ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ରୁ ଆସିଲା ବଡ ଖବର ଝଡ଼ ବର୍ଷା ନେଇ ରାଜ୍ୟ ରେ ସତର୍କ ସୂଚନା ଜାରି | ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ରାଜ୍ୟ ରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଆସନ୍ତୁ କେଉଁ କେଉଁ ଜିଲ୍ଲା କୁ ସତର୍କ ସୁଚନା ଜରି କରାଯାଇଛି |
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରେ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ରେ ଗୋଟିଏ ବା ଦୁଇଟି ସ୍ଥାନ ରେ ବର୍ଷା ଓ ବଜ୍ରପାତ ସହିତ ଝଡ଼ବର୍ଷା ଜନିତ କାଳବୈଶାଖୀ ରହିଛି | ଏହିସମୟରେ ରେ ପବନ ର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗ ରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ଆକଳନ କରାଯାଇଛି |
ସେହିପରି ସମୟ ମଧ୍ୟ ରେ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜା ଗଜପତି ରାୟାଗଡ କୋରାପୁଟ ଓ ନବରଙ୍ଗ ପୁର ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାଟଲରତିଆ ପାଣିପାଗ ବିଭାଗ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ ରୁ ଜରି ଏହି ସତର୍କ ସୂଚନା ରେ କୁହାଯାଇଛି | ତେବେ ଏହାକୁ ଦୃଷ୍ଟିରେ ରଖି ଏହି ୧୮ ଟି ଜିଲ୍ଲା କୁ ୟେଲୋ ୱାର୍ଣୀ ଜାରି କରାଯାଇଛି |
କାଳବୈଶାଖୀ ସମୟ ରେ ଲୋକ ମାନଙ୍କୁ ବାହାରକୁ ନା ଯିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି | ସେହିପରି ଜରି ସତର୍କ ସୂଚନା ଅନୁସାରେ ଉତ୍ତର ଉପକୂଳ ଓଡ଼ିଶା ମୟୁରଭଞ୍ଜ,କେନ୍ଦୁଝର ଜିଲ୍ଲା ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ଧାରଣ ର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି | ଓଡ଼ିଶା ର ୩ ରୁ ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ଦିନର ତାପମାତ୍ରା ରେ କୌଣସି ବଡ ଧାରଣ ର ପରିବର୍ତନ ହେବାର ସମ୍ଭାବନା ନାହିଁ |
ତେବେ ଅନ୍ୟ ପଟେ ୨୪ ଘଣ୍ଟା ମଧ୍ୟ ରେ ଦିନ କିମ୍ବା ଭୁବନେଶ୍ୱର କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବ ସହିତ ଅପରାହ୍ନ ବା ସମୟରେ ହାଲୁକା ବର୍ଷା ସହିତ ବଜ୍ରପାତ ହେବାର ପାଣିପାଗ ବିଭାଗ ଆକଳନ କରୁଥିବା ବେଳେ ୪ ଟା ୩୦ ପାଖାପାଖି ଅଞ୍ଚଳ ରେ ମେଘୁଆ ରହିବ ସହ ଥଣ୍ଡା ପାଗ ରହିବା ବୋଲି କୁହାଯାଇଛି |