Breaking News

ଆସିଲା ନୂଆ ଆଇନ, ଏହି ଭିଡିଓ ଦେଖୁଥିଲେ ବନ୍ଦ ଦେଖିବା ବନ୍ଦ କରନ୍ତୁ, ପୋଲିସ ସିଧା ନୋଟିସ ଦେଉଛି, ସମସ୍ତଙ୍କ ସହ ସେୟାର କରନ୍ତୁ

ଯଦି ଆପଣପ –  ର୍ଣ୍ଣଭିଡିଓ ଦେଖୁଛନ୍ତି ନିଜ ମୋବାଇଲ ରେ ତାହାଲେ ପୋଲିସ ଆପଣଙ୍କୁ ପାଖକୁ ପଠାଇପରେ ମେସେଜ । ଅନଲାଇନ୍ରେପ ର୍ଣ୍ଣଭିଡିଓ ଦେଖୁଥିବା ଲୋକ ଙ୍କ ଉପରେ ପୋଲିସ ରଖିଚି ତୀକ୍ଷ୍ଣ ନଜର । ଦର ର ଅପବ୍ୟବହାର କରି ଲୋକ ମାନେ ଇଣ୍ଟର୍ନେଟ୍ ରେ କଣ ଦେଖୁଛନ୍ତି ତା ଉପରେ କଡା ନଜର ରଖିଛି ପୋଲିସ୍ । ଆଉ ଫୋନ୍ରେପ ର୍ଣ୍ଣର କୋୖଣସି ବି ଜିନିଷ ସର୍ଚ୍ଚ କଲେ ସଙ୍ଗେ ସଙ୍ଗେ ମେସେଜ ଦଉଚି ପୋଲିସ ।ଆଉ ଘରେ ପହଞ୍ଚି ଚେତାବନୀ ଦେଇ ଯାଉଛି ।

ତେଣୁ ସ୍ମାର୍ଟ୍ ଫୋନ ରେପ – ର୍ଣ୍ଣଭିଡିଓ ସର୍ଚ୍ଚ କରିବା ପୂର୍ବ ରୁ ହୋଇ ଯାଉନ୍ତୁ ସାବଧାନ । ନାରୀ ସୁରକ୍ଷା ଏବଂ ମହିଳା ଙ୍କ ପ୍ରତି ହେଉଥିବାଜ – ଘନ୍ୟଅପ – ରାଧ ରୋକିବାକୁ ଏମିତି ଫଣ୍ଡା ଅପନାଇଛି ଉପ ପୋଲିସ । ଭିଡିଓ ଦେଖୁଥିବା ଲୋକ ଙ୍କୁ ନିଜ ସ୍କାନର ରେ ରଖିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ୟୁପି ଓମେନ୍ ପାୱାର ଲାଇନ୍ ୧୦୯୦ ନାମକ ଟିମ୍ ଏହି ଅପରେସନ ସାମିଲ୍ ଥିବା ବେଳେପ – ର୍ଣ୍ଣଭିଡିଓ ସର୍ଚ୍ଚ କରୁଥିଲେ ଫୋନ୍ କୁ ଏକ ଆଲର୍ଟ ମେସେଜ ଆସିବା ଆଉ ତା ପରେ ଘରେ ପହଁଚିବା ସତର୍କ କରାଇ ଯିବ ପୋଲିସ ।

ଜାଣନ୍ତୁପ – ର୍ଣ୍ଣଭିଡିଓ ସର୍ଚ୍ଚ ଖୋଜିଥିଲେ ପୋଲିସ କେମିତି ଦଉଚି ମେସେଜ । ପ୍ରଥମ ପର୍ଯ୍ୟାୟ ରେ ଛଅ ଟି ଜିଲ୍ଲା ରେ ଏହି ଅପରେସନ କର ଯାଇଥିଲା ବେଳେ ସେଥିରେ ପୋଲିସ କୁ ସଫଳତା ମିଳିଛି । ଆଉ ଖୁବ୍ ଶୀଘ୍ର ଏହା କୁ ସାରା ରାଜ୍ୟ ରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ୟୁପି ଏଡିଜି ନିରା ରାୱାତ୍ ।ତେବେ ୟୂପି ରେ ପ୍ରତିଦିନ ମହିଳା ଙ୍କ ପ୍ରତିଜଘ ନ୍ୟକାଣ୍ଡ ଘଟୁଛି । ହାଥ- ରସଗ ଣଦୁ ଷ୍କ – ର୍ମଘଟଣାରେ ଦେଶ ର ଛାତି କୁ ଦୋହଲେଇ ଦେଇଥିବା ବେଳେସୈ ତାନ୍ ଙ୍କବର୍ବ ରତା ଦେଖିଥିଲା ଭାରତ ।

ସମ୍ମାନ ଘଟଣା ପାଇଁ ବି ଚର୍ଚ୍ଚା ର ପରିସର କୁ ଆସିଥିଲା । ଆଉ ଉତ୍ତର ପ୍ରଦେଶ ରେ ଏମିତି ବାରମ୍ବାରଲଜ୍ଜା  ଜନକ ଘଟଣା ପାଇଁ ଲଜ୍ଜିତ ହେଉଥିବା ସରକାର ଶେଷ ରେପ  ର୍ଣ୍ଣସର୍ଚ୍ଚ ଉପରେ ନଜର ରଖିବା କୁ ନୂଆ ପନ୍ଥା ଆପଣାଇଛନ୍ତି । ଯଦିଓ ଭାରତ ସରକାର ଆଗରୁ କିଛିପ- ର୍ଣୱେବସାଇଟ ଉପରେ ରୋକ ଲଗାଇଥିଲେ ତଥାପିପ – ର୍ଣ୍ଣମହିଳାଙ୍କ ଉପରେ ଘଟୁଥିବା ଅପରାଧ ପାଇଁ ଦୟୀ ବୋଲି କୁହାଯାଇପାରେ । ତେଣୁ ଏ ସବୁ ଭିତରେ ଏବେ ପୋଲିସ ରଖିଛି ନଜର ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ଏବେ ବ୍ୟାଙ୍କ ତରଫରୁ ମିଳିବାକୁ ଯାଉଛି…

ଦର୍ଶକବନ୍ଧୁ ଯଦି ଆପଣ ଜଣେ SBI ଗ୍ରାହକ ଏବେ ଏବେ ଆସୁଛି ଆଉ କିଛି ବଡ ସୂଚନା ଏନେଇ SBI …

Leave a Reply

Your email address will not be published.