Breaking News

ଭିଡିଓ ଦେଖନ୍ତୁ – ଟ୍ରକ ଡ୍ରାଇଭର ଏହି କାରଣରୁ ଗୁଗୁଲ କୁ ଦୋଷ ଦେଲେ

ଦର୍ଶକ ବନ୍ଧୁ ଏହି ଦୁନିଆ ହଉଛି ଇଣ୍ଟରନେଟ ଦୁନିଆ , ହଁ ବନ୍ଧୁ ସତେ ଯେମିତି ବିନା ଇଣ୍ଟରନେଟ ରେ ଆମେ ବଞ୍ଚିବା ଟା ଅସମ୍ଭବ । ତାହେଲେ ବନ୍ଧୁଗଣ ଏହି ଇଣ୍ଟରନେଟ ଦୁନିଆ କୁ ବହୁତ ଆଗ ନେଇଛି ବହୁ ଗୁଡିଏ ଲୋକ ପ୍ରିୟ ଆପ ଓ ସାଇଟ । ଏହି ସାଇଟ ଆପ ରୁ ସର୍ବୋଚ୍ଚ ଉପରେ ରହିଛି ଗୁଗୁଳି । ହଁ ବନ୍ଧୁ ଗୁଗୁଲ ବହୁତ କମ ସମୟ ରେ ବେଶ ଅଧିକ ଲୋକ ପ୍ରିୟ ହାସଲ କରି ପାରିଥିଲା । ହଁ ବନ୍ଧୁ ଏହାର ବିଶେଶ୍ଵତ କହିଲେ ଏହା ଗ୍ରାହକ ଙ୍କ ଡାଟା କୁ ସୁରକ୍ଷିତ ରଖିଥାଏ ।

ହଁ ବନ୍ଧୁ ଏହାରି ମାଧ୍ୟମ ରେ ଲୋକ ମାନେ ସବୁ ଅସୁବିଧା ର ସୁବିଧା ପାଇଥାନ୍ତି , ଯେମିତି କି କୌଣଶୀ ଜିନିଷ ବିଷୟ ରେ ଅନୁସନ୍ଧାନ କରିବା , ଯଦି କୌଣଶୀ ଲୋକ କୌଣଶୀ ବାଟ ଭୁଲି ଯାଆନ୍ତି ତାହେଲେ ସେମାନେ ଗୁଗୁଲ ମ୍ୟାପ ମାଧ୍ୟମ ରେ ସଠିକ ସ୍ଥାନ କୁ ଯାଇଥାଆନ୍ତି ।

ତାହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବେଶ ଭାଇରାଲ ହବା ରେ ଲାଗିଛି ଯେ ଜଣେ ଟ୍ରକ ଡ୍ରାଇଭର କିଛି ଭୁଲ ବଶତଃ ଯୋଗୁ ଗୁଗୁଲ କୁ ଦାୟୀ ଦେଇଛି । ହଁ ବନ୍ଧୁ ଗୋଟେ କଣ୍ଟେନର କଲିକତା ରୁ ସୁରାଟ ଯାଉଥିବା ସମୟ ରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ରାସ୍ତା ର ସୁରକ୍ଷା ବାଡ଼ ରେ ପିଟିହେଲା କଣ୍ଟେନର । ଅଳ୍ପ କେ ବର୍ତ୍ତୀ ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର । ହଁବନ୍ଧୁ ଏହି ଦୁର୍ଘଟଣା ହବା ର କାରଣ ହଉଛି ଗୁଗୁଲ ମ୍ୟାପ ର ଭୁଲ ନିର୍ଦ୍ଦେଶ କୁ ଦାୟୀ କରିଛନ୍ତି ।


ଏହି ଡ୍ରାଇଭର ଜଣକ ରାସ୍ତା ଯିବା ସମୟ ରେ ଗୁଗୁଲ ମ୍ୟାପ ର ସହାୟକ ରେ ଯାଉଥିଲେ କିନ୍ତୁ ମ୍ୟାପ ର ଭୁଲ ନିର୍ଦ୍ଦେଶ ଯୋଗୁ ଏହି ଦୁର୍ଘଟଣାଗ୍ରସ୍ଥ ହୋଇଛି । ହଁ ବନ୍ଧୁ ଏହି କଥା ଟି ସେହି ଯୁବକ ଜଣକ ଗୁଗୁଲ ମ୍ୟାପ କୁ ଦେଖାଇ ଗୁଗୁଲ ମ୍ୟାପ ଭୁଲ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ Viral ଭିଡିଓ – ଦଶମ ଶ୍ରେଣୀ ପରୀକ୍ଷା କମ ନମ୍ବର ଆସିବାରୁ ଛା-ତ୍ରୀ ତାଙ୍କର ହା-ତ କା-ଟି ଦେଲେ ଆଉ ତାପରେ

ଦର୍ଶକ ବନ୍ଧୁ ଚଳିତ ବର୍ଷ କରୋନା ପ୍ରଭାବ ରୁ ସବୁକିଛି ବନ୍ଦ ଅଛି ଯାହା ର ପ୍ରଭାବ ରେ ଜୀବନ …

Leave a Reply

Your email address will not be published. Required fields are marked *