ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାଜ୍ୟ ରେ ଥିବା କିନ୍ନର ମାନ ଙ୍କ ପାଇଁ ଏକ ଖୁସି ର ଖବର , ହଁବନ୍ଧୁ ଜୁନ ୧୨ ତାରିଖ ଶନିବାର ଦିନ ଦିନ ରାଜ୍ୟ ସରକାର କିନ୍ନର ମାନ ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ହଁ ବନ୍ଧୁ ଆମ ପ୍ରିୟ ସରକାର ଘୋଷଣା କରି କହିଛନ୍ତି ଯେ ଏଣିକି ପୋଲିସ ଚାକିରି କରି ପାରିବେ କିନ୍ନର ମାନେ । ବର୍ତ୍ତମାନ ସମୟ ର ଏହା ବଡ ଖବର କିନ୍ନର ମାନ ଙ୍କ ପାଇଁ । କିନ୍ନର ମାନେ ଏଣିକି ପୋଲିସ ପଦବୀ ପାଇଁ ଆବେଦନ କରି ପାରିବେ ।
ହଁ ବନ୍ଧୁ ଯେଉଁଭଳି ଭାବେ ଆଗରୁ ସାଧାରଣ ବର୍ଗ ର ଲୋକ ମାନେ ପୋଲିସ ରେ ଆବେଦନ କରି ଥାଆନ୍ତି ଠିକ ସେହିଭଳି କିନ୍ନର ମାନେ ମଧ୍ୟ ଆବେଦନ କରି ପାରିବେ । ବର୍ତ୍ତମାନ ସବୁଠୁ ବଡ ଖବର ଯେ ଏହା ସଙ୍ଗେ ସଙ୍ଗେ ଘୋଷଣା ହବା ସହିତ ବହୁ ଗୁଡିଏ ଏସଆଇ ପଦବୀ ମଧ୍ୟ ବାହାରିଛି । ହଁ ବନ୍ଧୁ ଏସଆଇ ପଦବୀ ୪୭୭ ଟି ପଦବୀ ବାହାରିଥିବା ସମୟ ରେ ୨୪୪ ଟି କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିନ୍ନର ବା ତୃତୀୟ ଲିଙ୍ଗ ଙ୍କ ପାଇଁ ମଧ୍ୟ ରହିଛି ସୁଯୋଗ ।
ରାଜ୍ୟ ସରକାର ଙ୍କ ଏପରି ନିଷ୍ପତି କୁ ବିଭିନ୍ନ କିନ୍ନର ସଂଘ ପକ୍ଷ ରୁ ସ୍ବାଗତ କରା ଯାଇଛି ଓ ମୁଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡା ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ