Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ମାନଙ୍କୁ ଟ୍ରୋ -ଲ କରାଯାଉଥିବା ବିବାଦକୁ ନେଇ କଣ କହିଲେ ଭୂମିକା (Bhoomika)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ମାନ ଙ୍କୁ ଯଉଁଭଳି ଭାବେ ଟ୍ରୋଲ କରା ଯାଉଛି ତାହା ଏକ ନିନ୍ଦନୀୟ କଥା ଅଟେ , ତାଙ୍କର ସମସ୍ତ ରହସ୍ୟମୟ ପ୍ରଶ୍ନ କୁ ନେଇ ତାର ଅଲଗା ଅର୍ଥ କୁ ସୋସିଆଲ ମିଡ଼ିଆ ରେ ସେମାନ ଙ୍କୁ ଟ୍ରୋଲ କରିଥାଆନ୍ତି । ତାହେଲେ ଏହାକୁ ନେଇ କଣ କହୁଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ଆସନ୍ତୁ ଜାଣିବା । ଆପଣ ମାନେ ନିଶ୍ଚୟ ଦେଖିଥିବେ ଭୂମିକା ଦାସ ଙ୍କୁ ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିବାର ଓ ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଶିଶୁ କଳାକାର ଭାବେ ବେଶ ପରିଚିତ ।

ସେ ରୁମକୁ ଝୁମୁନା ଫିଲ୍ମ୍ ରେ ଅଭିନୟ କରି ସେ ଛୋଟ ବେଳୁ ସେ ଲୋକ ପରିଚିତ ହୋଇପାରିଛନ୍ତି । ବଡ଼ ହେଲା ପରେ ସେ ତୁ ମୋ ଲଭ୍ ଷ୍ଟୋରି ରେ ଅଭିନୟ କରିଥିଲେ ଓ ସେ ଫିଲ୍ମ୍ ଟି ମଧ୍ୟ ସୁପର୍ ହିଟ ହୋଇଥିଲା । ବର୍ତ୍ତମାନ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଓଡ଼ିଶା ଘରେ ଘରେ ପରିଚିତ । ଆଉ ତାଙ୍କ ଜବରଦସ୍ତ ଅଭିନୟ ପାଇ ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ତାହେଲେ ଏହି ତରଳ କୁ ନେଇ ଭୂମିକା କହିଛନ୍ତି ଯେ ଆଗରୁ ଏହି ଭଳି ଜିନିଷ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ନଥିଲା ଓ ଏହା କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ରେ ରେ ଥିଲା ।

କିନ୍ତୁ ବର୍ତ୍ତମାନ ସମୟ ରେ ଟ୍ରୋଲ କରୁଥିବା ବ୍ୟକ୍ତି କପି କରି ନିଜେ ଭାଇରାଲ ହବା ପାଇଁ ଏହିଭଳି କରୁଛନ୍ତି କିନ୍ତୁ ଏହା ଉଚିତ କାମ ନୁହେଁ । ଖାଲି ସେତିକି ନୁହେଁ ବନ୍ଧୁ ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସମସ୍ତ କଳାକାର ମାନ ଙ୍କୁ ଖ ରା ପ କ -ଥା କହିଥାଆନ୍ତି ସେ ଲାଇଭ ଆସିଥିବା ସମୟ ରେ ହଉ ବା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ହଉ କିଛି ଫରକ ପଡିବାଣୀ କାରଣ ଜଣେ ବ୍ୟକ୍ତି ଅପେକ୍ଷା ବହୁ ବ୍ୟକ୍ତି ସମସ୍ତ ଅଭିନେତା ମାନ ଙ୍କୁ ସପୋର୍ଟ କରି ଥାଆନ୍ତି । ସେଥିପାଇଁ ଆପଣ ମାନେ ଅଭିନେତା ମାନନ ଙ୍କୁ ଟ୍ରୋଲ କରିବା ଇଙ୍ଗିତ କରିବା,ଖରାପ ଭା ଷା ରେ ଗା ଳି କରିବା ଏଗୁଡିକ ଉଚିତ କା ମ ନୁହେଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.