Breaking News

Aajira Anuchinta ଅତି ଶୀଘ୍ର ଧନ ଉପାର୍ଜନ କରିବାର ଥିଲେ କରନ୍ତୁ ଗୋଟେ ଉପାୟ, ଶୀଘ୍ର ଦେଖନ୍ତୁ !

ହେଲୋ ଫ୍ରେଣ୍ଡ୍ ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ମାନେ ରଖନ୍ତୁ ଯଦି ଅଧିକ ପରିଶ୍ରମ କଲା ପାରେ ମଧ୍ୟ ଆପଣଙ୍କୁ ଫଳ ପ୍ରାପ୍ତ ହେଉ ନଥାଏ ତେବେ ଗୁରୁବାର ବ୍ରତ କରିବା ସହ ହଳଦିଆ ବସ୍ତ୍ର ପିନ୍ଧିବା ସହିତ ସଫଳତା ପ୍ରାପ୍ତ ହୋଇଥାଏ

ନିଯମିତ ଭାବରେ ଓସ୍ଥ ଗଛ ମୂଳରେ ଜଳ ଅର୍ପଣ କରିବା ସହିତ ହଳଦିଆ ରଙ୍ଗର ଫୁଲ ଫୁଟୁଥିବା ଗଛ ପାଖରେ ଘର ତିଆରି କରିବା ଦ୍ୱାରା ସୋଇଥିବା ଭାଗ୍ୟ ଆପଣଙ୍କର ଜାଗ୍ରତ ହୋଇଥାଏ

ମଥାରେ କେଶର ଓ ଚନ୍ଦନ ତିଳକ ଲଗାଇବା ଦ୍ବାରା ଗୁରୁ ଗୁରୁଜନଙ୍କୁ ସମ୍ମାନ କରିବା ମିଛ ନ କହିବା ମଦ ମାଂସ ଭକ୍ଷଣ ନ କରିବା ଦ୍ୱାରା ସୋଇଥିବା ଭାଗ୍ୟ ଆପଣଙ୍କର ଜାଗ୍ରତ ହୋଇଥାଏ

ସୋମବାର କିମ୍ବା ଶନି ବାର ଦିନ ଗହମ ରେ 11 ଟି ତୁଳସୀ ପତ୍ର ପକାଇ ଓଷା କରିବା ଦ୍ଵାରା ଲକ୍ଷ୍ମୀ ଙ୍କର ସ୍ଥାଇ ବାସ ହୋଇଥାଏ ଏବଂ ଅଭାବ ମଧ୍ୟ ଦୂର ହୋଇଥାଏ ଗହମରେ କିଛି ବୁଟ ଚନା ମିଶାଇ ପେଶାଇବା ଦ୍ବାରା ଶୁଭ ଓ ମଙ୍ଗଳ କରି ହେବା ସହିତ ଘରେ ଅଭାବ ମଧ୍ୟ ଦୂର ହୋଇଥାଏ

ଘରର ମୁଖ୍ୟ ଦ୍ଵାର ତିଆରି କରିବା ସମୟରେ ବନ୍ଧ ତଳେ ଖଣ୍ଡ ଚନ୍ଦନ କାଠ ପୋଟିବା ଦ୍ବାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ଏବଂ ସଂବୃଦ୍ଧି ବୃଦ୍ଧି ହୋଇଥାଏ

ଘର ନିର୍ମାଣ କରିବା ପୂର୍ବରୁ ଭୂମି ଉପରେ 5 ଜଣ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଦ୍ବାରା ଘରେ ଧନ ସୁଖ ଔଶର୍ଯ୍ୟର ବାସ ହୋଇଥାଏ ପିଲା ମାନେ ସଂସାରୀ ଏବଂ ଆଜ୍ଞାକାରୀ ମଧ୍ୟ ହୋଇଥାନ୍ତି

ଯଦି ଜୀବନରେ ସମସ୍ୟା ଓ ଦୁଃଖ ଆପଣଙ୍କର ଭାରି ରହୁଥାଏ ତେବେ 100 ଗ୍ରାମ ଗୋଟା ଚାଉଳ କୌଣସି ପୋଖରୀରେ ପକାଇବା ଦ୍ବାରା ଏହା ମଙ୍ଗଳ କରି ହୋଇଥାଏ ଯଦି ଘରେ ନିଜର ମାତା କୌଣସି କଷ୍ଟ ଭୋଗୁଥାନ୍ତି ତେବେ 121 ଟି ପେଡା ପିଲାଙ୍କୁ ବାଣ୍ଟିବା ଦ୍ଵାରା ଏହା ମଙ୍ଗଳ କାରୀ ହୋଇଥାଏ ଏବଂ କଷ୍ଟ ମଧ୍ୟ ଦୂର ହୋଇଥାଏ

ଯଦି ନିଜର କୌଣସି ସମ୍ପତି ଅଧିକ ଦାମ୍ ରେ ବିକ୍ରି ହେଉ ନଥାଏ ତେବେ ପାଖରେ ସବୁ ବେଳେ ଚଣ୍ଡିର ଚାରି କନୁଆ ଖଣ୍ଡ ରଖିବା ଦ୍ବାରା ଏବଂ ଧଳା ଟୋପି ପିନ୍ଧିବା ଦ୍ବାରା ସମ୍ପତି ଅଧିକ ଦାମ୍ ରେ ବିକ୍ରି ହୋଇଥାଏ

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.