Breaking News

ଆଜିର ରାଶିଫଳ : 06 ଫେବୃଆରୀ 2022 ରବିବାର କେମିତି କଟିବ ଆଜି ଆପଣଙ୍କର ଦିନ |

ମେଷ ରାଶି
ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ | ଯେଉଁମାନେ କିଛି ଋଣ ନେଇଥିଲେ , ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ |

ବୃଷ ରାଶି
ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ ଯାହା ଆପଣ ଚାହୁଁ ନାହାନ୍ତି | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ |

ମିଥୁନ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ |

କର୍କଟ ରାଶି
ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ | ସନ୍ଧ୍ୟା ବେଳେ ଟିକେ ହସ-ଖୁସି ସମୟ ନିଜ ପିଲାଙ୍କ ସହିତ କାଟନ୍ତୁ |

ସିଂହ ରାଶି
ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ | ଯଦି ଆପଣ ଅର୍ଥ ଅବସ୍ଥାରେ ବୃଦ୍ଧି ପାଇଁ ସୂତ୍ର ଖୋଜୁଛନ୍ତି, ତାହେଲେ ସୁରକ୍ଷିତ ଯୋଜନାରେ ନିବେଶ କରନ୍ତୁ | କୌଣସି ଦୂରର ବନ୍ଧୁ ବାନ୍ଧବ ଆଡୁ ଆଜି ହଠାତ କୌଣସି ଖବର ଶୁଣି ପୁରା ପରିବାର ଉତ୍ତେଜିତ ରହିବ |

କନ୍ୟା ରାଶି
ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି |

ତୁଳା ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ |

ବିଛା ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ|

ଧନୁ ରାଶି
ଜୀବନ ପାଇଁ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ | ଯଦି ଆପଣ ଅର୍ଥ ଅବସ୍ଥାରେ ବୃଦ୍ଧି ପାଇଁ ସୂତ୍ର ଖୋଜୁଛନ୍ତି, ତାହେଲେ ସୁରକ୍ଷିତ ଯୋଜନାରେ ନିବେଶ କରନ୍ତୁ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ |

ମକର ରାଶି
ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ |

କୁମ୍ଭ ରାଶି
ମାତା-ପିତାଙ୍କୁ ଅଦେଖା କରିବା ଆପଣଙ୍କ ଭବିଷ୍ୟର ସମ୍ଭାବନାକୁ ଶେଷ କରି ଦିଏ | ଭଲ ସମୟ ବହୁତ ବେଶୀ ଦିନ ଯାଏଁ ରହେନି | ମଣିଷର କର୍ମ ଧ୍ବନିର ତରଙ୍ଗ ପରି | ସାଙ୍ଗରେ ମିଶିକି ଏହା ସଂଗୀତ ହୁଅନ୍ତି ଓ ପରସ୍ପର ବିରୁଦ୍ଧରେ ଯାଇକି କର୍କଶ ଶବ୍ଦରେ ପରିଣତ ହୁଅନ୍ତି | ଆମେ ଯାହା କରୁ,ସେଇୟା ହିଁ ପାଉ |

ମୀନ ରାଶି
ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.