ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଶୁଟିଙ୍ଗ ସେଟ ରେ ଯେତିକି ନଜର ଆସିଥାନ୍ତି ତା ଠାରୁ ଅଧିକ ନଜର ଆସିଥାନ୍ତି ସୋସିଆଲ ମିଡ଼ିଆ ରେ ସେ ଲାଇଭ ହଉ ବା କିଛି ନା କାର୍ଯ୍ୟ ହେଉ । କିଛି ନା କିଛି ପୋଷ୍ଟ କରି ବେଶ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି । ତାହେଲେ ଆଜି ଆମେ ସେହିଭଳି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଛୋଟ ପିଲା ଙ୍କ ସହ ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ତାହାଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦବା ଆଗରୁ ସେ ପ୍ରଥମେ ଏକ ରିଆଲିଟି ଶୋ ରେ ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ଆପଣ ମାନେ ନିଶ୍ଚୟ ଜାଣି ସୈରବେଣୀ ଆମେ କେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହୁଛୁ , ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆପଣ ମାନ ଙ୍କ ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନ ସାମନ୍ତରାୟ , ଯିଏ କି “କିଏ ହବ ମୋ ହିରୋଇନ “ ର ଏକ ରିଆଲିଟି ଶୋ ରେ ବିଜେତା ହବା ପରେ ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ ଓଡିଆ ଫିଲ୍ମ ରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରି ଥାଆନ୍ତି ।
ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଏଲିନ ବର୍ତ୍ତମାନ ସମୟ ରେ ତାଙ୍କର ଗାଁ ରେ ରହିଛନ୍ତି ଓ ଗାଁ ରେ ରହି ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତାହେଲେ ସେହି ଭିଡିଓ ମଧ୍ୟ ରୁ ବର୍ତ୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ଏଲିନା ଛୋଟ ପିଲା ଙ୍କ ସହିତ ମଜା କରୁଥିବାର ଭିଡିଓ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ