Breaking News

ଆଜିର ରାଶିଫଳ : 07 ଫେବୃଆରୀ 2022 ସୋମବାର କେମିତି କଟିବ ଆଜି ଆପଣଙ୍କର ଦିନ

ମେଷ ରାଶି
ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଉପାରେ ଧ୍ୟାନ ଓ ଯତ୍ନ ନେବା ଉଚିତ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯେଉଁ ଲୋକ ମାନଙ୍କୁ ଆପଣ ପସନ୍ଦ କରନ୍ତି ସେମାନଙ୍କୁ ଉପହାର ଦେବା-ନେବା ପାଇଁ ଅତି ଶୁଭ ଦିନ ଅଟେ ପ୍ରେମର ଋତୁ ଆସିଛି କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ |

ବୃଷ ରାଶି
ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ଯେତେ ବେଳେ ଆପଣ ନିବେଶ କରିବାକୁ ଯିବେ,ସେତେବେଳେ ସ୍ୱତନ୍ତ୍ର ହୋଇ ନିଷ୍ପତି ନିୟନ୍ତୁ | ଆପଣଙ୍କ ସାଥୀକୁ ଭାବନାତ୍ମକ ଦୃଷ୍ଟିରେ ବ୍ଲାକମେଲ କରନ୍ତୁ ନାହିଁ |

ମିଥୁନ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଆପଣଙ୍କ ମାତା-ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା ଓ ଉତ୍ତେଜନାରେ କାରଣ ହୋଇ ପାରେ |

କର୍କଟ ରାଶି
ଆପଣଙ୍କୁ ଅତି ଶୀଘ୍ର ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଓ ନିଜ ଠୁ ସ୍ୱତନ୍ତ୍ର ହେବାକୁ ଆବଶ୍ୟକତା ଅଛି,କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ ଓ ଉତ୍ତମ ସ୍ୱାସ୍ଥ୍ୟର ଲାଭ ଉଠେଇବାଠୁ ଆପଣଙ୍କୁ ବାଧା ଦେଇ ପାରେ |

ସିଂହ ରାଶି – ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ଯେଉଁମାନେ ଅତୀତରେ କୋୖଣସି ଧାନ ନିବେଶ କରିଥିଲେ ଆଜି ସେହି ଧାନ ଲାଭ ହେବାର ସମ୍ଭାବନା ଅଛି | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ

କନ୍ୟା ରାଶି – ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ |

ତୁଳା ରାଶି
କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ |

ବିଛା ରାଶି
ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ | କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଆଜି ଦିନଟା କେବଳ ଆପଣଙ୍କର ହିଁ |

ଧନୁ ରାଶି
ନିଜକୁ କିଛି କୌତୁହଳଜନକ କାର୍ଯ୍ୟରେ ଲଗାନ୍ତୁ | ମାନସିକ ଶାନ୍ତି ପାଇଁ ଆପଣଙ୍କ ଖାଲି ବସିବାର ଅଭ୍ୟାସ ବିପଦଜନକ ପ୍ରମାଣିତ ହୋଇ ପାରେ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି |

ମକର ରାଶି
ନର୍ଭସ ବ୍ରେକଡାଉନ ଆପଣଙ୍କ ଭାବିବା ଶକ୍ତି ଓ ଶରୀରର ପ୍ରତିକ୍ରିଆକୁ ଦୁର୍ବଳ କରି ପାରେ | ସକରାତ୍ମକ ଭାବ ଦ୍ଵାରା ଏହି ସମସ୍ୟା ଠୁ ନିଜାତ ପାଆନ୍ତୁ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ |

କୁମ୍ଭ ରାଶି
ନିଜର ବିଚାର ପ୍ରକାଶିତ କଲା ବେଳେ ସଂକୋଚ କରନ୍ତୁ ନାହିଁ | ଆତ୍ମବିଶ୍ଵାସରେ ତ୍ରୁଟିକୁ ନିଜ ଉପରେ ହବି ହେବାକୁ ଦିଅନ୍ତୁ ନାହିଁ, କାରଣ ଏହା କେବଳ ଆପଣଙ୍କ ସମସ୍ୟାକୁ ଆହୁରି ଶକ୍ତିଶାଳୀ ବନେଇବ, ତା ସହିତ ଆପଣଙ୍କ ଉନ୍ନତିରେ ବାଧା ହେବ | ନିଜର ଆତ୍ମବିଶ୍ୱାସ ପୁଣି ଠାରେ ପାଇବା ପାଇଁ ନିଜର କଥା ଖୋଲିକି କୁହନ୍ତୁ ଓ ବିପଦର ସମାନ ଆଉ ଠାରେ ହସ ସହିତ କରନ୍ତୁ |

ମୀନ ରାଶି
ଉର୍ଜା ଓ ଉତ୍ସାହ ଆପଣଙ୍କୁ ଘେରି ରଖିବା ଓ ଆପଣଙ୍କ ସାମନାରେ ଆସୁଥିବା ପ୍ରତି ସୁଯୋଗର ପୁର୍ଣ ରୂପରେ ଲାଭ ଉଠେଇ ପାରିବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପରିବାର ଲୋକ ବହୁତ ସାରା ଜିନିଷର ଦାବି କରି ପାରନ୍ତି | ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.