Breaking News

A ‘ Letter ଥିବା ବ୍ୟକ୍ତି, ନାମର ପ୍ରଥମ ଅକ୍ଷର ( A ) ଥିଲେ ଜଣାନ୍ତୁ ତାଙ୍କ ଶୋଭାବ ଓ ଚରିତ୍ର |

ଯଦି କୌଣସି ପୁଅ ବା ଝିଅ ଙ୍କର ନାମ ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥାଏ ତେବେ ଏହି ବ୍ୟକ୍ତି ବହୁତ ଆକର୍ଷଣୀୟ ହୋଇଥାନ୍ତି ଏମାନେ ସବୁବେଲେ ଆକର୍ଷିନ ର କେନ୍ଦ୍ର ବିନ୍ଧୁ ପାଲଟିଥାନ୍ତି ଏମାନର ଶରୀର ଗଠନ ଏପରି ହୋଇଥାଏ ଯେ କୌଣସି ବ୍ୟକ୍ତି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏହି ନମ୍ର ବ୍ୟକ୍ତି ମାନେ ସର୍ବଦା ସୁନ୍ଦର ତାକୁ ପସନ୍ଦ କରିଥାନ୍ତି ଏବଂ ନିଜେ ମଧ୍ୟ ଏହି ଶ୍ରେଣୀରେ ଆସନ୍ତି ଏମାନେ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି ଯେଉଁ ବ୍ୟକ୍ତିଙ୍କ ନମ୍ର ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ବହୁତ ଭାବୁକ ହୋଇଥାନ୍ତି |

A ନମ୍ର ବ୍ୟକ୍ତି ମାନେ ଘର ପରିବାର ଏବଂ ଦୁନିଆର ସବୁ ଲୋକ ଖୁସିରେ ରୁହନ୍ତୁ ସବୁ ବେଳେ ଚାହିଁ ଥାନ୍ତି ଯଦି ଏମାନଙ୍କ କଥା କେହି ଶୁଣନ୍ତି ନାହିଁ ତ ଏମାନଙ୍କୁ ବହୁତ ଖରାପ ଲାଗିଥାଏ ଏବଂ ହ୍ରସ ମଧ୍ୟ ହୋଇଥାଏ ପାଠ ପଢା ଓ ନିଜ ଭବିଷ୍ୟତକୁ ନେଇ ଏହି ବ୍ୟକ୍ତି ମାନେ ବହୁତ ସଚେତନ ହୋଇଥାନ୍ତି | A ନାମର ବ୍ୟକ୍ତି ମାନେ କୌଣସି କାମକୁ ଅଧାରେ ଛାଡ଼ନ୍ତି ନାହିଁ ଯେଉଁ କାମ କରି ଥାନ୍ତି ତାକୁ ଶେଷ କରି ହିଁ ରହିଥାନ୍ତି | A ନାମର ବ୍ୟକ୍ତି ମାନଙ୍କ ପ୍ରତେକ ଦିନିଷ ଡେରିରେ ଓ ଧୀରେ ଧୀରେ ମିଳିଥାଏ ଏହି ନମ୍ର ବ୍ୟକ୍ତି ଙ୍କୁ ଯଦି ସଫଳତା ମିଳେ ଏମାନେ ସଫଳତାର ଶୀର୍ଷ ରେ ପହଞ୍ଚି ଯାନ୍ତି ଜୀବନରେ ବହୁତ ସଙ୍ଘର୍ଷ ହେଲେ ମଧ୍ୟ ଏହି ବ୍ୟକି ମାନେ ନଜି ଲକ୍ଷ ସ୍ଥଳରେ ପହଞ୍ଚି ଥାନ୍ତି |

A ଅକ୍ଷର ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରେମକୁ ବହୁତ ଗୁରୁତ୍ୱ ଦେଇ ଥାନ୍ତି ଏମାନେ ଯାହାକୁ ପ୍ରେମ କରନ୍ତି ତାକୁ ହୃଦୟରୁ ଚାହିଁ ଥାନ୍ତି ଏମାନେ ଯେତିକି ଚାହିଁ ଥାନ୍ତି ତା ଠାରୁ ଅଧିକ ପାଇଥାନ୍ତି ଏହି ନମ୍ର ବ୍ୟକ୍ତି ମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି | ଯେଉଁ ସମ୍ପର୍କରେ ଥରେ ଯୋଡି ହୋଇଯାନ୍ତି ଚେଷ୍ଟା କରନ୍ତି ସାରା ଜୀବନ ସେହି ସମ୍ପର୍କକୁ ବଜାଇ ରଖିବା ପାଇଁ ଏମାନେ ନିଜର ପ୍ରେମ କୁ ପାଇବା ପାଇଁ ବଡ଼ ବଡ଼ ପରକ୍ଷା ର ସାମ୍ନା କରିଥାନ୍ତି |

ଏମାନେ ବାହାରକୁ ଯେତିକି ଦେଖା ଯାନ୍ତି ତା ଠାରୁ ଅଧିକ ସାହସୀ ହୋଇଥାନ୍ତି Aରୁ ଆରମ୍ଭ ହୋଇଥିବା ବ୍ୟକ୍ତି ବିଶେଷ ମାନେ ଜନ୍ମରୁ ଅନେକ ଗୁଣର ଅଧିକାରୀ ଅଟନ୍ତି ଏହି ସବୁ ଗୁଣ ଯୋଗୁଁ ଏମାନେ ସମାଜରେ ମାନ ସନମାନ ପାଇଥାନ୍ତି ଏହି ବ୍ୟକ୍ତି ମାନେ ନିଜର ସାଧରଣତ ଶକ୍ତି ଅନ୍ୟକୁ ଦେଖନ୍ତି ନାହିଁ କିନ୍ତୁ ଆବଶକ୍ୟ ପଡିଲେ ଇମ୍ମାନେ ଏମିତି କାମ କରନ୍ତି ଯେ ଯାହାକି ଏମାନଙ୍କ ଶକ୍ତିର ବହୁତ ଉର୍ଦ୍ଧରେ ଥାଇ ଏଇ ନାମର ବ୍ୟକ୍ତି ମାନେ ନିଜ କଥା ସମସ୍ତଙ୍କୁ କୁହନ୍ତି ନାହିଁ ଏମାନେ ସାଧାରଣତ କ୍ରୋଧ ଶୋଭାବର ଅଟନ୍ତି | ଠାରେ ରାଗି ଗଲେ ଏମାନଙ୍କୁ ବୁଝେଇବା ବହୁତ କଷ୍ଟ ସାବ୍ୟସ୍ତ ହୋଇଥାଏ A ନାମର ବ୍ୟକ୍ତି ମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି ଏକୁଟିଆ ରହିବାକୁ ଏମାନେ ଚାହିଁଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.