ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ କରୋନା ରେ ସଂକ୍ରମିତ ହୋଇ ଆମର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମୃ-ତ୍ଯୁ ବ-ର-ଣ କରିଛନ୍ତି । କିନ୍ତୁ ବର୍ତ୍ତମାନ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ମଧ୍ୟ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଠିକ ସେମିତି ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଗାୟିକା ତପୁ ମିଶ୍ର ଗତ ମାସ ରେ କରୋନା ରେ ଆ-କ୍ରା-ନ୍ତ ହୋଇଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ଦେହ ବର୍ତ୍ତମାନ ପର୍ଯ୍ୟନ୍ତ ଦେ-ହ ଗୁ-ରୁ-ତ-ର ଅ-ବ-ସ୍ଥା ରେ ଅଛନ୍ତି ।
ମାତ୍ର ଏବେ ତାଙ୍କର ଅତି ଦୁଃ-ଖ-ର ସମୟ ଚାଲିଛି। ଗତ ଏକ ମାସ ପୂର୍ବରୁ ତପୁ ଙ୍କର କୋରନା ପଜେଟିଭ ବହାରିଥିବା କଥା ତ ଆପଣ ମାନେ ଜାଣିଥିବେ। ଏଥିପାଇଁ ତପୁଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସା କରାଯାଉଥିଲା ସେ ସେହି ହସ୍ପିଟାଲ ରେ ମାସେ ଯାଏଁ ଚିକିଶ୍ଚିତ ହେଲେ କିନ୍ତୁ ତାଙ୍କ ଅବସ୍ଥା ଟିକିଏ ଗୁ-ରୁ-ତ-ର ହେବାରୁ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଗଲା ତା ପରେ ଅବଶ୍ୟ ସ୍ଵାସ୍ତ୍ୟ ଅବସ୍ଥାରେ କିଛି ଟା ସୁଧାର ଆସିଥିଲା
ମାତ୍ର ଏବେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ ପରବର୍ତ୍ତୀ ଜଟିଳତା ନେଇ ସେ ଚିକିତ୍ସାଧୀନ ଥିଲେ।
ଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଥିଲେ। ତପୁଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।ଅନେକ ସୁପରହିଟ ଓଡିଆ ଫିଲ୍ମରେ ତପୁ ମିଶ୍ର କଣ୍ଠଦାନ କରିଥିଲେ । ଆଇ ଲଭ ୟୁ, ଚକୋଲେଟ ଭଳି ଓଡିଆ ଫିଲ୍ମରେ ସେ କଣ୍ଠଦାନ କରିଥିଲେ । ନିଜର ସୁପରହିଟ ଗୀତ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ