Breaking News

ଆପଣଙ୍କ ଗାଲରେ ଅଛିକି ଏପରି କଳାଯାଇ ତେବେ ଆପଣ କୋଟିଏ ରୁ ଗୋଟିଏ ଖୁବ ଶୀଘ୍ର ବଦଳିବାକୁ ଯାଉଛି ଆପଣଙ୍କର ଭାଗ୍ୟ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକ ଦେଖି ଭବିଷ୍ୟ କୁହାଯାଏ କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ଅଙ୍ଗ ମୁଖ ଲକ୍ଷ ଅନୁଯାଇ ତାଙ୍କ ଭବିଷ୍ୟ ଜଣା ପଡିଥାଏ | ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀର ଲକ୍ଷଣ ଓ ଲକ୍ଷଣର ଆଧାରରେ ଜଣେ ବ୍ୟକ୍ତିଙ୍କ ବିଷୟରେ ଅନେକ କଥା କୁହାଯାଇଛି ସେହିପରି ବ୍ୟକ୍ତିଙ୍କ ଶରୀରରେ ଥିବା କଳାଯାଇ ଅନୁସାରେ ଭବିଷ୍ୟ ବିଷୟରେ ଅନେକ କିଛି ଜାଣିହେବ।

ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଶରୀରର ଚିହ୍ନ ଗୁଡିକର ପ୍ରଭାବ ଆପଣଙ୍କ ପ୍ରକୃତି ଭବିଷ୍ୟତ ଉପରେ କଣ ଏବଂ ଜୀବନରେ ପ୍ରଭାବ ପଡିଥାଏ ଏହି ଚିହ୍ନ ଗୁଡିକରେ କଳାଯାଇ ଅନ୍ୟତମ ବିଶେଷ ଅଙ୍ଗରେ କଳାଯାଇ ଥାଏ ଓ ଅନ୍ୟାନ ବ୍ୟକ୍ତି ବିଶେଷଙ୍କ ଠାରେ ଦେଖିବାକୁ ମିଳେ କଳାଯାଇ ମାଧ୍ୟମରେ ବ୍ୟକ୍ତିର ସମସ୍ତ ପ୍ରକାରର ଭଲ ଏବଂ ଖରାପ ପ୍ରକୃତି ବୁଝିହେବ ଏବଂ ଭବିଷ୍ୟ ଜାଣିହେବ |

ଦର୍ଶକବନ୍ଧୁ ଆପଣଙ୍କ ମୁହଁରେ କଳାଯାଇ ହେବାର ଏକ ଭିର୍ଣ୍ଣ ଅର୍ଥ ଅଛି ମୁହଁରେ ଦେଖାଯାଉଥିବା କଳାଯାଇ ଗୁଡାକ ଆପଣଙ୍କ ଭାଗ୍ୟ ସହିତ ସିଧା ସଳଖ ଜଡିତ ଯଦି ଆପଣଙ୍କ ମୁହଁରେ କଳାଯାଇ ଅଛି ତେବେ ତୁମର ଆକର୍ଷଣ ମଜବୁତ୍ କରେ ଆପଣ ଆକର୍ଷଣୀୟ ହେବା ସହିତ ସଭିଁଙ୍କୁ ନିଜର କରିପାରନ୍ତି ଏହି ପରି ଲୋକମାନେ ବହୁତ ଧନୀ ହୁଅନ୍ତି |

ନାକ ଉପରେ ଏକ କଳାଯାଇ ଜଣେ ବ୍ୟକ୍ତିଙ୍କୁ ବହୁତ ଶୁଭ ଅଟେ ଏହି କାରଣରୁ ଆପଣଙ୍କ ଜୀବନରେ ବିବାଦ ବଢିବାକୁ ଲାଗିଥାଏ ଏବଂ ଓଠ ଉପରେ କଳାଯାଇ ଥିବା ବ୍ୟକ୍ତି ମାନଙ୍କୁ ବହୁତ ଲୋକ ଭଲ ସମ୍ପର୍କ କରିଥାନ୍ତି ଯଦି ଏହିପରି ଲୋକ ମାନେ କିଛି ଲୋକଙ୍କୁ ନିଜର ବୋଲି ଭାବନ୍ତି ଯେଉଁ ମାନଙ୍କ ନାକତଳେ କଳାଯାଇ ଥାଏ ସେମାନେ କମ୍ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରିଥାନ୍ତି |

ଯେଉଁ ମାନଙ୍କର କପାଳରେ କଳାଯାଇ ଥାଏ ସେ ବହୁତ ସଂଘର୍ଷ କରିବା ପରେ ଧନୀ ହେଇ ପାରିବେ ଓଠରେ କଳାଯାଇ ରହିବାର ଅର୍ଥ ବ୍ୟକ୍ତି ପ୍ରକୃତିକୁ ବହୁତ ଭଲ ପାଏ ଏହିପରି ଲୋକଙ୍କର ଅଧିକ ଲୋକଙ୍କ ସହିତ ପ୍ରେମ ସମ୍ପର୍କ ଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.