Breaking News

ଆଜିର ରାଶିଫଳ : 19 ଫେବୃଆରୀ 2022 ଶନିବାରର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ |

ବୃଷ ରାଶି
ଆପଣ ଯାହା ଶାରୀରିକ ପରିବର୍ତନ ଆଜି କରିବେ, ତାହା ନିଶ୍ଚିତ ଆପଣଙ୍କ ରଙ୍ଗ-ରୂପକୁ ଆକର୍ଷିତ କରିବ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ |

ମିଥୁନ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଏହି ସମୟରେ ନିଜକୁ ନିରାଶା ଓ ରାଗଠୁ ଅଲଗା ରଖନ୍ତୁ ନହେଲେ ନିଜର ହିଁ ଖରାପ କରିବେ |

କର୍କଟ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ | ଯଦି ସମ୍ଭବ ଏହା ଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଏହି କଥା ଗୁଡ଼ାର ବାହାର ଲୋକଙ୍କ ଜଣ ପଡ଼ିବାର ଡର ଅଛି |

ସିଂହ ରାଶି
ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପିଲା ମାନଂକ ସହିତ ସମୟ କାଟିବା ଅତି ଉତ୍ତମ ହେବ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ |

କନ୍ୟା ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଆପଣଙ୍କୁ ଏମିତି ଯୋଜନା ଆରମ୍ଭ କରିବା ଉଚିତ,ଯାହା ପୁରା ପରିବାର ପାଇଁ ସମୃଦ୍ଧ ଆଣିବ |

ତୁଳା ରାଶି
କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି |

ବିଛା ରାଶି
ପିଲା ମାନଂକ ସହିତ ଆପଣ ଶାନ୍ତି ପାଇବେ | ଛୁଆ ମାନଂକ କ୍ଷମତା ସ୍ଵାଭାବିକ ଥାଏ ଓ ନା କେବଳ ଆପଣଙ୍କ ପରିବାରର ଛୁଆ ମାନେ,ତାଙ୍କ ସହିତ ପ୍ରତେକଟି ଛୁଆ ଭିତରେ ଏହି ଗୁଣ ଥାଏ | ସେମାନେ ଆପଣଙ୍କୁ ଶାନ୍ତି ଓ ଆରାମ ଦେଇ ପାରନ୍ତି | ଧନଲାଭର ଆଜି ବହୁତ ସମ୍ଭାବନା ଅଛି |

ଧନୁ ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଆଜି ନିଜର ମନ ଶାନ୍ତି ପାଇଁ କୋଣସି ଅନୈତିକ କାମରେ ଯୋଗଦାନ କରନ୍ତୁ ନାହିଁ ନହେଲେ ଅସୁବିଧାରେ ପଡି ପାରନ୍ତି |

ମକର ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | କୌଣସି ପୌରାଣିକ ଜାଗାକୁ ବୁଲା-ବୁଲି ଯିବାକୁ ଯୋଜନା କରନ୍ତୁ |

କୁମ୍ଭ ରାଶି
ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ |

ମୀନ ରାଶି
ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି,ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.