ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା
ବର୍ଷା ପ୍ରିୟଦର୍ଶିନୀ – ଆପଣ ମାନେ ନିଶ୍ଚୟ ଜାଣି ଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ବହୁ ଗୁଡିଏ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବାର , ତାହେଲେ ବର୍ଷା ପିଜି କରିଛନ୍ତି , ଶୈଳବାଲା ଓମେନ୍ସ କଲେଜ,କଟକ ରେ ।
ପ୍ରିୟା ଚୌଧୁରୀ- ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ତାହେଲେ ପ୍ରିୟା ଉକ୍ତଲ ୟୁନିଭରସିଟି ରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।
ଅର୍ଚିତା ସାହୁ – ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅର୍ଚିତା ସାହୁ ଙ୍କୁ , ସେ ଗତ କିଛି ମାସ ତଳେ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଥିଲେ । ତାହେଲେ ଅର୍ଚିତା ଙ୍କ ଶିକ୍ଷାଗତ ଯୋଗ୍ୟତା ହଉଛି ବି. ଟେକ ସମ୍ପୂର୍ଣ୍ଣ କରିଛନ୍ତି କିଟ ୟୁନିଭରସିଟି ରେ ।
ରିୟା ଦେ – ତାହେଲେ ବନ୍ଧୁଗଣ ରିୟା ଦେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ବାଲେଶ୍ବର କଲେଜ ରେ ।
ଝିଲ୍ଲିକ ଭଟ୍ଟାଚାର୍ଯ୍ୟ – ଦର୍ଶକ ବନ୍ଧୁ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ତାହେଲେ ସେ ଇଂଗ୍ଲିଶ ହନର୍ସ ରେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରି , ଭାରତ ନାଟ୍ୟମ ରେ ମାଷ୍ଟର ଡିଗ୍ରୀ କରିଛନ୍ତି ।
ଲିପ୍ଶା ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଲିପ୍ଶା ଙ୍କୁ ବହୁ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରୁଥିବା ର ଦେଖୁଥିବେ । ତାହେଲେ ଲିପ୍ଶା ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ବିଜେବି ଅଟୋନମସ କଲେଜ ରୁ ।
ଏଲିନା ସାମନ୍ତରାୟ – ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ରେଭେନ୍ସା ୟୁନିଭରସିଟି ରେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।
ଶୀତଳ ପାତ୍ର – ତାହେଲେ ବନ୍ଧୁଗଣ ଶୀତଳ ପାତ୍ର ବିଜେବି ଅଟୋନମସ କଲେଜ ରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।
ଭୂମିକା ଦାସ – ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ବର୍ତ୍ତମାନ ସମୟ ରେ ତାଙ୍କ ପାଠପଢା ଜାରି ରଖିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ