Breaking News

ଆପଣାନ୍ତୁ ଏହି ଘରୋଇ ଉପାୟ, ଅଧକପାଳି ମୁଣ୍ଡବିନ୍ଧା ୨ ମିନିଟ୍ ରେ ହେବ ଭଲ

ବନ୍ଧୁଗଣ ଯଦି ଅଧା କପାଳି ମୁଣ୍ଡ ବିନ୍ଧାଅଟେ ଯାହା ମୁଣ୍ଡର ଡାହାଣ କିମ୍ବା ବାମପର୍ଶ୍ଵ କୌଣସି ଗୋଟିଏ ପାଖରେ ଭୟଙ୍କର ଯନ୍ତ୍ରଣା ଅନୁଭୂତ ହଉଛି | ଏହାର ଯନ୍ତ୍ରଣା କଷ୍ଟ ଦାୟକ ହେଇଥାଏ ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନେ ଏଭଳି ସମସ୍ୟାର ବହୁତ ଦିନ ଧରି ସମୁଖୀନ ହେଉଛନ୍ତି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବା ପାଇଁ ଲୋକ ମାନେ ବହୁତ ପ୍ରକାରର ଔଷଧ ମଧ୍ୟ ସେବନ କରିଥାନ୍ତି ଏହା ଦୁରା କିଛି ସମୟ ପାଇଁ ଆରାମ ମିଳିଥାଏ |

କିନ୍ତୁ ଫୁଣି ଥରେ ମୁଣ୍ଡ ବିନ୍ଦା ଆରମ୍ଭ ହେଇଥାଏ | ଆଜି ଆମେ ଆପଣଙ୍କୁ ଘରେଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟଗ ଦ୍ବାରା ଆପଣ ଏହି ଅଧା କପାଳୀ ମୁଣ୍ଡ ବିନ୍ଧାରୁ ସବୁଦିନ ପାଇଁ ମୁକ୍ତି ପାଇବ |

ବନ୍ଧୁଗଣ ମୁଣ୍ଡ ବିନ୍ଧା ସମସ୍ୟକୁ ଦୂର କରିବାକୁ କାବୁଲି ବାଦାମର ସବୁଠାରୁ ଅଧିକ ଅବଶକ୍ୟ ରହିଛି ଆପଣ ଏଥି ପାଇଁ 3 ରୁ 4ଟି କାବୁଲି ବାଦାମ ନିଅନ୍ତୁ | ଏବଂ ଏହାକୁ ଭଲ ଭାବରେ ବାଟି ଦିୟନ୍ତୁ ଏହାପରେ ଆପଣ 250 ଗାଈ କ୍ଷୀର ନିଅନ୍ତୁ ଏବଂ ଏହାପରେ ଛୋଟ ଖଣ୍ଡ ମିଶିରୀ ନିଅନ୍ତୁ ଏହି ସମସ୍ତ କୁ ଭଲ ଭାବରେ ଗ୍ରଏଣ୍ଡିଙ୍ଗ କରି ଦିୟନ୍ତୁ |

ସେହି ମିଶ୍ରଣକୁ ଏକ ଗ୍ଲାସରେ ରଖନ୍ତୁ ଆର୍ତ୍ତମାନ ତାର ଉପଚାର ସମୁର୍ଣ୍ଣ ରୁପରେ ପ୍ରସୂତ ହେଇଗଲା ଆପଣମାନେ ପ୍ରତିଦିନ ଏହି ଉପଚାର କୁ ପ୍ରସୂତ କରି ପ୍ରୟୋଗ କରନ୍ତୁ ଆପଣ ଦେଖିବେ ବହୁତ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଅଧ୍ୟା କପାଳୀ ମୁଣ୍ଡ ବିନ୍ଦା ସମସ୍ୟ ସବୁଦିନ ପାଇଁ ଦୂର ହେଇଯିବ ଏବଂ ଆପଣଙ୍କୁ ତୁରନ୍ତ ଆରାମ ମିଳିବ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.