Breaking News

ଅଭିନେତ୍ରୀ ଜିନା ଙ୍କୁ କେମିତି ଡରେଇଲେ ସ୍ଵାମୀ ରୁଦ୍ର

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ଜୀନା ସାମଲ ଏବଂ ଅଭିନେତା ରୁଦ୍ର ପାଣିଗ୍ରାହୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଜୀନା ଏବଂ ରୁଦ୍ର ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ଯଦି ଆପଣମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ଅଭିନେତ୍ରୀ ଜିନା ସାମଲ ଏବଂ ତାଙ୍କ ସ୍ଵାମୀ ରୁଦ୍ର ଙ୍କୁ ନିଶ୍ଚୟ ଜାଣିଥିବେ | ଏବଂ ତାଙ୍କର ବାହାଘର ମଧ୍ୟ ପ୍ରାୟ ଆପଣମାନେ ସବୁ ଦେଖିଥିବେ | ରୁଦ୍ର ମଧ୍ୟ ଜଣେ ଅଭିନେତା ଅଟନ୍ତି | ଅଭିନେତ୍ରୀ ଜିନା ତାଙ୍କର ଦମଦାର ଅଭିନୟ ବଳରେ ସମସ୍ତଙ୍କର ହୃଦୟ କୁ ଜିତି ପାରିଛନ୍ତି |

ଆଯିବି ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ଫ୍ଯାନ ଫଲୋଇଂ କିଛି କମ ନୁହେଁ | ତାଙ୍କର ବାହାଘର ପରେ ସେ ବହୁତ ମଜାମସ୍ତି ରେ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି | ନିକଟରେ ଏହି ଦୁହି ଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଯେଉଁ ଥିରେ ଜିନା ଙ୍କସ୍ଵାମୀ ରୁଦ୍ର ତାଙ୍କୁ ଏକ ନକଲି ଝିଟିପିଟି ଦେଖାଇ ଡରାଇଦେଉଛନ୍ତି | ଏବଂ ଯାହା ବହୁତ ମଜାଦାର ମଧ୍ୟ ଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *