Breaking News

ଏହି 6ଟି କଥାକୁ ଲିପି (Lipi) ନିଜ ଫ୍ୟାନ ମାନଙ୍କ ଠାରୁ ଲୁଚେଇ ରଖିଥିଲେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ଲିପି ଙ୍କୁ ଜାଣିଥିବେ , ତାହେଲେ ଆଜି ଆମେ ଲିପି ଙ୍କ ବିଷୟ ରେ କିଛି ଅଜଣା କଥା ଜାଣିବା ଯାହା ପାନ ମାନେ ଆଗରୁ କେବେ ବି ଜାଣି ନଥିବେ । ତାହେଲେ ଆସନ୍ତୁ ଆଜି ଜାଣିବା ତାଙ୍କ ବିଷୟ ରେ ।

ବନ୍ଧୁଗଣ ଲିପି ଙ୍କ ପ୍ରକୃତ ନାମ ହଉଛି ଶୃଷି ସଂଗୀତା ମହାପାତ୍ର ଓ ସେ ତାଙ୍କ ଜନ୍ମ ଦିନ ଟି ଜାନୁୟାରୀ ୨୦ ତାରିଖ ଦିନ ପାଳନ କରିଥାଆନ୍ତି । ତାହେଲେ ବନ୍ଧୁଗଣ ଲିପି ଙ୍କ ଜନ୍ମ ସ୍ଥାନ ହଉଛି ବରମପୁର କିନ୍ତୁ ତାଙ୍କ ବାପା ଙ୍କ ଘର ହଉଛି ସମ୍ବଳ ପୁର । ଲିପି ତାଙ୍କ ଛିଟ ବେଳୁ ବରମପୁର ରେ ପାଠ ପଢିଛନ୍ତି ଓ ସେଠି ମଧ୍ୟ ଛୋଟ ଋ ବଡ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ଭୁବନେଶ୍ବର ରେ ରହୁଛନ୍ତି କାରଣ ଅଭିନୟ ଜଗତ କୁ ଆସିବା ପରେ ସେ ଭୁବନେଶ୍ବର ରେ ରହୁଛନ୍ତି ।

ତାହେଲେ ବନ୍ଧୁଗଣ ଲିପି ଙ୍କ ମା ଙ୍କ ନାମ ହଉଛି ବନ୍ଦନା ମହାପାତ୍ର ଯିଏ କି ବହୁ ସାରା ଭଜନ ଓ ଧାରାବାହିକ ରେ ଅଭିନୟ କରିଛନ୍ତି ଓ ଲିପି ଙ୍କ ବାପା ଜଣେ ପୋଲିସ ଅଫିସର । ତାଙ୍କର ପରିବାର କହିଲେ ତାଙ୍କ ବାପା,ମା,ଭାଇ, ଭାଉଜ, ପୁତୁରା,। ଦର୍ଶକ ବନ୍ଧୁ ତାଙ୍କ ବାପା ଜଣେ ପୋଲିସ ଅଫିସର ଥିବାରୁ ସେ ଭାବିଥିଲେ ଯେ ଲିପି ବଡ ହେଲେ ଜଣେ ଆଇପିଏସ ଅଫିସର ହବା ପାଇଁ କିନ୍ତୁ ତାଙ୍କ ମା ଚାହିଁଥିଲେ ଯେ ଲିପି ବଡ ହେଲେ ଅଭିନୟ ଜଗତ କୁ ଆସିବା ପାଇଁ ।

ଲିପି ଶେଷ ରେ ତାଙ୍କ ମା ଙ୍କ ଇଚ୍ଛା କୁ ପୂରଣ କରିଥିଲେ ଓ ଅଭିନୟ ପାଇଁ ମଧ୍ୟ ସେ ତାଙ୍କ ମା ଙ୍କ ଠାରୁ ବହୁଥର ମାଡ଼ ଖାଇଛନ୍ତି , ତାହେଲେ ବନ୍ଧୁଗଣ ଲିପି ଟିଭି ଆଙ୍କରିଙ୍ଗ ଦ୍ବାରା ସେ ସେ ଅଲିଉଡ ରେ ପାଦ ଦେଇଥିଲେ ଓ ଏହା ପରେ ସେ ବହୁ ଆଲବମ ରେ ଅଭିନୟ କରିଥିଲେ । ତାହେଲେ ବନ୍ଧୁଗଣ ଯଦି ଆମେ କହିବ ଲିପି ପ୍ରାୟ ୩୦୦୦ ହାଜର ରୁ ଅଧିକ ଆଲବମ ରେ ଅଭିନୟ କରି ସାରିଛନ୍ତି । ତାଙ୍କର ସବୁଠୁ ଯାଇ ଫୁଲ ଗୀତ ଟି କୁ ଦର୍ଶକ ମାନେ ବହୁତ ସାରା ପସନ୍ଦ କରିଥିଲେ ଓ ଲିପି ମଧ୍ୟ ଯାଇ ଫୁଲ ନାମ ରେ ଘରେ ଘରେ ପରିଚିତ ହୋଇଥିଲେ ।

ସେ ବହୁ ଗୁଡିଏ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି ଓ ତାଙ୍କ ପ୍ରଥମ ଚଳଚିତ୍ର ର ନାମ ହଉଛି ଓମ ଶାନ୍ତି ଓମ । ହଁ ବନ୍ଧୁ ସ ଓଡିଆ ଫିଲ୍ମକରିବା ସହିତ ବହୁତ ଗୁଡିଏ ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ଲିପି ଧାରାବାହିକ ରେ ଅଭିନୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *