Breaking News

ଆଜିର ରାଶିଫଳ : 11 ଏପ୍ରିଲ 2022 ସୋମବାର କେମିତି କଟିବ ଆଜିର ଦିନ |

ମେଷ ରାଶି

ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ |

ବୃଷ ରାଶି
ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଯେଉଁମାନେ କିଛି ଋଣ ନେଇଥିଲେ , ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ | ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ |

ମିଥୁନ ରାଶି
ଆପଣ ଯାହା ଶାରୀରିକ ପରିବର୍ତନ ଆଜି କରିବେ, ତାହା ନିଶ୍ଚିତ ଆପଣଙ୍କ ରଙ୍ଗ-ରୂପକୁ ଆକର୍ଷିତ କରିବ | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ | ବେକାରିଆ କଥା ହୋଇ ନଷ୍ଟ କରିବାଠୁ ଭଲ ଆପଣ ଶାନ୍ତ ରୁହନ୍ତୁ |

କର୍କଟ ରାଶି
ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | ଆପଣଙ୍କ ଚିତା କାମ-କାର୍ଯ୍ୟରେ ଫନ୍ଦି ହୋଇ ରହିବ,ଯାହା କାରଣରୁ ଆପଣଙ୍କ ପରିବାର ଲୋକ ଓ ବନ୍ଧୁ ମାନଙ୍କ ପାଇଁ ସମୟ କାଢ଼ି ପାରିବେନି | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ |

ସିଂହ ରାଶି
ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ପରିବାର ପାଇଁ ଭଲ ଓ ଉଚ୍ଚ ଲଖ୍ୟ ପ୍ରାପ୍ତ କରିବା ପାଇଁ ଦୃଷ୍ଟିରୁ ଭାବି-ଚିନ୍ତିକି ଟିକେ କ୍ଷତି ଉଠେଇ ହବ | ଚାଲିଯାଇଥିବା ସୁଯୋଗ କାରଣରୁ ଦରନ୍ତୁ ନାହିଁ | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ |

କନ୍ୟା ରାଶି
ଆଧ୍ୟାତ୍ମିକତାର ସାହାଯ୍ୟ ନେବା ପାଇଁ ଉଚ୍ଛିତ ସମୟ ଚାଲିଛି, କାରଣ ମାନସିକ ଚାପକୁ ଦୂର କରବା ପାଇଁ ସବୁଠୁ ଉତ୍ତମ ସମାଧାନ ସେଇଆ ହିଁ | ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ବଳକୁ ବଢେଇବା ପାଇଁ ଉତ୍ତମ ରହିବ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ |

ତୁଳା ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ |

ବିଛା ରାଶି
ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ | ଆପଣ ତାଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣନ୍ତୁ ନଚେତ ଆଗାମୀ ଦିନ ମାନଙ୍କରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ |

ଧନୁ ରାଶି
ବିପଦ ପରିସ୍ଥିତିକୁ ସାମନା କରିବା ବେଳେ ଆପଣଙ୍କୁ ସାହସ ଓ ବଳ ଦେଖେଇବାର ଆବଶ୍ୟକତା ଅଛି | ଆଜି ପ୍ରେମର ନିଶାରେ ବାସ୍ତବତା ଓ ସ୍ବପ୍ନ ମିଶି ଏକା ପରି ଜଣା ପଡୁଛି | ତାହାକୁ ଅନୁଭବ କରନ୍ତୁ | ଆପଣଙ୍କ ବସ ଆଜି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଘରେ ପଡିଥିବା କୌଣସି ପୁରୁଣା ବସ୍ତୁ ଉପରେ ଆଜି ଆପଣଙ୍କର ନଜର ହଠାତ ପଡିବ ଯୋଗୁଁ ଆପଣ ଆପଣଙ୍କର ପିଲାଦିନକୁ ଫେରିଯିବେ ଏବଂ ତା’ ସହିତ କିଛି ସମୟ କାଟିବାକୁ ଇଛା କରିବେ |

ମକର ରାଶି
ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଆଜି ଆପଣଙ୍କ ଶଶୁର ଘର ପକ୍ଷରୁ କୌଣସି ଖରାପ ଖବର ଆସିପାରେ ଯାହା ଆପଣଙ୍କୁ ବ୍ୟଥିତ କରିବା | ସେ କଥା ଆପଣ ସାରା ଦିନ ଭାବିବେ | ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ପ୍ରେମ ଭରା ଦିନ ରହିବ, କିନ୍ତୁ ସ୍ୱାସ୍ଥ୍ୟକୁ ନେଇକି ଟିକେ ବିପଦର ସମ୍ମୁଖୀନ ହେବାକୁ ପଡ଼ି ପାରେ |

କୁମ୍ଭ ରାଶି
ନିର୍ମାଣ ଓ ନବୀନୀକରଣ କାମ ଆଜି ଆରାମ ଦେବ | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ | ଆଜି ଆପଣଙ୍କର ଅନିଶ୍ଚିତ ବ୍ୟବହାର ଯୋଗୁ ଆପଣଂକର ସାଥୀ ନିଜର ମନ ଖରାପ କରି ପାରନ୍ତି| ଆପଣ କାର୍ଯ୍ୟାଳୟର ପରିବେଶରେ ବୃଦ୍ଧି ଓ କାମ-କାର୍ଯ୍ୟର ସ୍ତରରେ ସୁଧାର ଅନୁଭବ କରିବେ |

ମୀନ ରାଶି
ଆଜି କୌଣସି ନିକଟ ସମ୍ବନ୍ଧିୟଙ୍କ ସହାୟତାରେ ଆପଣଙ୍କୁ ଅର୍ଥଲାଭ ହୋଇପାରେ | ଆଜି ଆପଣ କୌଣସି ଯୋଜନା ବିଫଳ ହେବ ଯୋଗୁଁ ନିରାଶ ହୋଇ ପାରନ୍ତି | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଯଦି ଆପଣ ଆପଣଙ୍କ ଜୀବନସାଥୀ ସହିତ କୋଉଠିକି ବାହାରିକୁ ଡେଟରେ ଯିବେ, ତାହେଲେ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇ ଯିବ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.