Breaking News

ଆପଣାନ୍ତୁ ଏହି ଘରୋଇ ଉପାୟ ଥଣ୍ଡା କାଶ କଫ ୨ ଦିନ ରେ ହେବ ଭଲ

ବନ୍ଧୁଗଣ ଆପଣଙ୍କୁ ଭୟଙ୍କରରୁ ଭୟଙ୍କର ଥଣ୍ଡା,କାଶ.କଫ,ଛିଙ୍କ ଇତ୍ୟଦି ରୋଗରେ ପୀଡିତ ହୋଉଛନ୍ତି ତାହାନେ ଏହି ଉପଚାର କରନ୍ତୁ | ଥରେ ଏହାକୁ ବନେଇ ରଖିଦେବା ମାତ୍ରେ 20 ଦିନ ପର୍ୟ୍ଯନ୍ତ ବନେଇ ବାକୁ ପଡିବ ନାହିଁ | ଶୀତ ଦିନେ ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ନିଜର ଇମ୍ୟୁନିଟି ଷ୍ଟ୍ରଙ୍ଗ ରଖିବାକୁ ଚାହୁଁଛନ୍ତି ଏବଂ ଯଦି ବାରମ୍ବାର ରୋଗରେ ପଡ଼ିବାକୁ ଚାହୁଁନାହାନ୍ତି ତେବେ ଏହାକୁ ବନେଇ ରଖି ଦିୟନ୍ତୁ |

ଥରେ ଆପଣଙ୍କୁ ବନେଇବା ଲାଗି 20ଟଙ୍କା ପାଖାପାଖି ଲାଗିବ ଏବଂ ଏହା 20ରୁ 30 ଦିନ ଆପଣ ଆରାମରେ ସେବନ କରିପାରିବେ ଯଦି ଆପଣ ପ୍ରତି ଦିନ ଏହାର ସେବନ କରିବେ ଆପଣ ଯେଉଁ ବାରମ୍ବାର ଯେଉଁ ରୋଗରେ ପଡୁଥିଲେ ତାହା ଆଉ ହେବ ନାହିଁ ଏହାକୁ ଥରେ ବନେଇବା ଲାଗି 10ରୁ 15 ମିନିଟି ସମୟ ଲାଗିବ କିନ୍ତୁ ଏହା ଆପଣଙ୍କର ଇମ୍ୟୁନିଟି ବା ରୋଗ ପ୍ରାଥୀରୋଧକ ଶକ୍ତି ବଡ଼ାଇବା ପାଇଁ ଏକ ରାମ ବାଣ ଘରେଇ ଉପଚାର ଅଟେ ଫଳରେ ଆପଣ ସବୁ ରୋଗ ହେବ ନାହିଁ |

ଆସନ୍ତୁ ଆପଣ ଏହାକୁ କିପରି ବନେଇବେ ଜାଣିବା ଶୀତ ଦିନେ ଅଦା ଆପଣଙ୍କୁ ବହୁତ କମ ଟଙ୍କାରେ ମିଳିଯିବ ଆପଣ 10ରୁ 15ଟଙ୍କା ମଧ୍ୟରେ 250 ଗ୍ରାମ ଅଦା ମିଳିଯିବ ଆଜିର ଏହି ଉପଚାର ବନେଇବା ଲାଗି ମୁଖ୍ୟ ସାମଗ୍ରୀର ଅଶୋକାୟତ ପଡି଼ବ ତାହା ଅଟେ ଅଦା ଏହାକୁ ବନେଇବା ଲାଗି 250 ଗ୍ରାମ ଅଦା ନିଅନ୍ତୁ ଏହା ଆପଣଙ୍କର 20ରୁ 30 ଦିନ ଚାଲି ଯିବ |

ପ୍ରଥମେ ଅଦାକୁ ଭଲ ଭାବରେ ଧେଇ ଦିୟ ଯେମିତି ଏଥିରୁ ଧୂଳି ମାଟି ଭଲ ଭାବରେ ବାହାରି ଯିବ ତାପରେ ଅଦାରୁ ପାଣି ସୁକିବା ପର୍ୟ୍ଯନ୍ତ ଛାଡି ଦିଅନ୍ତୁ ସୁକିଗଲା ପରେ ଭଲ ଭାବରେ ଚୋପା କାଢି ଦିଅନ୍ତୁ ଆପଣ ଏହାକୁ କୋଉ ର୍ରେଟର ସାହାଯ୍ୟରେ ଏହାକୁ ରାମ୍ପି ଦିଅନ୍ତୁ | ଅଦା ଆମ ସୁସ୍ଥ ପାଇଁ କେତେ ଲାଭ ଦାୟକ ଏହାତ ଆପଣ ସମସ୍ତେ ଜାଣି ଥିବେ |

ଆପଣ କିପରି ଅଦାର ପ୍ରୋୟାଗ କରି ଭୟଙ୍କର ଭୟଙ୍କର ରୋଗଠୁ ନିଜକୁ ଭଲ କରିପାରିବେ ଏବଂ ଥଣ୍ଡା,କାଶ.କଫ,ଛିଙ୍କ ସେମାନେ ଏହାକୁ ବନେଇ ରଖି ପାରିବେ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ ଯେବେ ଆପଣଙ୍କୁ ଲାଗିବ ଥଣ୍ଡା ହେଉଅଛି କାଶ ହେଉଅଛି ଯଦି ଆପଣଙ୍କର ଗଲା ସଲ ସଲ ହେଉଛି ତାହାନେ ଏହାର ସେବନ କରିପାରିବେ ତାଛଡା ଆପଣ ପ୍ରତି ଦିନ ସେବନ କରନ୍ତି ତେବେ ଆପଣଙ୍କର ଇମ୍ୟୁନିଟି ଶକ୍ତି ସାଳି ହେବ |

ଏଥିରୁ ଆପଣଙ୍କ ଶରୀରରୁ ବହୁତ ଅଧିକ ଫାଇଡା ମିଳିବ ଖେୟ ଖେତୀ କିଛି ହବନାହିଁ ଆପଣ କୌଣସି କାଚ ଜାଗାରେ ଷ୍ଟୋର କରି ରଖି ଦିଅନ୍ତୁ | ତାପରେ ଅଦା ସହିତ ବଡ ଚାମୁଚରେ 2ରୁ 3 ଚାମଚ ମହୁ ନିଅନ୍ତୁ ଆପଣ ଏଥିରେ ମିଶାନ୍ତୁ ଏହାକୁ ଆପଣ ଟିଫି ବନ୍ଦ କରି ରଖିଦିଅନ୍ତୁ ଏବେ ଜାଣି ନିଅନ୍ତୁ ଆପଣ ଏହାକୁ କିପରି ସେବନ କରିବେ ପ୍ରତି ଦିନ ସକାଳୁ ଆପଣ ଯେମିତି ଚା ପିଅନ୍ତି ଚା ପିଈବା ବଦଳରେ ଆପଣ ଏଥିରୁ ଏକ ଚାମଚ ପିଅନ୍ତୁ |

ପିଇବା ପାଇଁ ଆପଣ ଅଳ୍ପ ଉଷୁମୁ ପାଣି ନିଅନ୍ତୁ ଏବଂ ଏଥିରୁ ଏକ ଚାମଚ ପାଣିରେ ମିଶାନ୍ତୁ ତାପରେ ଏହାକୁ ସେବନ କରନ୍ତୁ ଦେଖିବେ ଆପଣଙ୍କର ଇମ୍ୟୁନିଟି ଏତେ ମାତ୍ରାରେ ବଢିଯିବ ଆପଣ ଏତେ ସହଜରେ ପଡ଼ିବେନାହିଁ ଥଣ୍ଡା ,କାଶ ,ଛିଙ୍କ ଏହା ପିଲାରୁ ବୁଢା ସମସ୍ତେ ସେବନ କରିପାରିବେ ଥରେ ଏହାକୁ ବନେଇ ନିହାତି ସେବନ କରନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.