Breaking News

ଓଡିଶାର ନାମୀ ଦାମୀ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣନ୍ତୁ, କିଏ ମାଟ୍ରିକ ଫେଲ ? Ollywood News

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା

ବର୍ଷା ପ୍ରିୟଦର୍ଶିନୀ – ଆପଣ ମାନେ ନିଶ୍ଚୟ ଜାଣି ଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ବହୁ ଗୁଡିଏ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବାର , ତାହେଲେ ବର୍ଷା ପିଜି କରିଛନ୍ତି , ଶୈଳବାଲା ଓମେନ୍ସ କଲେଜ,କଟକ ରେ ।


ପ୍ରିୟା ଚୌଧୁରୀ- ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ତାହେଲେ ପ୍ରିୟା ଉକ୍ତଲ ୟୁନିଭରସିଟି ରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।


ଅର୍ଚିତା ସାହୁ – ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଅର୍ଚିତା ସାହୁ ଙ୍କୁ , ସେ ଗତ କିଛି ମାସ ତଳେ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଥିଲେ । ତାହେଲେ ଅର୍ଚିତା ଙ୍କ ଶିକ୍ଷାଗତ ଯୋଗ୍ୟତା ହଉଛି ବି. ଟେକ ସମ୍ପୂର୍ଣ୍ଣ କରିଛନ୍ତି କିଟ ୟୁନିଭରସିଟି ରେ ।


ରିୟା ଦେ – ତାହେଲେ ବନ୍ଧୁଗଣ ରିୟା ଦେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ବାଲେଶ୍ବର କଲେଜ ରେ ।


ଝିଲ୍ଲିକ ଭଟ୍ଟାଚାର୍ଯ୍ୟ – ଦର୍ଶକ ବନ୍ଧୁ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ତାହେଲେ ସେ ଇଂଗ୍ଲିଶ ହନର୍ସ ରେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରି , ଭାରତ ନାଟ୍ୟମ ରେ ମାଷ୍ଟର ଡିଗ୍ରୀ କରିଛନ୍ତି ।


ଲିପ୍ଶା ମିଶ୍ର – ଦର୍ଶକ ବନ୍ଧୁ ଆପଣ ମାନେ ଲିପ୍ଶା ଙ୍କୁ ବହୁ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରୁଥିବା ର ଦେଖୁଥିବେ । ତାହେଲେ ଲିପ୍ଶା ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ବିଜେବି ଅଟୋନମସ କଲେଜ ରୁ ।


ଏଲିନା ସାମନ୍ତରାୟ – ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ରେଭେନ୍ସା ୟୁନିଭରସିଟି ରେ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।


ଶୀତଳ ପାତ୍ର – ତାହେଲେ ବନ୍ଧୁଗଣ ଶୀତଳ ପାତ୍ର ବିଜେବି ଅଟୋନମସ କଲେଜ ରୁ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିଛନ୍ତି ।


ଭୂମିକା ଦାସ – ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ବର୍ତ୍ତମାନ ସମୟ ରେ ତାଙ୍କ ପାଠପଢା ଜାରି ରଖିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.