉଣୀ ବିବାହ ଘର୍ ସରିଯାଇଛି ଓ ତାଙ୍କ ଭଉଣୀ ବିବାହ ଘର୍ ରେ ଓଡ଼ିଆ ଚଳଚ୍ଚିତ୍ର ର ଅଭିନେତା ଓ ଧାରାବାହିକ ର ସମସ୍ତ ଅଭିନେତା ମାନେ ଯୋଗ ଦେଇଥିଲେ । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ତାରେଣୀ ବା ଲିପି ଙ୍କୁ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ ।
ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।
ଲିପି ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଲୋକ ପ୍ରିୟ ହୋଇପାରିଛନ୍ତି । ଲିପି ଙ୍କ ପିଲା ବେଳୁ ଅଭିନୟ କରିବାକୁ ରୁଚି ରଖୁଥିଲେ । କିନ୍ତୁ ଲିପି ଙ୍କ ର ବାପା ମା ତାଙ୍କୁ ଆଇପିଏସ୍ କରିବାକୁ ଚାଂହୁଥିଲେ କିନ୍ତୁଲିପି ଙ୍କ ର ଅଭିନୟ କରିବା ର ରୁଚି ଥିଲା ।ଲିପି ପିଲା ଦିନୁ ଭଲ ଅଭିନୟ କରୁଥିଲେ ଓ ଭଲ ପାଠ ମଧ୍ୟ ଭଲ ପଢୁଥିଲେ ।
ଲିପି କଲେଜ୍ ରେ ପଢିଲା ବେଳେ କେତେ ଗୁଡ଼ିଏ ଆଲବମ୍ ଗୀତ ମଧ୍ୟ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଳ ହବା ରେ ଲାଗିଛି । ଏହି ଫଟୋ ରେ ଲିପି ଙ୍କ ଭଉଣୀ ବିବାହ ଘର୍ ର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ଲିପି ଙ୍କ ଭଉଣୀ ବାହାଘର ରେ ଲିପି ଫଟୋ ଉଠାଇବା ସହିତ ବହୁ ମଜା ମସ୍ତି କରିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ