Breaking News

Aadhar କାର୍ଡ ରେ ଶୀଘ୍ର କରନ୍ତୁ ଏହି କାମ, ନହଲେ ଆପଣ ମାନଙ୍କୁ ମିଳିବ ମହିନାହିଁ ସରକାର ଙ୍କର ଏହି ସବୁ ସହାୟତା ଦେଖନ୍ତୁ…. କଣ ଏହି ସବୁ ଲାଭ !

ନମସ୍କାର ବନ୍ଧୁଗଣ ଏବେ ଆଧାର କାର୍ଡ କୁ ନେଇକି ସରକାର କ ତରଫ ରୁ ବହୁତ୍ ବଡ ଅପଡେଟ ଆସିଛି ଯାହା କୁ ଆଜି ଆପଣ ମାନକୁ ଜଣେଇବି ହିଁ ସାଙ୍ଗମାନେ ଯଦି ଆପଣ ମାନକର ଆଧାର କାର୍ଡ ଅଛି ଏବଂ ଆପଣ ମାନେ ସରକାରୀ ଯୋଜନାରେ ଲାଭ ପାଉଛନ୍ତି ତାହେଲେ ଆପଣ ଜାଣି ପାରିବେ ଏବେ ସରକାର କ ତରଫ ରୁ ଆଧାର କାର୍ଡ କୁ ନେଇ କି କଣ ବଡ ଅପଡେଟ ଆସିଛି |

ସାଙ୍ଗମାନେ ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ଇୱାଡ଼ି ତରଫ ରୁ ଆଧାର କାର୍ଡ କୁ ନେଇ କିଛି ଘୋଷଣା କରାଯାଇଥିଲା କୁହାଯାଇଥିଲା ଯେଉଁ ମାନକର ଆଧାର କାର୍ଡ ୧୦ ବର୍ଷ ହେଇ ସରିଛି ସେମାନଙ୍କୁ ଅପଡେଟ କରିବା କୁ ପଡିବ କିନ୍ତୁ ସେହି ଟାଇମ ରେ ଆଧାର କାର୍ଡ ର ଏହି ଅପଡେଟ ଉପରେ ସରକାର କିଛି ଗୁରୁତ୍ଵ ଦେଇ ନଥିଲେ କିନ୍ତୁ ସାଙ୍ଗମାନେ ସରକାର କ ତରଫ ରୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି |

କୁହଜିଛି ଯେଉଁ ମାନକର ଆଧାର କାର୍ଡ ୧୦ ବର୍ଷ ହୋଇସାରିଛି ଏବଂ ସେମାନେ କୌଣସି ଅପଡେଟ କରି ନାହାନ୍ତି ସେମାନଙ୍କୁ ଆଧାର କାର୍ଡ କୁ ଅପଡେଟ କରିବା କୁ ପଡିବ ହିଁ ସାଙ୍ଗମାନେ ଯଦି ଆପଣ କର ଆଧାର କାର୍ଡ ୧୦ ବର୍ଷ ହୋଇସାରିଛି ତେବେ ଆପଣ କୌଣସି ଅପଡେଟ କରିନାହାନ୍ତି ତେବେ ଆପଣ ମାନେ କୌଣସି ସରକାରୀ ଯୋଜନାରେ ଲାଭ ପାଇ ପାରିବେ ନାହିଁ ସେଥି ପାଇ ଆପଣ କ ଆଧାର କାର୍ଡ କୁ ଡକ୍ୟୁମେଣ୍ଟ ଅପଡେଟ କରିବା ପାଇଁ ପଡିବ |

ସାଙ୍ଗମାନେ ଆଧାର କାର୍ଡ କୁ ଡକ୍ୟୁମେଣ୍ଟ ରେ ଅପଡେଟକରିବା ପାଇଁ ଆପଣ ମାନେ ଚାହିଁଲେ ଯେ କୌଣସି ଆଧାର ସେବା କେନ୍ଦ୍ର କୁ ଜାଇକିରି ସେଠାରେ ଆପଣ ମାନେ ଆପଣ କ ଆଧାର କାର୍ଡ ରେ ଡକ୍ୟୁମେଣ୍ଟ ଅପଡେଟ କରି ପାରିବେ କିନ୍ତୁ ଯଦି ଆପଣଙ୍କ ଆଧାର କାର୍ଡ ରେ ମୋବାଇଲ୍ ନମ୍ବର ଲିଙ୍କ ଅଛି ତାହେଲେ ଆପଣ ଚାହିଁଲେ ଆପଣ ଘରେ ବସିକିରି ଆପଣ କ ଆଧାର କାର୍ଡ ରେ ଆପଣ କର ଡକ୍ୟୁମେଣ୍ଟ ଅପଡେଟ କରି ପାରିବେ ଏବଂ ଆପଣ କୁ ଏହା କରିବା କୁ ୫୦ ଟଙ୍କା ଲାଗିବ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.