Breaking News

ଆଜିର ରାଶିଫଳ : 13 ଫେବୃଆରୀ 2022 ରବିବାର କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ |

ବୃଷ ରାଶି
ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ | ଆପଣଙ୍କୁ ନିଜର ଏକା ପରି ଦୈନିକ କାର୍ଯ୍ୟଠୁ ଟିକେ ଛୁଟି ନେଇକି ଆଜି ସ୍ୱନାଗ ମାନଙ୍କ ସହିତ ବୁଲା ବୁଲି କରିବାର ଆବଶ୍ୟକତା ଅଛି |

ମିଥୁନ ରାଶି
ସ୍ୱାସ୍ଥ୍ୟ ଭଲ ରହିବ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ | ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର୍ଯ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ |

କର୍କଟ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ସାଙ୍ଗ ଓ ବନ୍ଧୁ ବାନ୍ଧବ ଆପଣଙ୍କ ସାହାଯ୍ୟ କରିବେ ଓ ଆପଣ ତାଙ୍କ ସହିତ ଅତି ଖୁସି ଅନୁଭବ କରିବେ | ଆଜି ଆପଣ ନିଜର ପ୍ରିୟାର ଅନୂପସ୍ଥିତି ଅନୁଭବ କରିବେ |

ସିଂହ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଜୀବନର କର୍ଯ୍ୟବ୍ୟସ୍ତ ରାସ୍ତାରେ ଆପଣଙ୍କ ଜୀବନ-ସାଥି ଅତି ଉତ୍ତମ ଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଲୀ ଅନୁଭବ କରୁଛନ୍ତି |

କନ୍ୟା ରାଶି
ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ , ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି |

ତୁଳା ରାଶି
ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ |

ବିଛା ରାଶି
ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି |

ଧନୁ ରାଶି
ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି |

ମକର ରାଶି
ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ |

କୁମ୍ଭ ରାଶି
ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ |

ମୀନ ରାଶି
ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ | ନିଜର ସେନ୍ସ ଅ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ | ଏମିତି କଲେ ଆପଣ ଆରାମରେ ଅନ୍ୟ ମାନଙ୍କୁ କଡ଼ା କଥା ଠୁ ନିଜାତ ପାଇଁ ଯିବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ |

About odisha news

Check Also

ଆଜିର ରାଶିଫଳ 05 December 2022 ସୋମବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ସାଙ୍ଗ କିମ୍ବା ସହକର୍ମ୍ମର ସ୍ୱାର୍ଥ ବ୍ୟବହାର ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରି ପାରେ | ଉଦାସ …

Leave a Reply

Your email address will not be published.