Breaking News

ଆସିଲା ବଡ଼ ଖୁସି ଖବର ଏହି ଦିନ ମିଳିବାକୁ ଯାଉଛି PM କିଷାନ ଯୋଜନା ର ଏକାଦଶ କିସ୍ତି ଜଲ୍ଦି ଦେଖନ୍ତୁ …

ଦର୍ଶକବନ୍ଧୁ ଏହି ଦିନ ଆସିବ PM କିଷାନ ଯୋଜନା ର ପରବର୍ତ୍ତୀ କିସ୍ତି ତେବେ ଦର୍ଶକବନ୍ଧୁ ଆପଣ ଯାଦୁ PM କିଷାନ ଯୋଜନା ର ହିତାଧିକାରୀ ତେବେ ଫ୍ରେଣ୍ଡ୍ସ ଏହି ଖବର ଆପଣଙ୍କ ପାଇଁ ବହୁତ ଶୀଘ୍ର ସରକାର ଏହାର ଏକାଦଶ କିସ୍ତି ର ଟଙ୍କା ରିଲିଜ କରିବାକୁ ଯାଉଛନ୍ତି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ରେ କେନ୍ଦ୍ର ସରକାର ବାର୍ଷିକ 6 ହଜାର ଟଙ୍କା ଦେଶର କୋଟ କୋଟି ଚାଷୀଙ୍କ ଏକାଉଣ୍ଟ କୁ ଟ୍ରାନ୍ସଫର କରୁଛନ୍ତି |

ନୂତନ ବର୍ଷରେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ରେ ସରକାର ଦଶମ କିସ୍ତି ର ୨ ହଜାର ଟଙ୍କା କୃଷକ ମାନଙ୍କ ଏକାଉଣ୍ଟ କୁ ଟ୍ରାନ୍ସଫର କରିସାରିଛନ୍ତି କିନ୍ତୁ ବର୍ତ୍ତମାନ କିଛି କୃଷକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ଏହି ସୁବିଧା ର ଲାଭ ଉଠାଇବାର ସକ୍ଷମ ନୁହନ୍ତି ଯଦି ଆପଣଙ୍କ ସେମାନଙ୍କ ମଧ୍ୟରୁ ଜଣେ ତେବେ ଶୀଘ୍ର ସରକାର ଏକାଦଶ କିସ୍ତି ଟଙ୍କା ରିଲିଜ କରିବାକୁ ଯାଉଛନ୍ତି |

ଏକାଦଶ କିସ୍ତି ଟଙ୍କାର ଲାଭ ଉଠାଇବାକୁ ଆପଣଙ୍କୁ ତୁରନ୍ତ ରେଜିଷ୍ଟର କରିବାକୁ ପଡିବ ପ୍ରଥମ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି 1 ଏପ୍ରିଲ ରୁ 31 ଜୁଲାଇ ପର୍ଯ୍ୟନ୍ତ ଏବଂ ଦ୍ୱତୀୟ କିସ୍ତି 1 ଅଗଷ୍ଟ ରୁ 30 ନଭେମ୍ବର ଏବଂ ତୃତୀୟ କିସ୍ତି 1 ଡିସେମ୍ବର ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଆସିଥାଏ |

ସମସ୍ତ କିସ୍ତି ଟଙ୍କା ସିଧା ସଳଖ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟ କୁ ଟ୍ରାନ୍ସଫର ହୁଏ ଏହି ଯୋଜନା ରେ ରେଜିଷ୍ଟର କରିବା ବହୁତ ସହଜ ଅଟେ ଆପଣ ଅନଲାଇନ ରେ ଘରେ ବସି ଏହି ପ୍ରକ୍ରିୟା ସମିତ କରିପାରିବେ ଏହା ବ୍ୟତୀତ ଆପଣ ଏହି ଯୋଜନା ପାଇଁ ସ୍ଥାନୀୟ ସେବା କେନ୍ଦ୍ର ରେ ଆବେଦନ କରିପାରିବେ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.