Breaking News

ଭିଡିଓ ଦେଖନ୍ତୁ – ଅଭିନେତ୍ରୀ ଝିଲ୍ଲିକ ଅଭିଷେକଙ୍କୁ ସାହାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଲେ

ଦର୍ଶକ ବନ୍ଧୁ ଅଭିଷେକ ମହାପାତ୍ର ଙ୍କୁ ସାହାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ତାଙ୍କ ସକ୍ଷମ ଅନୁଯାୟୀ ସେ କିଛି ସହଯୋଗ କରିଛନ୍ତି , ସହଯୋଗ କରିବା ସହିତ ସୋସିଆଲ ମିଡ଼ିଆ ରେ କିଛି ଦର୍ଶକ ମାନ ଙ୍କୁ ଅଭିଷେକ ମହାପତ୍ର ବିଷୟ ରେ କିଛି କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି ।

ତାହେଲେ ବନ୍ଧୁଗଣ ଅଭିଷେକ ନାମକ ଏହି ଯୁବକ ଜଣକ ଗତ କିଛି ମାସ ତଳେ ବିବାହ କରିଥିଲେ ଓ ବିବାହ ପରେ ସେ ବହୁତ ଖୁସି ଥିଲେ , କିନ୍ତୁ ବିବାହ ର କିଛି ଦିନ ଖୁସି ରେ ବିତବା ପରେ , ଏହି ଖୁସି ରେ ପଶି ଯାଇଥିଲା କରୋନା । ହଁ ବନ୍ଧୁ ଅଭିଷେକ କରୋନା ସଂକ୍ରମିତ ହବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଯାଇଥିଲା କିନ୍ତୁ ସେଠାରୁ ଚିକିତ୍ସା ହବା ଦ୍ବାରା କିଛି ଫାଇଦା ହୋଇ ନଥିଲା କାରଣ ତାଙ୍କର ନିମୋନିଆ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହବା ଋ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଏକମୋ ମେଶିନ ସାହାର୍ଯ୍ୟ ନିହାତି ଆବଶ୍ୟକ କିନ୍ତୁ ଦୁଃଖ ର ଖବର ଯେ ଏହି ମେଶିନ ଟି ଆମ ଓଡ଼ିଶା ରେ ଉପଲବ୍ଧ ନଥିବାରୁ ତାଙ୍କୁ ତାଙ୍କୁ ସଙ୍ଗେ କୋଲକାତା ହସ୍ପିଟାଲ କୁ ଶିଫ୍ଟ କରା ଯାଇଥିଲା ।

ଏଥିପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହବ ଓ ତାଙ୍କ ପାଖ ରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ ସେଥିପାଇଁ ଅଭିଷେକ ଙ୍କ ଧର୍ମ ପତ୍ନୀ ମୌଶୁମି ଓଡ଼ିଶା ବାସୀ ଙ୍କୁ କିଛି ଟଙ୍କା ସହଯୋଗ କରିବା ପାଇଁ ନିବେଦନ କରିଥିଲେ ଓ ତାଙ୍କର ଏହି କଥା ଶୁଣିବା ପରେ ବହୁ ବ୍ୟକ୍ତି ସାହାର୍ଯ୍ୟ ର ହାତ ବଢାଇଥିଲେ । ତାଙ୍କର ଏହି ସହଯୋଗ ର ନିବେଦନ କଥା ଝିଲ୍ଲିକ ଶୁଣିବା ପରେ କିଛି ଅର୍ଥ ରାଶି ସାହାର୍ଯ୍ୟ କରିବା ସହିତ ଏକ ଭିଡିଓ ମାଧ୍ୟମ ରେ ଦର୍ଶକ ମାନ ଙ୍କୁ ନିବେଦନ କରି କହିଥିଲେ ତାଙ୍କୁ କିଛି ଅର୍ଥ ରାଶି ସହଯୋଗ କରିବା ପାଇଁ , କହିଥିଲେ ଯେ ଆପଣ ମାନେ ଭଗବାନ ନିକଟ ରେ ପ୍ରାର୍ଥନା କରନ୍ତୁ ଯେ ଯେମିତି ଅଭିଷେକ ସୁସ୍ଥ ହୋଇ ଆମ ଓଡ଼ିଶା ଫେରି ଆସିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *