Breaking News

ଆଜିର ରାଶିଫଳ : 20 ଫେବୃଆରୀ 2022 ରବିବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଯଦି ଆପଣ ଅର୍ଥ ଅବସ୍ଥାରେ ବୃଦ୍ଧି ପାଇଁ ସୂତ୍ର ଖୋଜୁଛନ୍ତି, ତାହେଲେ ସୁରକ୍ଷିତ ଯୋଜନାରେ ନିବେଶ କରନ୍ତୁ | କେହି ଜଣେ ଯାହାର ମନରେ ଆପଣଙ୍କ ପାଇଁ ଭୁଲ ଭାବନା ଥିଲା ଆଜି ଆପଣଙ୍କ ସହିତ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ |

ବୃଷ ରାଶି
ଆଳସ୍ୟ ଓ କାମ ଉର୍ଜା ସ୍ତର ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିଷର କାମ କରିବ | କୌଣସି ଭଲ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଉତ୍ତମ ରହିବ | ତା ସହିତ ରାଗଠୁ ନିଜାତ ପାଇବା ପାଇଁ ନିଜକୁ ଉତ୍ସାହିତ କରନ୍ତୁ | ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ |

ମିଥୁନ ରାଶି
ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | କୌଣସି ବୃଦ୍ଧ ଲୋକଙ୍କ ତାନ୍କର ନିଜି ଜୀବନର ସମସ୍ୟାରେ ସାହାଯ୍ୟ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରି ପାରନ୍ତି |

କର୍କଟ ରାଶି
କୌଣସି ସାଧୁ ପୁରୁଷଙ୍କ ଆଶ୍ରିବାଦ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ |

ସିଂହ ରାଶି
ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | ଆଜି ଆପଣ ବହୁତ ଗୁଡ଼େ ଜିନିଷ ଉପରେ ଖର୍ଚ୍ଚ କରିପାରନ୍ତି | ସେଥିପାଇଁ ଆପଣଙ୍କୁ ସୁନିୟୋଯିତ ଯୋଜନା କରିବାକୁ ପଡ଼ିବ | ଏହାଦ୍ୱାରା ଆପଣଙ୍କର ବହୁତ ଅସୁବିଧା ଦୂର ହୋଇପାରିବ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ |

କନ୍ୟା ରାଶି
ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଏକ ଲମ୍ବା ଏକାକୀ ସମୟ ଯାହା ଆପଣଙ୍କୁ ବାନ୍ଧି ରଖିଥିଲା, ତାହାର ଅଂତଃ ଘଟିଛି – କାରଣ ଆପଣଙ୍କୁ ଖୁବ ଶୀଘ୍ର ଜୀବନ-ସାଥୀ ମିଳିବ|

ତୁଳା ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ଆଜି ନା କେବଳ ଅଚିଂହା ବ୍ୟକ୍ତିତା ଛଡ଼ା ନିଜ ବନ୍ଧୁ ମାନଙ୍କଠୁ ବି ସାବଧାନ ରୁହନ୍ତୁ |

ବିଛା ରାଶି
ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ |

ଧନୁ ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କୁ ବିବାହ କରିବାକୁ ଚାହାନ୍ତି ତାହେଲେ ସେ ବିଷୟରେ କଥା ହେବ ପୂର୍ବରୁ ସେ କେମିତି ପ୍ରତିକ୍ରିୟା କରିବେ ସେ ବିଷୟରେ ବି ଭାବି ରଖନ୍ତୁ |

ମକର ରାଶି
ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ |

କୁମ୍ଭ ରାଶି
ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ| ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ଅଟେ |

ମୀନ ରାଶି
ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ , ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.