Breaking News

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ ଏବଂ କଲେଜ ତେବେ ଦର୍ଶକବନ୍ଧୁ କେଉଁ ତାରିଖରୁ କେଉଁ ସବୁ ଶ୍ରେଣୀ ଖୋଲିବ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଅପଡେଟ | ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ରୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ କୁ ନଜର ରେ ରଖି ସ୍ୱାଭାବିକ କରିବାକୁ ନିଷ୍ପତି ନେଇଛନ୍ତି |

ତେବେ ଆସନ୍ତା ସୋମବାର ଅର୍ଥାତ ଆସନ୍ତା 7 ତାରିଖ ରୁ ଅଷ୍ଟମ ଶ୍ରେଣୀ ସହ କିଛି ଶ୍ରେଣୀ ଖୋଲିବ ସେଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଟେକ୍ନିକାଲ ମେଡିକାଲ ଆଦି ଶିକ୍ଷାନୁଷ୍ଠାନ ଗୁଡିକ ସାମିଲ ରହିଛି ଯାହାକି 7 ତାରିଖ ରୁ ଅଷ୍ଟମ ରୁ ଉର୍ଧ୍ଵ ସ୍କୁଲ ଗୁଡିକ ଖୋଲିବାକୁ ଯାଉଛି ଏହାଛଡା ପ୍ରଥମ ରୁ ସପ୍ତମ କେବେଠାରୁ ଖୋଲିବ ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ ଆସନ୍ତା 14 ତାରିଖ ରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ରେ ପାଠପଢା ହେବ ତେବେ ଏହି ପହଁ ପଢା ଅନଲାଇନ ଓ ଅଫଲାଇନ ମାଧ୍ୟମରେ ହୋଇପାରିବ ଶିକ୍ଷାନୁଷ୍ଠାନ ସହ ଜଡିତ ଥିବା ବିଭାଗ ଗୁଡିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡ଼ ଲାଇନ ଜାରି କରିବେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ କୋଭିଡ ର ତୃତୀୟ ଲହର ଯୋଗୁ ପିଲାମାନେ ୨ବର୍ଷ ହେବ ସ୍କୁଲ ଯାଇ ପାରୁନାହାନ୍ତି |

ତେବେ ତୃତୀୟ ପର୍ଯ୍ୟାୟ ଓମିକ୍ରୋନ ଲହର ଯୋଗୁ 1 ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ତେବେ ଏହାର ସଂକ୍ରମଣ କମ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲି ପାଠପଢା ସ୍ୱାଭାବିକ କରିବାକୁ ନିଷ୍ପତି ନେଇଛନ୍ତି ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପି ପଡୁଥିଲା ତାହା ସହିତ 15 ରୁ 18 ବର୍ଷର ପିଲାମାନଙ୍କୁ ଟୀକା କରଣ ମଧ୍ୟ ବ୍ୟାପକ ଭାବରେ ହୋଇସାରିଛି ତେବେ ଏହା କୁ ନଜର ରଖି ସରକାର ଆଗକୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛନ୍ତି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.