Breaking News

ଅଭିନୟ ଛାଡି ସନ୍ୟାସ ନେଲେ ତାରା ତାରେଣୀର ମୋହନା

ଯଦି ଆପଣମାନେ ଓଡିଆ ଧାରାବାହିକ ଦେଖିବାରେ ରୁଚି ରଖୁଥିବେ ତେବେ ଆପଣମାନେ ତରଙ୍ଗ ର ଧାରାବାହିକ ତାରାତରେଣୀ ବିଷୟରେ ନିଶ୍ଚିନ୍ତ ଜାଣିଥିବେ | ଏହା ଏକ ପପୁଲାର ଧାରାବାହିକ ଅଟେ | ଏହି ଧାରାବାହିକ ପ୍ରାୟତଃ ଘରେ ଘରେ ଜଣାଶୁଣା ଅଟେ ଏବଂ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରନ୍ତି | ତେବେ ସେଥିରେ ଅଭିନୟ କରୁଥିବା ଅଭିନେତ୍ରୀ ମୋହନା ଙ୍କୁ ଆପଣମାନେ ପ୍ରାୟ ସମସ୍ତେ ଜାଣିଥିବେ |

ସେ ତାଙ୍କର ଦମଦାର ଅଭିନୟ ବଳରେ ସବୁ ଦର୍ଶକ ମାନଙ୍କ ହୃଦୟ କୁ ଜିତି ପାରିଛନ୍ତି | ସେ ଅତୀତରେ କରିଥିବା ଅନେକ ଧାରା ବାହିକରେ ପ୍ରାୟତଃ ନେଗେଟିଭ ଅଭିନୟ କରିଥିଲେ | ତାଙ୍କର ଦ୍ଵାରା ଅଭିନୀତ ତୋ ଅଗଣାର ତୁଲସୀ ମୁଁ ବହୁତ ପପୁଲାର ମଧ୍ୟ ହୋଇଥିଲା | ଏବଂ ଏଥିରେ ସେ ନେଗେଟିଭ ଭୂମିକା ରେ ଅଭିନୟ କରିଥିଲେ | ଏବେ ତାଙ୍କର ଏକ ନୂଆ ଗେଟଅପ ସୋଶିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି |ଏଥିରେ ସେ ଏକ ସନ୍ୟାସୀର ବେଶ ଧାରଣ କରିଥିବାର ଦେଖା ଯାଇଛି |

                                                                             

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *