Breaking News

ଆପଣଙ୍କ ପାଖରେ ଅଛି କି ଏପରି କଏନ ତେବେ ଆପଣବି ବିକି ପାରିବେ ଲକ୍ଷ ଲକ୍ଷ ଟଙ୍କାରେ, ଜାଣନ୍ତୁ କିପରି …

ନମସ୍କାର ଜୟ ଜଗନାଥ ଦର୍ଶକବନ୍ଧୁ ଆପଣଙ୍କ ମାନଙ୍କ ମଧ୍ୟରୁ ବହୁତ ସାରା ଲୋକ କମେଣ୍ଟ କରି ଥିଲେ ଆମପାଖରେ ପୁରୁଣା ମୁଦ୍ରା ଅଛି 1 ଟଙ୍କିଆ ମୁଦ୍ରା ହଉ କିମ୍ବା 5 ଟଙ୍କିଆ ପୁରୁଣା ମୁଦ୍ରା ହଉ ଏହି ସବୁ ମୁଦ୍ରାର ମୂଲ୍ୟ ଜାଣିବେ କିପରି ଓ ଏହା ସହିତ ଏହିସବୁ ମୁଦ୍ରା ଅନଲାଇନ ରେ ଠିକ ମୂଲ୍ୟରେ କିଭଲି ସେଲ କରିବେ |

ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ଅଛି ଯଦି ଆପଣଙ୍କ ପାଖରେ ମୁଦ୍ରା ଉପରେ ଲେଖା ଥିବ ONE RUPEE ଯଦି ଏ ମୁଦ୍ରା ଭଲ କଣ୍ଡିସନ ଅଛି ତେହେଲେ 3500 ଟଙ୍କା ରେ ସେଲ କରିପାରିବେ | ଯଦି ଆପଣଙ୍କ ପାଖରେ ତମ୍ବାର ଥିବା କିଛି ମୁଦ୍ରା ଅଛି ତାହା ବିକ୍ରି କଲେ ତା ମୂଲ୍ୟ ହବ 3000 ଟଙ୍କା | ଯଦି ଆପଣଙ୍କ ପାଖରେ ଲେଖଥିବ ONE RUPEE INDIA 1912 ମସିହା ଲେଖା ଥିଲେ ଆପଣ ମାନେ ଚାହଁଲେ 5,000 ଟଙ୍କାରେ ସେଲେ କରିପାରିବେ |

ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଗଣେଶ ଫୋଟ ଥିବା ମୁଦ୍ରା 2003 ମସିହାର ହେଇଥିବ ଯାହା ସେମ ଟୁ ସେମ ହେଇଥିବ ତାହେଲେ ଆପଣ ମୁଦ୍ରାଟିକୁ 4,500 ଟଙ୍କା ବିକ୍ରୟ କରିପାରିବେ | ଯଦି 1907 ମସିହାର ତମ୍ବା ମୁଦ୍ରା ଥାଏ ମୁଦ୍ରା ଉପରେ ରାଜାଙ୍କର ଫୋଟ ଥିବା ତେହେଲେ ଆପଣ ତାକୁ 10,000 ଟଙ୍କାରେ ସେଲ କରିପାରିବେ |
ଯଦି ଆପଣଙ୍କ ପାଖରେ 1/2 ର ମୁଦ୍ରାରେ ଧାନ ଚିତ୍ର ଥିବ1956 ମସିହାର ହେଇଥିବ ତେହେଲେ ଆପଣ 6,000 ଟଙ୍କାରେ ସେଲ କରିପାରିବେ |

ଯଦି ଆପଣଙ୍କ ପାଖରେ AN 1 NA ଲେଖଥିବ ତାହେଲେ ଆପଣ 2,000 ଟଙ୍କାରେ ସେଲ କରିପାରିବେ | ଆପଣଙ୍କ ପାଖରେ ଯଦି ଲେଖାଯାଇଥିବ GEORGE VI KING EMPEROR ଲେଖା ଥିବ ତାହା ସହିତ ରାଜଙ୍କ ଫୋଟ ଥିବା ଦରକାରେ ତାହାନେ ଆପଣ ତାକୁ ସେଲ କରିପାରିବେ 2,500 ଟଙ୍କାରେ |

ଦର୍ଶକବନ୍ଧୁ ମୁଦ୍ରା ଗୁଡିକୁ ସେଲେ କରିବେ କିପରି ଗୁଗଲ ରେ COIN.COM ସର୍ଚ୍ଚ ମାରି ମୁ ଆପଣଙ୍କୁ ଯଉ ସାରା ପଇସା କହିଲି ସେଥିରେ ଆପଣଙ୍କୁ ବହୁତ ସାରା ଦେଖିବାକୁ ମିଳିବ ଯଦି ଆପଣଙ୍କ ପାଖରେ ସେମ ଟୁ ସେମ ମୁଦ୍ରା ଥାଏ www.coin bazar.com ଅଫିସିଆଲ ସାଇଟିରେ ଯାଇ ଦେଖିପାରିବେ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.