Breaking News

2022 ର ବଡ଼ ଭବିଷ୍ୟବାଣୀ ଆସୁଛି ମହା ପ୍ରଳୟ! ଓଡିଶା ପାଇଁ ବିପଦ କି !

2022 କୁ ନେଇ ଭବିଷତା ମାନଙ୍କର ଭବିଷ୍ୟ ବାଣୀ ମଧ୍ୟ ସାମ୍ନାକୁ ଆସିଛି | ବୁଲୁ ଗିରିଆରେ ରହୁଥିବା ନେତ୍ର ହୀନ ଜଣେ ଭବିଷ୍ୟ ବକ୍ତା କହିଛନ୍ତି ଯାହାଙ୍କର ଆଖି ନଥାଇ ମଧ୍ୟ ସେ ଭବିଷ୍ୟତ କୁ ସ୍ପଷ୍ଟ ଦେଖି ପାରନ୍ତି | ଏମିତିକି ତାଙ୍କର ଅନେକ ଭବିଷ୍ୟତ ବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ 2020 ବର୍ଷ ପାଇଁ ସେ କଣ ଭବିଷ୍ୟ ବାଣୀ କରିଛନ୍ତି ଚାଲନ୍ତୁ ଜାଣିବା |

ଦୁନିଆରେ ଦେଖା ଦେବ ଜଳର ଅଭାବ ବାବାଙ୍କ କହିବା ଅନୁଯାଇ 2020 ମସିହାରେ ବିଶ୍ୱରେ ଜଳ ସଙ୍କଟ ବୃଦ୍ଧି ପାଇବାକୁ ଯାଉଛି ଅନେକ ସାହରେ ପାଣିର ଅଭାବ ଦେଖା ଦେବ ନଦୀ ଗୁଡିକ ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ଏବଂ ପୋଖରୀ ଗୁଡିକର ପାଣି ସୁକିବାକୁ ଲାଗିବ |

ଜଳ ଅଭାବରୁ ଲୋକ ମାନେ ଅନ୍ୟ ସ୍ଥାନକୁ ପଳାଇଯିବେ ଭବିଷ୍ୟ ବାଣୀ ଅନୁଯାଇ ଚଳିତ ବର୍ଷ ଲୋକ ମାନେ ମୋବାଇଲି ଲୋପଟପ ରେ ଅଧିକ ସମୟ ଅତି ବହିତ କରିବେ ସେମାନଙ୍କର ଏହି ଅଭ୍ୟାସ ଧୀରେ ଧୀରେ ନିଶାର ରୂପ ନେବ ଯେଉଁଥି ଲୋକଙ୍କ ମାନଙ୍କ ଅବସ୍ଥା ଖରାପ ହେବ ଓ ସେମାନେ ମାନସିକ ସ୍ତରରେ ରୋଗ ଗ୍ରସ୍ତ ହୋଇ ଯିବେ |

ସାଇବେରିଆରେ ଚିହ୍ନଟ ହେବ ନୂଆ ଭାଇରସ ଦୁନିଆରେ ବୃଦ୍ଧି ପାଉଥିବା ଗ୍ରୋବଲ ଉର୍ମିଙ୍ଗି ଚଳିତ ବର୍ଷ ପ୍ରମାଣିତ ହେବ ବଡ ବଡ ପାହାଡ଼ରୁ ବରଫ ତରଳିବ | ଭାରତରେ 50ଡିଗ୍ରୀ ପହଞ୍ଚିବ ତାପମାତ୍ର |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.