Breaking News

ଆଜିର ରାଶିଫଳ : 05 ଫେବୃଆରୀ 2022 ଶନିବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ବନ୍ଧୁଗଣ ଛୋଟ ଛୋଟ ଜିନିଷ ଯୋଗୁଁ ବେସ୍ତ ହୁଅନ୍ତୁ ନାହିଁ ଆଜି କୌଣସି ଧାରକ ଆପଣଙ୍କୁ ଉଦ୍ଧାର ଫେରାଇଦେବାକୁ ଆପଣଙ୍କୁ କହିପାରେ ତାଙ୍କୁ ଉଦ୍ଧାର ଫେରାଇ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ତେଣୁ ଆପଣଙ୍କୁ ଭବିଷ୍ୟତରେ ଉଦ୍ଧାର ନକରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ |

ବୃଷ ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି |

ମିଥୁନ ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | କିଛି ସମୟ ଆପଣ ନିଜର ଶୌକ ଓ ନିଜ ପରିବାର ଲୋକଂକ ସାହାଯ୍ୟ କରି ବିତାନ୍ତୁ | ରସମୟ ଦେଖା ସାକ୍ଷାତ ବିସ୍ମୟକର ରହିବ,କିନ୍ତୁ ବେଶୀ ସମୟ ଯାଏଁ ରହିବ ନାହିଁ |

କର୍କଟ ରାଶି
ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆସ ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯତେ ଆନନ୍ଦାୟକ ସନ୍ଧ୍ୟା ପାଇଁ ସାଙ୍ଗ ମାନେ ଆପଣଙ୍କୁ ନିଜ ଘରକୁ ଡ଼ାକିବେ |

ସିଂହ ରାଶି
ଜୀବନ ପ୍ରତି ଆନନ୍ଦ ରହିବା ପ୍ରକୃତି ଆପଣାନ୍ତୁ | ନିଜର ସ୍ତିତି ଉପରେ ଅସନ୍ତୋଷ ହେବା ଓ ତାକୁ ନେଇକି ଦୁଃଖ ପ୍ରକାଶ କଲେ କିଛି ଲାଭ ମିଳିବନି | ଏହା ବେଶୀ ମାଗିବା ବିଚାର ଜୀବନର ସୁଗନ୍ଧକୁ ଶେଷ କରି ଦିଏ ଓ ସନ୍ତୋଷ ଜୀବନର ଆଶାର ବେକ ଚିପି ଦିଏ |

କନ୍ୟା ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ | ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ |

ତୁଳା ରାଶି
ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ଭାବି ଚିନ୍ତିକି ନିବେଶ କରନ୍ତୁ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ |

ବିଛା ରାଶି
ଆଜି ନିଜର ଶରୀରକୁ ଧ୍ୟାନ ଦେବା ଅତି ଆବଶ୍ୟକ | ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଯୋଗୁ ବହୁତ ସମୟରୁ ରହି ୟାଇଥିବା ବିଲ୍ଲ ଓ ରୁଣ ସୁଝିପାରିବେ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ବିଶେଷ ସନ୍ଦେଶ ନେଇକି ଆସିବ

ଧନୁ ରାଶି
ଆପଣ ମାନସିକ ଓ ଶାରୀରିକ ଥକା ଅନୁଭବ କରି ପାରନ୍ତି, ତେଣୁ ଟିକେ ଆରାମ ଓ ପୁଷ୍ଟି ଆହାର ଆପଣଙ୍କ ଉର୍ଯ୍ୟ ସ୍ତରକୁ ଉତ୍ଥାନ କରିବାରେ ସହାୟକ ହେବ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି |

ମକର ରାଶି
ଖୁଦ୍ର ସମୟ ପାଇଁ କ୍ରୋଧ ବିବାଦ ଓ ଦୁର୍ଭାବନାର କାରଣ ହୋଇ ପାରେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ |

କୁମ୍ଭ ରାଶି
ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ପାରିବାରିକ ଲୋକଂକ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ | ପ୍ରେମର ଉଲ୍ଲାସ ଅନୁଭବ କରି ପାଇଁ ଆପଣ କେହି ଜଣେ ନୂଆ ଭୟକ୍ତିଙ୍କ ଭେଟି ପାରନ୍ତି |

ମୀନ ରାଶି
ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.