Breaking News

ଆସିଲା ବଡ଼ ଖୁସି ଖବର ମା ହେଲେ ଅର୍ଚ୍ଚିତା ?

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ଭାଇରଲ ହେଉଛି ମା ହୋଇଛନ୍ତି ଅର୍ଚ୍ଚିତା ସାହୁ ତେବେ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ତେବେ ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ହିରୋଇନ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲଭାବରେ ଜାଣିଥିବେ |

ତେବେ ଦର୍ଶକବନ୍ଧୁ ଓଲିଉଡ଼ ର ବେଶ ଲୋକପ୍ରିୟ ହିରୋଇନ ଅର୍ଚ୍ଚିତା ସାହୁ ଙ୍କୁ କିଏ ବା ନଜାଣେ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ସାରା ଓଡ଼ିଶାର ଦର୍ଶକମାନେ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି ଯାହା ଦ୍ୱାରା ସେ ଓଲିଉଡ଼ ର ଲୋକପ୍ରିୟ ହିରୋଇନ ହୋଇପାରିଛନ୍ତି |

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଅର୍ଚ୍ଚିତା ଓ ସବ୍ୟସଚୀ ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ ରୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବନ୍ଧୀ ହୋଇଥିଲେ ଏହା ପରେ ଏହି ଯୋଡି ଟି ଓଲିଉଡ଼ ର ନମ୍ବର 1 ଯୋଡି ହୋଇଯାଇଥିଲା |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଯାହା ଏକ ସୂଚନା ମିଳୁଛି କି ମା ହୋଇଛନ୍ତି ଅର୍ଚ୍ଚିତା ତେବେ ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ କି ଏହା ଏକ ମିଥ୍ୟା ଖବର ଅର୍ଚ୍ଚିତା ମା ନୁହେଁ ଅର୍ଚ୍ଚିତା ମାଉସୀ ବନିଛନ୍ତି ଆଉ ଏଇ କୁନି ପୁଅ ଜଣଙ୍କ ହେଉଛନ୍ତି ତାଙ୍କ ବଡ଼ ଭଉଣୀଙ୍କ ଝିଅ | ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅର୍ଚ୍ଚିତା ଓ ସବ୍ୟସଚୀଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.