Breaking News

ଆଜିଠୁ ୨ ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସୂଚନା ଜାରିକଲା ପାଣିପାଗ ବିଭାଗ

ଆଜିଠାରୁ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ ଏହା ଛଡା କେତେକ ସ୍ଥାନରେ ବିଜୁଳି ଘଡ ଘଡି ସହ କୁଆପଥର ପଡ଼ିବାର ସମ୍ଭାବନା ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କିଛୁ ନୂଆ ରିପୋର୍ଟ ଜାରି ହୋଇଛି ତେବେ ଆସନ୍ତୁ ଜାଣିବା ଓଡ଼ିଶାର କେଇନ ସବୁ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ଅଧିକ ରୁ ଅଧିକ ଦେଖିବାକୁ ମିଳିବ |

ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ସମେତ ଖୋର୍ଦ୍ଧା ପୁରୀ ଜିଲ୍ଲାର ଗୋଟେ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଖା ଯାଉଛି ସୁନ୍ଦରଗଡ ଦେବଗଡ ଅନୁଗୁଳ ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ୱର କେଉଁଝର ଓ ମୟୁରଭଞ୍ଜ ଜିଲ୍ଲାରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ପାଗ ରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଫେବୃଆରୀ 4 ତାରିଖ ଓ 5 ତାରିଖ ପୁର୍ବାନୁ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ତେବେ ଶୁକ୍ରବାର ସଖାଳୁ ପରବର୍ତ୍ତୀ 36 ଘଣ୍ଟା ମଧ୍ୟରେ ବାଲେଶ୍ୱର ଭଦ୍ରକ ଓ ମୟୁରଭଞ୍ଜ ର କେତେକ ସ୍ଥାନରେ ମଧ୍ୟମ ଧାରଣ ର ବର୍ଷା କେନ୍ଦ୍ରାପଡା କେଉଁଝର ଝାରସୁଗୁଡା ଦେବଗଡ ଓ ସୁନ୍ଦରଗଡ଼ ରେ ସ୍ୱଳ୍ପ ରୁ ମଧ୍ୟମ ଧାରଣା ବର୍ଷା ର ସମ୍ଭାବନା ରହିଛି |

ତେବେ ରାତିରେ ଉଭୟ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା 4 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ କମିବ ପରବର୍ତ୍ତୀ 3 ଦିନ ଉତ୍ତର ଉପକୂଳ ଓ ଅଭ୍ୟନ୍ତର ଓଡ଼ିଶାର ତାପମାତ୍ରା ଅପରିବେର୍ତ୍ତେ ଥିବା ବେଳେ ଅଭ୍ୟନ୍ତର ଓ ଦକ୍ଷିଣ ଓଡ଼ିଶାରେ କ୍ରମତ ବଢିବ | ତେବେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ରେ ଶୁକ୍ରବାର ଓ ଶନିବାର ମଧ୍ୟରେ ସର୍ବନିମ୍ନ ତାପମାତ୍ରା 3 ରୁ 4 ଡିଗ୍ରୀ କମିବ |

ସେହିପରି ଶନିବାର ଦିନ ଠୁ ଫୁଣି କ୍ରମସ ବୃଦ୍ଧି ପାଇବାର ସମ୍ଭାବନା ରହିଛି ପୁରୀ ଖୋର୍ଦ୍ଧା କଟକ ଜଗତସିଂହପୁର ରେ ଶୁକ୍ରବାର ଓ ଶନିବାର ରାତି ରେ କୁହୁଡି ହବାରେ ଥିବାବେଳେ ଗୁରୁବାର ଓ ଶୁକ୍ରବାର ରାତିରେ ଉତ୍ତର ଓଡ଼ିଶାର କୁହୁଡି ବଢିବ ତେବେ ଦର୍ଶକବନ୍ଧୁ ଏହା ଥିଲା ବର୍ତ୍ତମାନ ସମୟର କିଛି ଅପଡେଟ |

About odisha news

Check Also

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ …

Leave a Reply

Your email address will not be published.