ନମସ୍କାର ଦର୍ଶକବନ୍ଧୁ ଆସିଗଲା ବହୁତ ବଡ ଖୁସି ଖବର ଶେଷରେ କାଳିଆ ଯୋଜନାର ସପ୍ତମ କିସ୍ତି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେବେ ଦର୍ଶକବନ୍ଧୁ କେଉଁ ତାରିକରେ ଆସିବ କେଉଁ ଚାଷୀ ଭାଇ ମାନଙ୍କୁ କାହାକୁ କାତେ ଟଙ୍କା ମିଳିବ | ଆପଣ ଯଦି କାଳିଆ ଯୋଜନାର ପ୍ରକୃତ ଚାଷୀ |
ଦର୍ଶକବନ୍ଧୁ କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି କାଳିଆ ଯୋଜନାର ହିତାଧିକାରୀ ଅପେକ୍ଷା କରି ବସିଛନ୍ତି କେଉଁ ତାରିଖରେ କାଳିଆ ଯୋଜନାର ସପ୍ତମ କିସ୍ତିର ଟଙ୍କା ମିଳିବ ସୂଚନା ଅନୁଯାୟୀ କାଳିଆ ଯୋଜନାର ଷଷ୍ଠ କିସ୍ତିର ଟଙ୍କା ମିଳିଲା ପରେ କାଳିଆ ଯୋଜନାର ସପ୍ତମ ଟଙ୍କା ଖୁବୁ ଶୀଘ୍ର ମିଳିବାକୁ ଯାଉଛି |
ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଇଛି ଏବଂ ଯେଉଁ ମାନଙ୍କର କାଳିଆ ଯୋଜନା ଲିଷ୍ଟରେ ନାମ ଅଛି ସେମାନେ କାଳିଆ ଯୋଜନାର ସପ୍ତମ କିସ୍ତି ଟଙ୍କା ପେଇପାରିବେ ଏବଂ ଯେଉଁ ମାନେ କାଳିଆ ଯୋଜନାର ଲାଭ ଉଠାଇ ପାରିନାହାନ୍ତି ତେବେ ଏହି ପ୍ରକ୍ରିୟା କରିବାକୁ ପଡିବ |
ବ୍ରତମାନ ଦର୍ଶକବନ୍ଧୁ କାଳିଆ ଯୋଜନା ନେଇ ଆସିଲା ବଡ ଖବର ଯେଉଁ ମାନେ କାଳିଆ ଯୋଜନାର ପ୍ରଥମ ଟଙ୍କା ପାଇ ନାହାନ୍ତି ଲିଷ୍ଟରେ ତାଙ୍କ ନାମ ନାହିଁ ନୂଆ ଆବେଦନ କରିପାରିବେ |
ଦର୍ଶକବନ୍ଧୁ ଯଦି ଆପଣଙ୍କର କାଳିଆ ଯୋଜନା ଲିଷ୍ଟରେ ନାମ ଅଛି କିନ୍ତୁ ଟଙ୍କା ଆସୁନାହିଁ ତେବେ କଣ କରିବେ ଆପଣ ପ୍ରଥମେ ଚେକେ କରନ୍ତୁ କାଳିଆ ଯୋଜନା ଆବେଦନ କଲାବେଳେ ଯେଉଁ ବ୍ୟାଙ୍କ ବହି ଦେଇଛନ୍ତି ସେହି ବ୍ୟାଙ୍କ ବହି ସହିତ ଆଧାର ଲିଙ୍କ ହୋଇଛି ତ ଯଦି ହେଇନାହିଁ ଖୁବୁ ଶୀଘ୍ର ଲିଙ୍କ କରନ୍ତୁ |