Breaking News

ଆପଣାନ୍ତୁ ଏହି ଚମତ୍କାରିତା ଉପାୟ ଆଉ ମୁହଁ ରୁ ସଫା କରନ୍ତୁ ବ୍ରଣ କଳାଯାଇ ଏବଂ ଅନେକ ସାରା ଦାଗ ଗୁଡିକ

ବନ୍ଧୁଗଣ ଆପଣ ଜାଣିଥିବେ କିଛି ଲୋକଙ୍କ ଦେହରେ ବହୁତ କଳା ଜାଇ ଥାଏ ଏହି କଳା ଜାଇ ଚେହେରା ରେ ବି ଥାଏ | ଯେଉଁ କାରଣରୁ ଚେହେରା ର ଆକର୍ଷଣ କମିବା ଆରମ୍ଭ କରେ ତେବେ କଳା ଜାଇ ରହିବା ସୌଭାବିକ ଯଦି ଆପଣ ତାକୁ ହଟେଇ ବାକୁ ଚାହାନ୍ତି ତେବେ ଘରେ ଏହି ଜିନିଷ ଗୁଡ଼ିକ କରିପାରିବେ ମୁହଁରୁ କଳା ଜାଇ ହଟାଇବା ପାଇଁ କୈାଣସି ସର୍ଜରୀ କିମ୍ୱା ଲେଜର ଆବଶ୍ୟକ ନାହିଁ ବାସ ଆପଣାନ୍ତୁ ଏହି ଉପାୟ ଆଉ ଦେଖନ୍ତୁ ଚମତ୍କାରିତା |

ଏଥିରେ ଜଡ଼ା ତେଲ ମଧ୍ୟ ଏହି କାମ କରିପାରିବ ଜଡ଼ା ତେଲ କିପରି ବେବହାର କରିବେ ଆସନ୍ତୁ ଜାଣିବା | ବେକିଙ୍ଗ ସୋଡା ଏବଂ କ୍ୟାଷ୍ଟର ତେଲ ରାତିରେ ଶୋଇବା ବେଳେ ୧/୨ ଚାମଚ୍ ବେକିଙ୍ଗ ସୋଡା ରେ ୨ ରୁ ୩ ବୁନ୍ଦା କ୍ୟାଷ୍ଟର ତେଲ ଭଲ ଭାବରେ ମିଶାଇ ଫେଣ୍ଟି ଦିଅନ୍ତୁ ଏହି ପେଷ୍ଟ୍ କୁ କଳା ଜାଇ ରେ ଲଗାନ୍ତୁ ଏବଂ ଏହାକୁ ଏକ ବ୍ୟଣ୍ଡାଜେ ଦ୍ବାରା ଘୋଡ଼ାନ୍ତୁ |

ପର ଦିନ ସକାଳେ ବ୍ୟଣ୍ଡାଜେ ହଟାଇ ଦିଅନ୍ତୁ | ଏବଂ ମୁହଁ ଧୋଇ ଦିଅନ୍ତୁ ଗୋଟିଏ ଦିନ ଛାଡ଼ି ଗୋଟିଏ ଦିନ ଏହି ପଧତିକୁ ଅନୁସରଣ କରନ୍ତୁ କଳା ଜାଇ ଚିକିତ୍ସା ମହୁ ଏବଂ କ୍ୟାଷ୍ଟର୍ ତେଲ ଆପଣ ଏକ ଚାମଚ୍ ମହୁ ନିଅନ୍ତୁ ଏବଂ ଏଥିରେ ୨ ରୁ ୩ ବୁନ୍ଦା କ୍ୟାଷ୍ଟର୍ ତେଲ ମିଶାନ୍ତୁ ଏବଂ ତାପରେ କଳା ଜାଇ ଲଗାନ୍ତୁ |

ତାପରେ ଏହାକୁ ଏକ ବ୍ୟଣ୍ଡାଜେ ରେ ଘୋଡ଼ାଇ ଦିଅନ୍ତୁ | ଏବଂ ଏହାକୁ କିଛି ଘଣ୍ଟା ପରେ ବାହାର କରନ୍ତୁ ଏହା ପରେ ମୁହଁ ଧୋଇଦିଅନ୍ତୁ |ଏହି ପଧତିକୁ ଦିନ କୁ ଦୁଇ ଥର କରନ୍ତୁ | ଆପଣ ୭ ରୁ ୧୦ ଦିନ ମଧ୍ୟରେ ଏହାର ଚମତ୍କାରିତା କୁ ଦେଖି ପାରିବେ |

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.