Breaking News

ଦେଖନ୍ତୁ ଭିଡ଼ିଓ – ଗାଡି ଅଟକାଇ ବସ୍ ଡ଼୍ରାଇଭରଙ୍କ ସହ ମହିଳା କଲେ ଏମିତି କିଛି

ଦମ୍ପତ୍ତିଙ୍କ କାର କୁ ଧ-କ୍କା ଦେଇ ଖସି ପଳାଇ ଯାଉଥିବା ବସ୍ ଡ଼୍ରାଇଭରକୁ ପଡ଼ିଲା ମହଙ୍ଗା। ରାସ୍ତା ମଝିରେ ବସ ଡ୍ରାଇଭରକୁ ନି-ର୍ଦ୍ଧୁ-ମ ପି-ଟି-ଲେ ଦମ୍ପତ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଠାରେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର ଜନୈକା ଦମ୍ପତ୍ତି ନିଜ କାର ରେ ଯିବା ସମୟରେ ତାଙ୍କର ପଛରୁ ଆସୁଥିବା ଏକ ଧଳା ରଙ୍ଗର ଆଇକର୍ ବସ୍ ତା-ଙ୍କୁ ଧ-କ୍କା ଦେ-ଇ ଖସି ପଳାଉଥିଲା।

ସୌଭାଗ୍ୟବଶତଃ ଏଥିରେ କାହାର କିଛି ଅ-ଘ-ଟ-ଣ ଘଟି ନଥିଲା। ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ- ସ୍ତ୍ରୀ ଦୁଇଜଣ ଉକ୍ତ ବସ୍ ର ପିଛା କରିଥିଲେ। କିଛି ବାଟ ଧରି ପିଛା କରିବା ପରେ କୌଣସି ଏକ ଜନଗହଳପୂର୍ଣ୍ଣ ରାସ୍ତାରେ ବସ୍ ଡ୍ରାଇଭର ଜଣକ ବସ ର ଗତିକୁ ଧିମା କରିବା ସମୟରେ ଉକ୍ତ ଦମ୍ପତି ନିଜ କାର କୁ ନେଇ ବସ୍ ଆଗରେ ରଖି ଦେଇଥିଲେ। ଆଉ କେହି କିଛି ବୁଝିବା ଆଗରୁ ମହିଳା ଜଣକ ସିଧା ନିଜ କାରରୁ ବାହାରି ବସ୍ ଭିତରକୁ ପଶି ଯାଇଥିଲେ। ଆଉ ସମସ୍ତ ଯାତ୍ରୀ ମାନଙ୍କ ଆଗରେ ଡ୍ରା-ଇ-ଭ-ର-କୁ ଚା-ପୁ-ଡ଼ା ମା-ରି-ଥି-ଲେ।

ଏହି ସମୟରେ ତାଙ୍କର ସ୍ବାମୀ ଆସି ବସ ଡ୍ରାଇଭରକୁ ବସ୍ ଭି-ତ-ରୁ ଭି-ଡ଼ି ନେଇଥିଲେ ଆଉ ରାସ୍ତା ମଝିରେ ସର୍ବ ସମ୍ମୁଖରେ ସ୍ବାମୀ ସ୍ତ୍ରୀ ଦୁଇଜଣ ବସ ଡ୍ରାଇଭର ଜଣକୁ ଚା-ପୁ-ଡ଼ା ମା-ରି-ବା ସହିତ ନି-ର୍ଦ୍ଧୁ-ମ ପି-ଟି-ଥି-ଲେ। ଏହି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା ହେଲେ କେହି ଜଣେ ବି ଉକ୍ତ ଦମ୍ପତିଙ୍କ ମା-ଡ-ରୁ ଡ୍ରାଇଭର ଜଣକୁ ବ-ଞ୍ଚା-ଇ-ବା ପାଇଁ ବାହାରିନଥିଲେ। ଏହି ଘଟଣା ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଥିଲା।

ତେବେ କେହି ଜଣେ ପ୍ରତ୍ୟକ୍ଷଦର୍ଶୀ ଏହି ଦୃଶ୍ୟକୁ ନିଜ ଫୋନ ମାଧ୍ୟମରେ ରେକର୍ଡ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ଲୋକ ମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ସ୍ବାମୀ ସ୍ତ୍ରୀ ଦୁହେଁ ଏ ସମ୍ପର୍କରେ ପୋଲିସକୁ ନଜଣାଇ ରାଜରାସ୍ତାରେ ଡ୍ରାଇଭରଙ୍କୁ ଏ-ଭ-ଳି ମା-ଡ଼ ମା-ରି-ବା-ର ଅଧିକାର ତାଙ୍କୁ କିଏ ଦେଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏହା ସହିତ ଡ଼୍ରାଇଭରଙ୍କ ପ୍ରତି ମହିଳାଙ୍କ ଏଭଳି ଆ-ଚ-ର-ଣକୁ ନି-ନ୍ଦା କରୁଛନ୍ତି। ପୋଲିସକୁ ଏ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *