Breaking News

ଓଡିଶାର ଏହି ନାମୀଦାମୀ କଳାକାର ମାନେ କରୋନା ରେ ମୃ- ତ୍ୟୁ -ବରଣ କରିଛନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ କରୋନା ର ପ୍ରଥମ ଲହର ଓ ଦ୍ବିତୀୟ ଲହର ରେ କରୋନା ରେ ସଂକ୍ରମିତ ମୃତ୍ଯୁ ବରଣ କରିଥିବା ଆମ ସମସ୍ତ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ମାନ ଙ୍କୁ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କରୋନା ଆମର ସବୁ ସୁଖ ଛଡାଇ ନେଇ ବହୁତ ଗୁଡାଏ ଦୁଃଖ ଛାଡି ଦେଇଛି । ତାହେଲେ ଆସନ୍ତୁ ଜାଣିବା –

ଅଜିତ ଦାସ – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅଜିତ ଦାସ ଙ୍କୁ ସେ ଜଣେ ବରିଷ୍ଠ ଅଭିନେତା । ସେ ପୁରୁଣା କାଳ ରୁ ହିରୋ ଭାବେ ଅଭିନୟ କରି ବର୍ତ୍ତମାନ ଯୁଗ ରେ ବାପା,ଜେଜେ ବାପା ଚରିତ୍ର ରେ ଅଭିନୟ କରୁଛନ୍ତି । ତାହେଲେ ଦର୍ଶକ ଗତ ବର୍ଷ ଅଜିତ ଦାସ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ଓ ମୃତ୍ଯୁ ବେଳ କୁ ତାଙ୍କୁ ମାତ୍ର ୮୦ ବର୍ଷ ବୟସ ହୋଇଥିଲା ।


ବିଜୟ ମହାନ୍ତି – ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତାଙ୍କର ସମସ୍ତ ବିଷୟ ରେ ଅବଗତ ଥିବେ , ତାହେଲେ ବନ୍ଧୁଗଣ ଗତ ବର୍ଷ ବିଜଯ ମହାନ୍ତି କରୋନା ରେ ଆକ୍ରାନ୍ତ ହୋଇ ଥିଲେ ଓ ତାଙ୍କର ମଧ୍ୟ ହୃଦଜନିତ ରୋଗ ଥିଲା । ସେ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ଯୁ ବରଣ କରିଥିଲେ ।


ରବି ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ରବି ମିଶ୍ର ଙ୍କୁ ନିଶ୍ଚୟ ଜାଣିଥିବେ ସେ ବହୁ ଗୁଡିଏ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିଲେ ଓ ସେ ହେ ପ୍ରଭୁ ଧାରାବାହିକ ରେ ଦର୍ଶକ ମାନ ଙ୍କୁ ନିଜ ଅଭିନୟ ମାଧ୍ୟମ ରେ ବେଶ ହସାଇଥିଲେ । ତାହେଲେ ସେ ଗତ ବର୍ଷ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ।


ପ୍ରଦୀପ ମହାରଥୀ – ଦର୍ଶକ ବନ୍ଧୁ ଏହି ନାମ ଟି କୁ କିଏ ବା ନ ଜାଣେ ସେ ପିପିଲି ବିଧାୟକ ହୋଇଥିଲେ ମଧ୍ୟ ତାଙ୍କର କଥାଶୈଳୀ ପାଇଁ ସେ ସବୁଠି ପରିଚିତ ହୋଇଥିଲେ । କିନ୍ତୁ ସେ ମଧ୍ୟ ଗତ ବର୍ଷ କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ।

ତପୁ ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ ଦୁଇ ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଗାୟିକା କରୋନା ରେ ସଂକ୍ରମିତ ହୋଇଥିଲେ ଓ ସଂକ୍ରମିତ ହବା ପରେ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ସୁଧାର ନ ଆସିବା ରୁ ତାଙ୍କୁ ସମ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଆହୁତି ଉତ୍ତମ ଚିକିତ୍ସା ପାଇଁ କୋଲକାତା,ଚେନ୍ନାଇ ନେବେ ବୋଲି ଯୋଜନା କରୁଥିବା ସମୟ ରେ ତପୁ ମିଶ୍ର ଚକିତ୍ସଧିନ ଅବସ୍ଥା ରେ ମୃତ୍ଯୁ ବରଣ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.