Breaking News

ଭିଡିଓ ଦେଖନ୍ତୁ – ଲକଡାଉନ ସମୟରେ ଉତ୍ତମ ମହାନ୍ତି ଓ ଅପରାଜିତା (Uttam Mohanty) ଘରେ ରହି କଣ କରୁଛନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି ବର୍ତ୍ତମାନ ସମୟ ରେ କଣ କରୁଛନ୍ତି । ବନ୍ଧୁଗଣ ଯଦି ଆଜି ଆମ ଓଡିଆ ଇଣ୍ଡଷ୍ଟ୍ରୀ ବହୁତ ଆଗ କୁ ଯାଇଥାଏ ତାହେଲେ ଅପରାଜିତା ଙ୍କ ଭଳି ଅନେକ ବରିଷ୍ଠ କଳାକାର ମାନ ଙ୍କ ପାଇଁ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅପରାଜିତା ମହାନ୍ତି ଜେଜେମା ହୋଇ ସାରିଛନ୍ତି । କିନ୍ତୁ ଯଦି ଆମେ ତାଙ୍କ ପୁରୁଣା କଥା କହିବା ମାନେ ସେ ଯେବେ ବିବାହ କରି ନଥିଲେ , ସେତେବେଳେ ଓଡିଆ ଇଣ୍ଡଷ୍ଟ୍ରୀ ର ଗୋଟିଏ ସୁନ୍ଦରୀ ଅଭିନେତ୍ରୀ ଥିଲେ ଅପରାଜିତା ମହାନ୍ତି । ସେ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ ଓ ତାଙ୍କର ଏହି ଅଭିନୟ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହିତ ଅପରାଜିତା ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହୋଇ ପାରିଥିଲେ ।

ସେତେବେଳେ ମଧ୍ୟ ଅପରାଜିତା ଓ ଉତ୍ତମ ମହାନ୍ତି ଙ୍କ ଯୋଡି ଲୋକ ପ୍ରିୟ ଯୋଡି ଥିଲା ଓ ଏହି ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ । ତାହେଲେ ଏହି ଦୁଇ ଯୋଡି ବହୁ ସାରା ଚଳଚିତ୍ର ରେ ଅଭିନୟ କରିଛନ୍ତି ଓ ଅଭିନୟ କରୁ କରୁ ପରସ୍ପର କୁ ଭଲ ପାଇ ବସିଥିଲେ ଓ ପରବର୍ତ୍ତୀ ସମୟ ରେ ବିବାହ କରିଥିଲେ ।


ବର୍ତ୍ତମାନ ସମୟ ରେ ଅପରାଜିତା ତାଙ୍କ ନାତି ଙ୍କୁ ଦେଖିଲେଣି ଓ ନାତି ସହ ମଧ୍ୟ ଖେଳୁଥିବା ର ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅପରାଜିତା ଆମ୍ବ ରସ ତିଆରି କରୁଛନ୍ତି ଓ ତାଙ୍କ ସ୍ବାମୀ ଉତ୍ତମ ମହାନ୍ତି ସହ ଏକାଠି ବସି ଟିଭି ଦେଖୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *