ଦର୍ଶକବନ୍ଧୁ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ସେହି ଲୋକଙ୍କ ଶୋଭାବ ବିଷୟରେ ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷରଟି ରେ ଲେଟରରୁ ଆରମ୍ଭ ହୋଇଥାଏ ଯଦି ଆପଣ ବି ଅଛନ୍ତି କୌଣସି ବ୍ୟକ୍ତିଙ୍କ ନିକଟରେ କିମ୍ବା ଆପଣଙ୍କ ପରିବାର କେହି ଏପରି ବ୍ୟକ୍ତି ଅଛନ୍ତି ଯାହାର ନାମର ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥାଏ | ବନ୍ଧୁଗଣ ଯଦି କୌଣସି ପୁଅ କିମ୍ବା ଝିଅ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ତେବେ ଏହି ବ୍ୟକ୍ତି ବହୁତ ଆକର୍ଶିତ ହୋଇଥାନ୍ତି ଆଉ ସର୍ବଦା ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥାନ୍ତି |
ଏମାନଙ୍କର ଶରୀର ଗଠନ ଏପରି ହୋଇଥାଏ ଯେ କୌଣସି ବ୍ୟକ୍ତି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏମାନେ ସର୍ବଦା ସୁନ୍ଦର ତାକୁ ପସନ୍ଦ କରିଥାନ୍ତି | ଏବଂ ନିଜେ ମଧ୍ୟ ଏହି ଶ୍ରେଣୀରେ ଆସନ୍ତି ଏମାନେ ବହୁତ ଚାଳକ ହୋଇଥାନ୍ତି ଏବେ ଜାଣିବ ଏମାନଙ୍କର ସୋଭାବ କିପରି ହୋଇଥାଏ | ଯେଉଁ ବ୍ୟକ୍ତିର ପ୍ରଥମ ଅକ୍ଷର A ନାମରୁ ଆରମ୍ଭ ହୋଇଥାଏ ସେହି ପରି ବ୍ୟକ୍ତି ବହୁତ ଭାବୁକ ଅଟନ୍ତି ଏମାନଙ୍କର ଘର ପାରିବାର ଇଚ୍ଛା ଓ ଦୁନିଆର ସବୁ ଲୋକ ଭଲରେ ରୁହନ୍ତୁ |
ଯଦି ଏମାନଙ୍କର କଥା କେହି ଶୁଣନ୍ତି ନାହିଁ ତେବେ ଏମାନଙ୍କୁ ଖରାପ ଲାଗିଥାଏ | ଏବଂ ନିରାଶ ମଧ୍ଯ ହୋଇଯାଆନ୍ତି ପାଠ ପଢା କୁ ନେଇ ଏମାନେ ନିଜ ଭବିଷ୍ୟତ ପାଇଁ ସଚେତନ ହୋଇଥାନ୍ତି | ଯଦି ଏହି A ଅକ୍ଷରର ବ୍ୟକ୍ତି ଯଦି କୌଣସି କାମ ଆରମ୍ଭ କରିଥାନ୍ତି ସେହି କାମ ନସରିବା ପର୍ଯ୍ୟନ୍ତ ଶାନ୍ତିରେ ସେ ବସନ୍ତି ନାହିଁ ଅର୍ଥାତ୍ ଏମାନେ ଯେଉଁ କାମ ଆରମ୍ଭ କରିଥାନ୍ତି ତାକୁ ଶେଷ କରିକି ହିଁ ରହିଥାନ୍ତି ଏମାନଙ୍କୁ ପ୍ରତେକ ଦିନିଷ ଡେରିରେ ଏବଂ ଧୀରେ ଧୀରେ ମିଳିଥାଏ |
ଯଦି ଏମାନଙ୍କୁ ସଫଳତା ମିଳେ ଏବଂ ସଫଳତାର ଶ୍ରିଷରେ ପହଞ୍ଚି ଯାଆନ୍ତି ଜୀବନରେ ବହୁତ ସଂଘର୍ଷ ହୋଇ ମଧ୍ୟ ଏମାନେ ନିଜ ସଫଳତାରେ ଯାଇଁ ପହଞ୍ଚି ଥାନ୍ତି | A ଅକ୍ଷରର ବ୍ୟକ୍ତି ମାନେ ପ୍ରେମକୁ ବହୁତ ଗୁରୁତ୍ବ ଦେଇଥାନ୍ତି ହେଲେ ଏମାନେ ଏତେ ରୋମାଣ୍ଟିକ ନୁହଁନ୍ତି ପ୍ରେମ ସମ୍ବଧ ରେ ବହୁତ ଲକି ହୋଇଥାନ୍ତି |
କାରଣ ଏମାନେ ଯେତିକି ଚାହିଁ ଥାନ୍ତି ତାହା ଠାରୁ ଆଦିକ ପାଇଥାନ୍ତି ପ୍ରେମ ଆଉ ଏମାନଙ୍କର ସମ୍ପ୍ରକ୍ ଟିକେ କମ ହୋଇଥାଏ ହେଲେ ଏମାନେ ସମ୍ପ୍ରକକୁ ବହୁତ ଗୁରୁତ୍ବ ଦେଇଥାନ୍ତି | ଏମାନେ ନିଜର ସାଧାରଣ ଶକ୍ତି କାହା ଆଗରେ ପ୍ରକାଶ କରନ୍ତି ନାହିଁ କିନ୍ତୁ ଅବସକ୍ୟ ପଡ଼ିଲେ ସେମାନେ ଏପରି କାମ କାରିକି ଦେଖନ୍ତି ଯାହାକି ଏମାନଙ୍କ ଶକ୍ତିର ଉର୍ଦ୍ଧରେ ଥାଏ | ଏମାନେ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି |