ନମସ୍କାର ଜୟ ଜଗନାଥ ଦର୍ଶକବନ୍ଧୁ ପୁରୁଣା 5 ଟଙ୍କିଆ ଓ 10 ଟଙ୍କିଆ ମୁଦ୍ରା ରଖିଛନ୍ତି କି ପୁରୁଣା 5 ଟଙ୍କିଆ ଓ 10 ଟଙ୍କିଆ ଦେଇ ଵନିଯାନ୍ତୁ କୋଟି ପତି ଜାଣନ୍ତୁ କେମିତି ହେବେ କୋଟି ପତି | ଦୁନିଆରେ ବିଭିନ୍ନ ଲୋକ ଭିନ ଭିନ ବହୁତ ଲୋକଙ୍କର ଅଭ୍ୟାସ ରହିଛି ସେମାନେ ପୁରୁଣା ମୁଦ୍ରା ସଂଗ୍ରହ କରିବାକୁ ବେଶେ ପସନ୍ଦ କରିଥାନ୍ତି ସେହି ଭଳି ଆପଣ ମୁଦ୍ରା ସଂଗ୍ରହ କରିବାର ଅଭ୍ୟାସ ଅଛି ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯଗ ଏହି ପୁରୁଣା ମୁଦ୍ରା ଦ୍ବାରା ହେଇପାରିବେ କୋଟି ପତି |
ସାଧାରଣତ ପୁରୁଣା ହେଇଥିବା ଦିନିଷକୁ ଆମେ ବେବହାର କରିନଥାଉ କିନ୍ତୁ ଏହାର ଯତ୍ନ କରିନଥାଉ ଉପରପକ୍ଷରେ ଏହାର ଚାହିଦା ଅନ୍ତର ଜାତୀୟ ବଜାରରେ ବେଶେ ଭଲ ରହିଥାଏ ସେଭଳି ଆପଣ ପୁରୁଣା ମୁଦ୍ରା ଦ୍ବାରା ହେବାକୁ ଚାହୁଁଛନ୍ତି ମାଳା ମାଲେ |
ତେବେ ଏହି ପୁରୁଣା ମୁଦ୍ରା ଆପଣଙ୍କୁ ବହୁତ ଟଙ୍କା ଯୋଗେଇ ଦେଇ ପାରିବ ଏବଂ ଆପଣଙ୍କୁ କିଛି ସମୟ ମଧ୍ୟରେ ଧନୀ କରିଦେଇପାରିବ ଯାହା ମଧ୍ୟରେ ଭାବି ପାରିନଥିବେ କିମ୍ବା ଆପଣଙ୍କୁ ଜଣାମଧ୍ୟ ନାହିଁ ତେବେ ଆଜିକାଲି ପୁରୁଣା ଟଙ୍କାର ଚାହିଦା online ଚାହିଦା ବଢିବାକୁ ଲାଗିଛି ତେବେ ଆଜି କଲି ecommerce ୱେବ ସାଇଟିରେ ଧନୀ ହେବାର ସୁଯଗ ମିଳିଛି |
ରିପୋଟ ମୁତାବକ ଯଦି ଆପଣଙ୍କ ପାଖରେ ବୈଷ୍ଣବି ଦେବୀଙ୍କ ଫୋଟ ସହିତ 5 କିମ୍ବା 10 ମୁଦ୍ରା ଅଛି ଯଦି ଆପଣ online ୱେବ ସାଇଟି ରେ ନିଲାମ କରିପାରିବେ ଏହି ମୁଦ୍ରା ସରକାରଙ୍କ ଦ୍ବାରା 2002 ରେ ଜାରି କରା ଯାଇଥିଲା ଏହି ମୁଦ୍ରାର ଚାହିଦା ବେଶେ ଅଧିକ ରହିଛି ଯେହେତୁ ହିନ୍ଧୁ ଧର୍ମରେ ବୈଷ୍ଣବି ଦେବୀଙ୍କୁ କରାଯାୟୀ ଲୋକ ମାନେ ଏହିପର ଗୋଟିଏ ମୁଦ୍ରାର ମାଲିକ ହେବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି |
ଏହିପରି ମୁଦ୍ରାକୁ ପାଇବା ପାଇଁ ଆପଣ ଖୋଝିବ ଆରମ୍ଭ କରିଦିଅନ୍ତୁ ଯଦି ଆପଣ ଏହାକୁ ପାଉଛନ୍ତି online ବିକ୍ରି କରିବାକୁ ଛାଡ଼ନ୍ତୁ ଏବଂ ନିଲାମରେ ରଖ online ରେ ନିଲାମ ରଖି ବହୁତ ସାରା ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ |