Breaking News

ଆଜିର ରାଶିଫଳ 01 March 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ |

ବୃଷ ରାଶି
ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି | କାରିଆର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ ଅଟେ, ଯେତିକି କି ଆବଶ୍ୟକ ଖେଳ-ଖୁଦ | ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ |

ମିଥୁନ ରାଶି
ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ହଠାତ ନୂତନ ସୂତ୍ରରୁ ଧାନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ |

କର୍କଟ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ସାଙ୍ଗ ଓ ବନ୍ଧୁ ବାନ୍ଧବ ଆପଣଙ୍କ ସାହାଯ୍ୟ କରିବେ ଓ ଆପଣ ତାଙ୍କ ସହିତ ଅତି ଖୁସି ଅନୁଭବ କରିବେ | ଆଜି ଆପଣ ନିଜର ପ୍ରିୟାର ଅନୂପସ୍ଥିତି ଅନୁଭବ କରିବେ |

ସିଂହ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଜୀବନର କର୍ଯ୍ୟବ୍ୟସ୍ତ ରାସ୍ତାରେ ଆପଣଙ୍କ ଜୀବନ-ସାଥି ଅତି ଉତ୍ତମ ଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଲୀ ଅନୁଭବ କରୁଛନ୍ତି |

କନ୍ୟା ରାଶି
ଘର ଓ କାର୍ଯ୍ୟାଳୟରେ କିଛି କାମ ଚାପି କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି |

ତୁଳା ରାଶି
ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ |

ବିଛା ରାଶି
ଖୁଦ୍ର ସମୟ ପାଇଁ କ୍ରୋଧରେ ଭାସିକି କୌଣସି ନିଷ୍ପତି ନିଅନ୍ତୁ ନାହିଁ |ଏହା ଆପଣଙ୍କ ପିଲାଙ୍କ ହିତାକୁ କ୍ଷେତି କରି ପାରେ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ |

ଧନୁ ରାଶି
ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି |

ମକର ରାଶି
ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ |

କୁମ୍ଭ ରାଶି
ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ |

ମୀନ ରାଶି
ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.