Breaking News

ଆସିଗଲା ଇ-ଶ୍ରମ କାର୍ଡ ଟଙ୍କା, ଏହି ମାନଙ୍କୁ ମିଳିଛି ଶୀଘ୍ର ଦେଖନ୍ତୁ …

ତେବେ ଦର୍ଶକବନ୍ଧୁ ଆପଣମାନେ ତ ଜାଣିଛନ୍ତି ଅନ୍ୟଦେଶ ର ସରକାର ଅପେକ୍ଷା ଏହି ଭାରତ ଦେଶର ସରକାର ଜନସାଧାରଣଙ୍କ ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି ଆମ ଦେଶ ରେ ରହୁଥିବା ଅନେକ ଗରିବଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କିଛି କରିଛନ୍ତି କହିଲେ ସରିବ ନାହିଁ |

ଯୁବପିଢ଼ି ଙ୍କ ପାଠପଢା ରୁ ଆରମ୍ଭ କରି ବୃଦ୍ଧ ମାନଙ୍କ ଖର୍ଚ ପର୍ଯ୍ୟନ୍ତ ସରକାର ସମସ୍ତ ବ୍ୟବସ୍ତା ଦେଇଛନ୍ତି ଯାହାଦ୍ୱାରା ଲୋକମାନେ ଅନେକ ଅସୁବିଧା ରୁ ଦୁରେଇ ରହିପାରୁଛନ୍ତି ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଶ୍ରମିକ ଅସଂଘଠିତ ଶ୍ରମିକ ଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ ଯାହାକୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ |

ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଇଶ୍ରମ କାର୍ଡ ଏକ ନୂଆ ଯୋଜନା ଆରମ୍ଭ କରିଥିଲେ କିନ୍ତୁ ବର୍ତ୍ତମାନ ଆପଣ ଜାଣିଲେ ଖୁସି ହୋଇଯିବେ ବର୍ତ୍ତମାନ ସେହି ଇଶ୍ରମ କାର୍ଡ ର ପ୍ରଥମ କିସ୍ତି ବ୍ୟାଙ୍କ ଖଟକୁ ଆସି ସାରିଛି ଯାହାର ମୁଖ୍ୟ 5 ହଜାର ଟଙ୍କା ରହିଛି |

ତେବେ ଆପଣ ଯାଇ ଥରେ ବ୍ୟାଙ୍କ ଏକାଉଣ୍ଟ ଚେକ କରି ଆସନ୍ତୁ ତେବେ ବନ୍ଧୁଗଣ ଏମିତି ନରେନ୍ଦ୍ର ମୋଦି ଆଗକୁ ବହୁତ ସାରା ଯୋଜନା ଆଣିବାକୁ ଯାଉଛନ୍ତି ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାଇବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.