Breaking News

ଆପଣଙ୍କ ନିଦ ବି ରାତି ୩ଟା ରେ ଭାଙ୍ଗି ଯାଉଛି କି ତେବେ ହୋଇଯାଆନ୍ତୁ ସତର୍କ …

ଦର୍ଶକବନ୍ଧୁ ଏ ଦୁନିଆ ରହସ୍ୟ ମୟ ଦୁନିଆ ଅଟେ ତେବେ ଆଜି ଆମେ ଆପଣଙ୍କୁ କହିବୁ ରାତି 3ଟା କୁ ଅଶୁଭ ସମୟ ବୋଲି କାହିଁକି କୁହାଯାଏ ଏହି ସମୟରେ ଆଖି ଖୋଲିଲେ ନକାରାତ୍ମକ ଉଚରା ହେଇଥାଏ | ଯଦି ରାତି 1ଟାରୁ 3 ଟା ଭିତରେ ଅଚାନକ ଉଠିଯାଆନ୍ତି ତେବେ କୌଣସି ବିଷୟରେ ଭାବନା ତମକୁ ଅତି ବ୍ୟସ୍ତ କରୁଥାଇ ପାରେ ଏହା ଦ୍ୱରା ଆପଣଙ୍କ ଶରୀରରେ ଉତ୍ପନ ହେଉଥିବା ସକାରାତ୍ମକ ଉର୍ଜା ପ୍ରଭାବିତ ହେଇପାରେ |

ଏହା ମାନସିକ ସୁସ୍ତା ଉପରେ ଖୁବ ପ୍ରଭାବ ପକେଇପରେ ଯାହା ଦ୍ୱରା ଆପଣଙ୍କ ଉପରେ ଖୁବୁ ଅଘଟଣ ଘଟିବାର ମଧ୍ୟ ସମ୍ଭାବନା ରହିଛି ତେବେ ଆଜି ଆମେ ଜାଣିବା ରାତି 1ଟାରୁ 3ଟା ସମୟ କୁ କାହିଁକି ଅଶୁଭ ବୋଲି କହିପାରୁ | ବନ୍ଧୁଗଣ ଅଧ ରାତି ସମୟରେ କୌଣସି ଦେବ ଦେବତା ପୂଜା କରନ୍ତି ନାହିଁ ଏବଂ କୌଣସି ଶବ୍ଦ ଶୁଣିବାକୁ ମିଳି ନଥାଏ ଏହି ସମୟରେ ମନ୍ଦିରର ଦ୍ୱାର ଖୋଲା ନଥାଏ |

ଏହି ସମୟରେ ସୁର୍ଯ୍ୟ ଉଦୟ ହୋଇ ନଥାଏ ସେଥି ପାଇଁ ନକରାତ୍ମକ ଉର୍ଜା ଶକ୍ତି ଶାଳୀ ହେଇଥାଏ ଏହି ସମୟରେ ଏହି ଉର୍ଜା ଶହେ ଗୁଣ ଶକ୍ତି ଶାଳୀ ହେଇଥାନ୍ତି ଏହି ସମୟରେ ସିଦ୍ଧି ଲାଭ କରିବା ପାଇଁ ବିଭିନ୍ନ ପ୍ରକାରର ସାଧନା କରିଥାନ୍ତି ଯେଉଁ ଥିରେ ବଳିଦେବା ଏବଂ ଅନ୍ୟ କେତକ ଗୁପ୍ତ ସାଧନା ଗୁଡାକ ମଧ୍ୟ ନିହିତ ରହିଛି |

ତନ୍ତ୍ର ବିଦ୍ୟା ଅନୁସାରେ ରାତି 1 ଟାରୁ 3 ଟା ମଧ୍ୟରେ ଦିୟା ଯାଇଥିବା ବଳି ଅଧିକ ଫଳ ପ୍ରାପ୍ତ ହେଇଥାଏ ସେଥି ପାଇଁ ଜଣେ ତାନ୍ତ୍ରିକ ପାଇଁ ଏହି ସମୟ ଅଧିକ ଗୁରୁତ୍ୱପୂର୍ଣ ହେଇଥାଏ ଏହି ସବୁକୁ ଧ୍ୟାନରେ ରଖି ଏହା ମାନାଯାଏ କି ଏହି ସମୟରେ ଅଧିକ ସହିତାନ ଶକ୍ତି ବ୍ରହ୍ମଣ୍ଡ ରେ ବୁଲୁ ଥାନ୍ତି ସେଥି ପାଇଁ ତାନ୍ତ୍ରିକ ବିଦ୍ୟା ଏହି ସମୟ ବହୁତ ଶୁଭ ବୋଲି ବିବେଚନା କରା ଯାଏ |

ସେଥିପାଇଁ ଏହି ସମୟ ଆପଣଙ୍କ ପାଇଁ ବହୁତ ଭୟଙ୍କର ହେଇଥାଏ ସେହିପରି ଫିଲ୍ମ ଗୁଡାକ ରେ ଦେଖା ଯାୟ କି ରାତି 3ଟା ପରେ ସବୁ ସଙ୍କେତ ଦେଖା ଯାୟ ଏହା ପରେ ସବୁ ଅଘଟଣ ଘଟିଥାଏ ସେହି ପାଇଁ 3 ସଂଖ୍ୟ କୁ ଅଶୁଭ ବୋଲି କୁହାଯାଏ | ରାତିରେ ଶୋଇବା ସମୟରେ କେବେ ମଧ୍ୟ ଭୁତ ପ୍ରେତ କଥା ଆଲୋଚନା କରନାହିଁ |

ଏପରି ସମୟରେ ଆପଣ ଯଦି କୌଣସି ସମୟରେ ଉଠୁଛନ୍ତି କିମ୍ବା ବାହାରକୁ ଯାଉଛନ୍ତି ମଶାଣି ସ୍ଥାନ ଗୁଡାକ ଠାରୁ ଦୁରେଇ ରୁହନ୍ତୁ ଏବଂ ଯେଉଁ ସ୍ଥାନରେ ବଳି ଦିଆଯାଏ କିମ୍ବା ଭୄତ ପ୍ରେତ ଭୋଗ ଯାଉଛି କୁହାଯାହାଉଛି ସେପରି ସ୍ଥାନକୁ କେବେ ମଧ୍ୟ ଯାଆନ୍ତୁ ନାହିଁ |

About odisha news

Check Also

ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ୨୦୨୨ ରୁ ୨୦୨୫ ଖୋଲିବାକୁ ଯାଉଛି ଭାଗ୍ୟ

ବନ୍ଧୁଗଣ ଆମେ ଏହି 5 ରାଶି ବିଷୟରେ ଜାଣିବା ଯେଉଁ ମାନଙ୍କର ଭାଗ୍ୟ ବର୍ଷ 2022 ରୁ 2025 ମଧ୍ୟରେ …

Leave a Reply

Your email address will not be published.