Breaking News

ଆଜିଠୁ ଫେରିଲା କାଳବୈଶାଖୀ ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ପ୍ରବଳ ବର୍ଷା !

ବର୍ତ୍ତମାନ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ଏକ ବଡ଼ ଖବର ରାଜ୍ୟକୁ ଫେରିଲା ଫୁଣି କାଳବୈଶାଖୀ ବର୍ଷା କାଲିଠୁ ଆରମ୍ଭ ହେବ ରାଜ୍ୟରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ଏହା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଜାରି ରହିବ ସୂଚନା ମୁତାବକ କାଲିଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ତେଣୁ 15 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ |

ଆସନ୍ତା 18 ଓ 19 ତାରିଖ ରେ ରାଜ୍ୟରେ କିଛି ସ୍ଥାନରେ ପବନ ସହ ହାଲୁକା ବର୍ଷା ହେବାର ଥିବା ବେଳେ 5 ଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରିପାରେ ଏମିତି କିଛି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ | ଆସନ୍ତା 3 ଦିନ ରେ ରାତି ତାପମାତ୍ରା 3 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଫଳରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ କୁ ଫେରି ଆସିବ ଏବଂ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି |

ଆସନ୍ତା 19 ତାରିଖ ଦିନ ସୁନ୍ଦରଗଡ କେନ୍ଦୁଝର ଏବଂ ମୟୁରଭଞ୍ଜ ରେ ହାଲୁକା ବର୍ଷା ହୋଇପାରେ ସେହିଭଳି 20 ତାରିଖ ଦିନ ଝାରସୁଗୁଡା ସୁନ୍ଦରଗଡ କେନ୍ଦୁଝର ମୟୁରଭଞ୍ଜ ଦେବଗଡ ବାଲେଶ୍ୱର ଯାଜପୁର ଏବଂ ଭଦ୍ରକ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ 21 ତାରିଖ ରୁ ପାଗ ରେ ପରିବର୍ତ୍ତନ ଦେଖାଯିବ ଏବଂ ପାଗ ଖରାଟିଆ ରହିବ |

ଆଜି ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା 30 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ ମଧ୍ୟରେ ରହିବ ବୋଲି ସୂଚନା ମିଳିଛି ଗତ 24 ଘଣ୍ଟା ରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଛି ତେବେ ଫ୍ରେଣ୍ଡ୍ସ ଏହା ଥିଲା ପାଣିପାଗ ବିଶେଷ କିଛି ଖବର |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.